ଆଲଝିମର୍ସ: ସତର୍କତା ଜରୁରୀ
ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲଝିମର୍ସ’ ଅନ୍ୟତମ। ଆଲୋଏ ଆଲଝିମର୍ସ ନାମକ ଜଣେ ଡାକ୍ତରଙ୍କ ନାମରେ ଏହି ରୋଗଟି ନାମିତ। କାରଣ ସେ ଥିଲେ ଏହି ରୋଗର ଆବିଷ୍କର୍ତ୍ତା। ହେଲେ ୧୯୦୭ ମସିହାରେ ଆବିଷ୍କୃତ ଏହି ରୋଗଟି…
ଯୁକ୍ତ୨ରେ ଖାଲି ପଡ଼ିଛି ଲକ୍ଷେ ସିଟ୍
ଭୁବନେଶ୍ୱର, ୨୧।୯(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଶେଷ ହୋଇଛି। ହେଲେ ଏବେ ବି ୧ଲକ୍ଷରୁ ଊର୍ଦ୍ଧ୍ୱ ସିଟ୍ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୧,୪୦,୨୫୭ଟି ସିଟ୍ ଖାଲି ପଡ଼ିଥିଲା।…
ଧାର୍ଯ୍ୟ ଲଗ୍ନରେ ମା’ଙ୍କୁ ଲାଗିହେଲା ନବାନ୍ନ
ସମ୍ବଲପୁର,୨୧। ୯ (ଶୁଭାଶିଷ ପାଢ଼ୀ) ପଶ୍ଚିମ ଓଡ଼ିଶାବାସୀ ବୁଧବାର ଧୁମ୍ଧାମ୍ରେ ନୂଆଁଖାଇ ପାଳିଛନ୍ତି। ପ୍ରତି ଜିଲାରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ଏକାଠି ହୋଇ ନୂଆଁ ଖାଇଥିଲେ। ପଶ୍ଚିମ ଓଡ଼ିିଶା ଅନ୍ତର୍ଗତ ନୂଆପଡ଼ା ଜିଲାର ଟାନୱାଟ କଣା…
ବୁଗୁଡ଼ା-ପୋଲସରା ରାସ୍ତା ମଝିରେ ଆଣ୍ଠୁଏ ଖାଲ
ବୁଗୁଡ଼ା,୨୦ା୯(କାଳୀଚରଣ ଦାଶ): ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଆଣ୍ଠୁଏ ଖାଲ ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।…
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର
ମୁମ୍ବାଇ,୨୦ା୯: ବଲିଉଡ୍ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବାରୁ ସମାଜରେ…
ରାସ୍ତାକଡ଼ରୁ ବୃଦ୍ଧଙ୍କ ମୃତଦେହ ଜବତ
ମୋରଡ଼ା,୨୦ା୯(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପୁରୁଣାପାଣି-ଗଡ଼ିଗାଁ ରାସ୍ତାର ଟିଆଁସି ନିକଟ ରାସ୍ତାକଡ଼ରେ ବୁଧବାର ଅପରାହ୍ନରେ ଜନୈକ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ଥାନା…
ଏପଟେ ମରାମତି, ସେପଟେ ଭୁଶୁଡୁଛି
ଦାରିଙ୍ଗବାଡ଼ି,୨୦ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଗାର୍ଡଓ୍ବାଲ ଭୁଶୁଡି ଯାଇଛି। ଏହାର ମରାମତି ଆରମ୍ଭ ହୋଇଥିବା ବେଳେ ପୁଣି ଆଉ ଗୋଟିଏ ସ୍ଥାନରେ ଭୁଶୁଡ଼ି ପଡ଼ିଛି। ଆହୁରି ଅନେକ…
ଜଳିଗଲା ଘର
ଦିଗପହଣ୍ଡି,୨୦ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ପୋଡ଼ାମାରୀ ରାସ୍ତାରେ ଥିବା ସୀମାଞ୍ଚଳ ଗୌଡ଼ଙ୍କ ଘରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍ ଶଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଣାପଡ଼ିଛି। ତେବେ ଏହି ଅଘଟଣ ସମୟରେ ଘରର…
ମା’ ହେଲେ ଦିଶା
ଟିଭି ଦୁନିଆର ପ୍ରିୟ ଯୋଡି ଦିଶା ପରମାର ଏବଂ ରାହୁଲ ବୈଦ୍ୟ ମାତାପିତା ହୋଇଛନ୍ତି। ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରି ଲେଖିଛନ୍ତି-…
ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ କଲେ ସମବାୟ ମନ୍ତ୍ରୀ
ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତରେ ଥିବା ବେଳେ ମଙ୍ଗଳବାର ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା…
ମହିଳା ସଂରକ୍ଷଣ ବିଲ୍ ଆଜିଠାରୁ ଲାଗୁ ହେବା ଉଚିତ୍: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୦।୯: ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପରେ ବୁଧବାର ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଂଶଗ୍ରହଣ କରିଥିଲେ। ରାହୁଲ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଲ ତୁରନ୍ତ କାର୍ଯ୍ୟକାରୀ ହେବା ଉଚିତ୍। ମୁଁ ଏହି…
ଦୁଇ ମହିଳା ମାଓବାଦୀ ନିହତ
ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତେଓ୍ବାଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସୂଚନାନୁଯାୟୀ, ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ ଥିବା ସୂଚନା…
Archives


