Home Left

ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୨।୧(ପି.ଟି.): ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି।…

ପାଣି ଭିତରେ ବିଶ୍ୱର ସବୁଠୁ ବଡ଼ ଶ୍ମଶାନ

ପାଲିକିର୍‌: ଚୁଉକ ଦ୍ୱୀପର ପାଣି ତଳେ ଥିବା ଏକ ଫଟୋ ନିକଟରେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଏହି ପାଣି ଭିତରେ ବିଶ୍ୱର ସବୁଠୁ ବଡ଼ ଶ୍ମଶାନ ବୋଲି କୁହାଯାଉଛି। ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ…

ଛୋଟବେଳେ ପାଳିଥିବା ଝିଅକୁ ବାହାହେଲେ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ମଧ୍ୟ ଲୋକେ ବିବାହ କରୁଥିବା କିଛି ଖବର ଅତୀତରେ ଦେଖିବାକୁ ମିଳିଛି। ହେଲେ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରିବା ଅତ୍ୟନ୍ତ ଅଜବ କଥା। ରିପୋର୍ଟ ମୁତାବକ, ୨୯ ବର୍ଷୀୟା ସମାନ୍ଥା…

ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି: ଭିଡିଓ ଭାଇରାଲ୍‌

ବୁନେରସ୍‌ ଆରାଇସ୍‌,୨।୧: ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍‌ ମିଲି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଲି…

ଶେଷରେ ସତ ମାନିଲେ ଚାଇନା ରାଷ୍ଟ୍ରପତି

ବେଜିଂ,୨।୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦେଶର ବୁଡ଼ି ଯାଉଥିବା ଅର୍ଥନୀତି ବିଷୟରେ କହିଥିଲେ। ସେ ସ୍ବୀକାର କରିଛନ୍ତି ସେ ଚାଇନାର ଲୋକମାନେ ସଂଘର୍ଷ କରୁଛନ୍ତି। ଲୋକମାନେ ଚାକିରି…

ବିଚ୍‌ ରାସ୍ତାରେ ପୋଲିସ ଅଧିକାରୀଙ୍କୁ ଜବରଦସ୍ତ କିସ୍‌ କଲେ ଯୁବକ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ। ଯାହା ବେଳେବେଳେ ଭାଇରାଲ ହୋଇଥାଏ। ସେହି ଭିଡିଓଗୁଡିକ ମଧ୍ୟରୁ କେତେକ ଭଲ ହୋଇଥିବାବେଳେ କେତେକ ଭିଡିଓକୁ ଅନେକେ ନିନ୍ଦା କରିଥାଆନ୍ତି। ଆଜିକାଲି, ଯଦି କେହି କୌଣସି କାମ କରନ୍ତି, ଲୋକମାନେ ତୁରନ୍ତ…

ପ୍ରଥମେ ନୋଟ୍‌ ଚିରି ଉଡାଇଲେ, ପରେ କଲେ ଜବରଦସ୍ତ ଡ୍ୟାନ୍ସ: କୋହଲିଙ୍କ ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୨।୧: ବିରାଟ କୋହଲି ତାଙ୍କ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଫଲୋ କରୁଥିବା ପ୍ରଶଂସକ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତ। ତେବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି…

ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ ଓ ୩୨ ରନ୍‌ରେ ଜିତି ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ…

ଲାଲ ଗ୍ରହରେ ଇତିହାସ ରଚିଲେ ଭାରତୀୟ ମହିଳା

ଓ୍ବାଶିଂଟନ,୨।୧: ଭାରତର ଝିଅ ରେଡ ପ୍ଲାନେଟ ବା ଲାଲ ଗ୍ରହରେ ଇତିହାସ ସୃଷ୍ଟି କରିଛନ୍ତି। ନାସାର ବୈଜ୍ଞାନିକ ଡକ୍ଟର ଅକ୍ଷତା କୃଷ୍ଣମୂର୍ତ୍ତି ମଙ୍ଗଳ ଗ୍ରହରେ ରୋଭର ଚଳାଇବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଅକ୍ଷତା ଭାରତର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ…

ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦ ବ୍ୟାଙ୍କ ନୋଟ୍ ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା ଡିସେମ୍ବର…

ଆୟୋଜନ ହେବ ଜାତୀୟ ଟୁର୍ନାମେଣ୍ଟ, କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌ହକ୍‌ ପ୍ୟାନେଲକୁ ଜାଣିନୁ: ସଞ୍ଜୟ

ନୂଆଦିଲ୍ଲୀ,୧ା୧(ପି.ଟି): ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଞ୍ଜୟ ସିଂ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତି ଫଳରେ ଡବ୍ଲ୍ୟୁଏଫ୍‌ଆଇର ଭବିଷ୍ୟତ ବର୍ତ୍ତମାନ ସଙ୍କଟ ମଧ୍ୟରେ ନଜର ଆସିଛି। ସେ କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌…

ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି। ବିଲ୍‌ ଉପରେ ଯଥେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?