Home Left

ବାପା ମଦ ପିଇବା ଛାଡିଦିଅ, ଚିଠି ଲେଖି ଜୀବନ ହାରିଲେ ଝିଅ

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶର କାନପୁର ଦେହାତରେ ଜଣେ ଛାତ୍ର ତାଙ୍କ ପିତାଙ୍କ ମଦ୍ୟପାନ କାରଣରୁ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା କାନପୁର ଦେହାତର ସିକନ୍ଦରା ସହରର ଅଟେ, ଯେଉଁଠାରେ ଜବାହର ନଗର ନିବାସୀ ସଞ୍ଚୟ ଦିବାକରଙ୍କ ଝିଅ ଏହି ପଦକ୍ଷେପ ନେଇଛନ୍ତି। ସେ…

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ…

ବେଙ୍ଗାଲୁରୁ,୬।୩: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ, ସ୍ବାମୀ ଶୋଇଥିବା ଥିବା…

ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା…

୧୮ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଜେରା, ଭୋର ସାଢେ ୪ଟାରେ ଛାଡିଲା ଇଡି

ଭୁବନେଶ୍ୱର,୬।୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତସାରା ଇଡି ଜେରା କରିଛି। ପ୍ରାୟ ୧୮ ଘଣ୍ଟା ଧରି ପ୍ରୟାସକାନ୍ତିଙ୍କୁ ଇଡି ପଚରାଉଚରା କରିଛି। ୧୮ ଘଣ୍ଟାର ଜେରା ପରେ…

ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି ସ୍ଥାନ: ହଜିିଗଲା ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରକଳ୍ପ

ଯାଜପୁର,୬।୩ (ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲ ନିକଟ ବେଣାପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୧୯,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ହେଲେ ଦୀର୍ଘ ୬ ବର୍ଷ ତଳେ କ୍ୟାବିନେଟ…

ଧରିତ୍ରୀର ସ୍ବତନ୍ତ୍ର ଆଳାପ: କଫି ଉଦ୍ୟୋଗରେ ପର୍ଯ୍ୟାପ୍ତ ସୁଯୋଗ

ସ୍ପେଶାଲିଟି କଫି ଭେଞ୍ଚର ‘କୃତି କଫି’ର ସହପ୍ରତିଷ୍ଠାତା ହେଉଛନ୍ତି ଡ. କାମାକ୍ଷା ଦାସ। ସ୍ପେଶାଲିଟି କଫି ଆସୋସିଏଶନ (ଏସ୍‌ସିଏ)ର ସଦସ୍ୟ ଥିବା ଡ. ଦାସ ଏମ୍‌ବିବିଏସ ସହ ମୁମ୍ବାଇସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ରୁ ହେଲ୍‌ଥ ଆଡ୍‌ମିନିଷ୍ଟ୍ରେଶନରେ ମାଷ୍ଟର ଡିପ୍ଲୋମା…

ନ୍ୟୁୟର୍କରେ ଖାଲି ପଡ଼ିଥିବା ଜମିରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ, ପ୍ରସ୍ତୁତିର ଭିଡିଓ ଶେୟାର କଲା ଆଇସିସି

ନୂଆଦିଲ୍ଲୀ,୬।୩: ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ଜୁନ ୧ରୁ ଆରମ୍ଭ ହେବ । ଏଥିରେ ଭାରତର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ରହିଛି। ଏହି ମ୍ୟାଚ ୫ ଜୁନ୍‌ରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏଥର ଟିମ ଇଣ୍ଡିଆ…

କୃଷକଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ନେଇ ଦିଲ୍ଲୀ ଆଲର୍ଟ

ନୂଆଦିଲ୍ଲୀ,୬।୩: ପଞ୍ଜାବର ବିଭିନ୍ନ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର ବହୁ ସଂଖ୍ୟକ କୃଷକ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ମଙ୍ଗଳବାର କହିଛି ଯେ,…

ରେକର୍ଡଧାରୀ ସ୍ପିନର ନଦିମଙ୍କ ଅବସର

କୋଲକାତା, ୬ା୩ (ପି.ଟି.): ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିବା ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦିମ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି…

ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୯ ରନରେ ପରାସ୍ତ କରିଛି। ଅଧିନାୟିକା ମେଗ୍‌ ଲାନିଂ ଓ ଜେମିମା ରୋଡ୍ରିଗ୍ବେଜଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ ଦଳ ୪ ଉଇକେଟ ହରାଇ…

ସନାସେନା ସମର୍ଥନ ଅପେକ୍ଷାରେ ବିଜେଡି, ଭାଜପା

ପାଟଣା,୬ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିକାଶକୁ ମାଧ୍ୟମ…

ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ

ଯାଜପୁର/ଚଣ୍ଡିଖୋଲ(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ କୁମାର ପୃଷ୍ଟି),୬ା୩: ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି ବୋଲି ଭାଜପାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଯାଜପୁର ଜିଲା ଚଣ୍ଡିଖୋଲଠାରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?