Home Left

‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି…

ଭିକ ମାଗୁଛନ୍ତି ଭଉଣୀ,ଭାଇ

ହାଟଡ଼ିହୀ,୩୦।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ଅଞ୍ଚଳରେ ସାବତ ମା’ଙ୍କ ନିର୍ଯାତନା ଶିକାର ହୋଇ ୨ ନିଷ୍କାପ ଭଉଣୀ ଭାଇ ଭିଗ ମାଗୁଥିବା ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି। ଶିଶୁଙ୍କ ଯନ୍ତ୍ର ଓ…

ଷ୍ଟେଶନକୁ ହଠାତ ପଶି ଆସିଲା ହାତୀ, ଜୀବନ ଭୟରେ ଦୌଡିଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡ଼ିଓ…

ହାଇଦ୍ରାବାଦ,୩୦।୧୦ : ଆନ୍ଧ୍ରପ୍ରଦେଶର ପାର୍ବତୀପୁରାମରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ହାତୀ ରେଳ ଷ୍ଟେଶନରେ ବୁଲୁଥିବାର ନଜର ଆସିଛି। ପାର୍ବତୀପୁରମ ରେଳ ଷ୍ଟେଶନର ପ୍ଲାଟଫର୍ମରେ ହାତୀ ବୁଲୁଥିବାର ଦେଖାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ…

କବାଟ କାଚ ଭାଙ୍ଗି ରେଷ୍ଟୁରାଣ୍ଟରେ ପଶିଗଲା ହରିଣ, ଡରି କି ଦୌଡ଼ିଲେ ଲୋକେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ହରିଣ ଏକ ରେଷ୍ଟୁରାଣ୍ଟର କବାଟ କାଚ ଭାଙ୍ଗି ଭିତରକୁ…

ବଢୁଛି ଶବ୍ଦ ପ୍ରଦୂଷଣ, ଲଗାମ ଢିଲା

ନୟାଗଡ଼, ୩୦ା୧୦ (ଲୋକନାଥ ମିଶ୍ର): ଲଗାମ ନ ଥିବାରୁ ଶବ୍ଦ ପ୍ରଦୂଷଣ ନେଇ ରହିଥିବା କଟକଣା ନୟାଗଡ଼ ଜିଲା ସଦର ମହକୁମା ସମେତ ନୟାଗଡ଼ ପୋଲିସ ଜିଲାରେ ବାଟବଣା ହୋଇଛି । ଶବ୍ଦର କ୍ଷିପ୍ରତା ମାପିବା ପାଇଁ ଯେଉଁ ଯନ୍ତ୍ରର ଆବଶ୍ୟକ…

କ୍ୱାର୍ଟର୍ସ ଦୁଆର ମାଡୁନାହାନ୍ତି ବନରକ୍ଷୀ

ନୂଆଗାଁ,୩୦।୧୦ (ଧନେଶ୍ୱର ସାହୁ): ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ରହିଛି। ନିଜ କାର୍ଯ୍ୟକ୍ଷେତ୍ର ନିକଟରେ ସରକାରୀ କର୍ମଚାରୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କେତେଜଣ କର୍ମଚାରୀ ଏହାର ଫାଇଦା ନେବା ବଦଳରେ ସେହି…

ପଟ୍ଟାମୁଣ୍ଡାଇ ବୋହୂଙ୍କୁ ମିଳିଲା ନର୍ମାନ ଇ ବୋର୍ଲାଗ ପୁରସ୍କାର

ପଟ୍ଟାମୁଣ୍ଡାଇ,୩୦ା୧୦(ଅକ୍ଷୟ ବିଶ୍ୱାଳ): ଓଡ଼ିଶାର ଯୁବ ବୌଜ୍ଞାନିକ ତଥା ପଟ୍ଟାମୁଣ୍ଡାଇର ବୋହୂ ଡ. ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନର୍ମାନ ଇ ବୋର୍ଲାଗ ପୁରସ୍କାର। ଡ. ସ୍ବାତୀ ପଟ୍ଟମୁଣ୍ଡାଇ ବ୍ଲକ ନସିପୁର ପଞ୍ଚାୟତ ଅନ୍ତର୍ଗତ ବଡମୂଳବସନ୍ତ ଗ୍ରାମର ପ୍ରିୟଦର୍ଶୀ ବଳଙ୍କ ସ୍ତ୍ରୀ ତଥା…

ପେଟ ପାଇଁ ଜରି, ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛନ୍ତି ଶିଶୁ

ଯାଜପୁରରୋଡ୍‌,୩୦ା୧୦(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳିତ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେ ସବୁ ଯୋଜନା କେତେକ ସ୍ଥାନରେ କେବଳ କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଯାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ…

ପ୍ରଣତିଙ୍କୁ ୨୩ ଲକ୍ଷ ଟଙ୍କା ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୦(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତିଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ପ୍ରଣତିଙ୍କୁ ୨୩…

ଶ୍ରୀଲଙ୍କା ପାଇଁ ସହଜ ହେବନି ଆଫଗାନ ଚ୍ୟାଲେଞ୍ଜ

ପୁଣେ,୩୦ା୧୦(ପି.ଟି.): ବିଶ୍ୱକପ୍‌ର ୧୯୯୬ ସଂସ୍କରଣ ଚାମ୍ପିୟନ ଶ୍ରୀଲଙ୍କା ଓ ଅଣ୍ଡର ଡଗ୍‌ ଆଫଗାନିସ୍ତାନ ସୋମବାର ପୁଣେରେ ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ପୁଣେରେ ଯେ କୌଣସି ଗୋଟିଏ ଦଳର ଆଗକୁ…

ଶୀର୍ଷକୁ ଫେରିଲା ଭାରତ

ଲକ୍ଷ୍ନୌ, ୩୦।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନରେ ହରାଇ ଅପରାଜେୟ ରହିଛି।…

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ବ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ

ଭୁବନେଶ୍ୱର,୩୦।୧୦: କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri