ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି: ଶରତ
ଭୁବନେଶ୍ବର, ୫ା୮(ସୁନିତ୍ ମିଶ୍ର): ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ମାନହାନି ମକଦ୍ଦମାର ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।…
ମନମୋହନଙ୍କ ନୂଆ ଟିମ୍
ଭୁବନେଶ୍ବର, ୫ା୮(ସୁନିତ୍ ମିଶ୍ର): ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ମନମୋହନ ସାମଲ ଦଳର ନୂଆ ଟିମ୍ ଗଠନ କରିଛନ୍ତି। ବହୁ ମାନସମନ୍ଥନ କରି ସେ ଏହି ନୂଆ ଟିମ୍ ଗଠନ କରିଥିବା ଶୁଣିବାକୁ ମିଳିଛି।…
୪.୧୧ ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର, ୫ା୮(ଅନିଲ ଦାସ): ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିରେ ୨୧ ଜିଲାର ମୋଟ ୧୩୬ ବ୍ଲକର ୧,୮୮୯ ଗଁା, ୨୬ ପୌରାଞ୍ଚଳ ଅଧୀନ ୧୦୧ ୱାର୍ଡର ମୋଟ ୪ ଲକ୍ଷ ୧୧ ହଜାର ୩୩୮…
ଚନ୍ଦ୍ରୟାନ-୩ ମିଶନ ବିଫଳ ହୋଇପାରେ
ନୂଆଦିଲ୍ଲୀ,୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରୟାନ ମିଶନ ଶନିବାର ଚନ୍ଦ୍ରର ପ୍ରଭାବ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବ। ଗତ ୧ ତାରିଖରେ ଏହା ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଅଗ୍ରସର ହୋଇଥିଲା। ତେବେ ଏହି ମିଶନର ସଫଳତା…
କୁଲଗାମରେ ଏନ୍କାଉଣ୍ଟର: ୩ ଯବାନ ଶହୀଦ
ଶ୍ରୀନଗର,୫।୮: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନ୍କାଉଣ୍ଟରରେ ୩ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ଅଞ୍ଚଳକୁ ଘେରି ଏକ ସର୍ଚ୍ଚ ଅପରେଶନ ଚାଲିଛି। ଦୁଇରୁ ତିନି…
ପ୍ରତିରକ୍ଷା ଖର୍ଚ୍ଚର ଲକ୍ଷ୍ୟ ବଢାଇ ୧୦୦ ବିଲିୟନ ଡଲାର କଲା ରୁଷିଆ, ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଢୁଛି ଅର୍ଥବ୍ୟବସ୍ଥା
ମସ୍କୋ,୫।୮: ୨୦୨୩ରେ ରୁଷିଆ ଏହାର ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୧୦୦ ବିଲିୟନ ଡଲାରରେ ପହଞ୍ଚାଇଛି। ପାଶ୍ଚାତ୍ୟ ଦେଶଗୁଡିକ ସତ୍ତ୍ୱେ ରୁଷିଆର ଅର୍ଥନୀତି ବଢିବାରେ ଲାଗିଛି। ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ରୁଷିଆ ସରକାରଙ୍କ ମୋଟ୍ ଖର୍ଚ୍ଚରେ…
ରୁଷିଆ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ
ମସ୍କୋ,୫।୮: ରୁଷିଆ ବନ୍ଦର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷିଆର ଯୁଦ୍ଧ ଜାହାଜ ନଷ୍ଟ ହୋଇଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ଏହି ଆକ୍ରମଣକୁ ନିଶ୍ଚିତ କରିଛି। ଏହି ଆକ୍ରମଣ ହେତୁ କିଛି ଘଣ୍ଟା ଧରି ସାମୁଦ୍ରିକ…
ସୁବ୍ରତୋ ବାଗ୍ଚୀ ଅନୁଷ୍ଠାନ ଦକ୍ଷତା ବୃଦ୍ଧି ମୁଖ୍ୟ ପରାମର୍ଶଦାତା ନିଯୁକ୍ତ
ଭୁବନେଶ୍ୱର,୪ା୮(ଅନିଲ ଦାସ): ସୁବ୍ରତୋ ବାଗ୍ଚୀଙ୍କୁ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଦକ୍ଷତା ବୃଦ୍ଧି(ଇନ୍ଷ୍ଟିଚ୍ୟୁଶନାଲ କାପାସିଟି ବିଲ୍ଡିଂ)ର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ପରେ ବାଗ୍ଚୀଙ୍କୁ କ୍ୟାବିନେଟ ପାହ୍ୟା…
କଳା ନିର୍ଦ୍ଦେଶକ ନିତିନ ଆତ୍ମହତ୍ୟା ମାମଲା: ୫ଜଣଙ୍କ ମିରୋଧରେ ମାମଲା ରୁଜୁ କଲା ପୋଲିସ
ମୁମ୍ବାଇ: ଫିଲ୍ମ ଦୁନିଆର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟାରେ ଅଭିନୟ ଜଗତ ସମେତ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ସେ ନିଜ ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟକା ଲାଗିଥିଲା। ଏକ…
ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ
ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ସେଥିପାଇଁ ଅନେକେ ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମଧ୍ୟ ମିଳୁଛି। ନିକଟରେ ଜଣେ ୫୦ ବର୍ଷୀୟା ସବୁଦିନ ପାଇଁ ଯୁବା ଦେଖାଯିବାକୁ ନିଜ ଘର ବିକି ଦେଇଥିବା ଜଣାପଡ଼ିଛି। ଏରିଜୋନାର ବାସିନ୍ଦା…
ପ୍ରଭାସଙ୍କ କେଉଁ ଇଚ୍ଛା ପୂରଣ କଲେ ଦୀପିକା
ମୁମ୍ବାଇ: ବଲିଉଡ୍ର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ନିକଟରେ ଏକ ସାକ୍ଷାତ୍କାରରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ଦିନର ଇଚ୍ଛାକୁ ପୂରଣ କରିଥିବା କହିଛନ୍ତି। ଫିଲ୍ମ ‘କଳ୍କୀ ୨୮୨୯ଏଡି’ରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ଼ ପରଦାରେ ଏକାଠି…
ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ ଆବେଦନ ଖାରଜ
ନୂଆଦିଲ୍ଲୀ,୪।୮ : ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ସୁର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ବେଞ୍ଚ୍ ତାଙ୍କର ମାର୍ଚ୍ଚ ୨ ରାୟରେ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିସାରିଥିବା…
Archives


