Home Left

ସୁନ୍ଦରୀ ଯୁବତୀଙ୍କୁ ଘାରିଲା ବିଲେଇ ହେବାର ନିଶା: ତା’ପରେ କଲେ ଏମିତି କାମ

ସୋସିଆଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ବିଲେଇ ରୂପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଆଇଡିନ ମୋଡଙ୍କ ନାମରେ ଆକାଉଣ୍ଟରେ ଯୁବତୀଙ୍କ ଅନେକ ଫଟୋ ଶେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ…

ପୋଲିସକୁ ଟ୍ୟାଗ୍‌ କରି ଯୁବତୀ ଲେଖିଲେ ଏମିତି, ଉତ୍ତର ଯାହା ଆସିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସ ବହୁତ ଆକ୍ଟିଭ୍‌। ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଅଭିଯୋଗର ସମାଧାନ କରୁଥିବା ବେଳେ ମିମ୍ସ, ଭିଡିଓ ଏବଂ ଫିଲ୍ମ ଡାଏଲଗ୍‌ ଶେୟାର କରି ଲୋକଙ୍କୁ ସଚେତନ କରାଇଥାଏ। କିନ୍ତୁ ଅନେକଥର ସୋସିଆଲ ମିଡିଆରେ ପୋଲିସକୁ ଏପରି…

ହାର୍ଟଆଟାକ୍‌ରେ ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ

ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ହାର୍ଟଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି…

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ମରାମତି ହେଲା ପାଇପ୍‌

କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି କେନ୍ଦୁଝର ସହର ଧର୍ମଶାଳା ରାସ୍ତାରେ ପିଇବା ପାଣି ପାଇପ୍‌ ଫାଟି ରାସ୍ତାରେ ସୁଅ ଛୁଟୁଥିଲା। ଏହା ଦ୍ୱାରା ପାଣି ସଂକ୍ରମଣ ଆଶଙ୍କା ଥିବା ବେଳେ ପାଣି ନଷ୍ଟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ…

ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଗିରଫ କରିବାକୁ ଚାହୁଁଛି ଭାଜପା: ମମତା

କୋଲକାତା,୧।୧୧: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ସମନକୁ ନେଇ ପଶ୍ଚିମବଙ୍ଗର ଖୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଭାଜପା…

ଏହି ମନ୍ଦିରରେ ବାଜେ ନାହିଁ ଶଙ୍ଖ, ଜାଣନ୍ତୁ ଏହା ପଛରେ ରହିଛି ଏକ ବଡ଼ ରହସ୍ୟ

ମନ୍ଦିର ନାଁ ଶୁଣିବା ମାତ୍ରେ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ମନକୁ ଆସେ। କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ। ଏମିତି ଏକ ଧାମ ହେଉଛି ବଦ୍ରିନାଥ। ଏହି ମନ୍ଦିରରେ ଆରତି ହୁଏ…

ଚଢାଙ୍କ ଭବିଷ୍ୟବାଣୀ: ଖୁବ୍‌ଶୀଘ୍ର ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିବାକୁ ଯାଉଛି ଭାଜପା ଏଜେନ୍ସି

ନୂଆଦିଲ୍ଲୀ,୧।୧୧: ଅବକାରୀ ନୀତି ପ୍ରସଙ୍ଗରେ ନଭେମ୍ବର ୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛି। ପାର୍ଟି ଏମ୍‌ପି ରାଘବ ଚଢା ବୁଧବାର କହିଛନ୍ତି, ଯଦି ଇଣ୍ଡିଆ(ବିରୋଧୀ ଆଲାଇନ୍ସ)ର…

ଅନୁଷ୍କାଙ୍କ ହାତ ଧରିବେ ପ୍ରଭାସ ! ବିବାହ ଲାଗି ପରିବାର ଦେଲା ଗ୍ରୀନ୍‌ ସିଗ୍‌ନାଲ…

ହାଇଦ୍ରାବାଦ: ପୁଣି ଅନୁଷ୍କା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚାରେ ବାହୁବଲୀ ଷ୍ଟାର ପ୍ରଭାସ। ଏକାଧିକ ଥର ଡେଟିଂ ଖବରକୁ ଦୁହେଁ ଖଣ୍ଡନ କରିଆସୁଛନ୍ତି। ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି। କହିବାକୁ ଗଲେ ଅନୁଷ୍କାଙ୍କ ସହ ତାଙ୍କ…

ବ୍ୟାଟରେ ବାଜିଛି କି ବଲ ? ବାବର-ରିଜଓ୍ବାନଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ…

କୋଲକାତା,୧।୧୧ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚ କୋଲକାତାରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଧିନାୟକ ବାବର ଆଜମଙ୍କ ଦଳ ଏହାର ହାରିବା ଧାରାକୁ ଭାଙ୍ଗି ସାତ ୱିକେଟରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ମ୍ୟାଚ…

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi

ଭୁବନେଶ୍ୱର,୧।୧୧: ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍କୁଲ୍ ରୂପାନ୍ତରୀକରଣ ପରେ ଏବେ ସମସ୍ତ କଲେଜକୁ ନୂଆରୂପ ଦିଆଯାଉଛି। ଏହାରି ମଧ୍ୟରେ ଓଡ଼ିଶାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ…

ଆକାଉଣ୍ଟରେ ଟଙ୍କା ନ ଥିଲେ ବି କରିପାରିବେ ୟୁପିଆଇ ପେମେଣ୍ଟ: ଜାଣନ୍ତୁ କେମିତି

ସମୟ ବଦଳିବା ସହିତ ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଏଣିକି ଆକାଉଣ୍ଟରେ ଟଙ୍କା ନ ଥିଲେ ବି…

ଲାଇଭ୍‌ ଶୋ’ରେ ପିସିବି ଅଧ୍ୟକ୍ଷଙ୍କ ଉପରେ ରାଗିଗଲେ ଶାହିଦ ଆଫ୍ରିଦି, କହିଦେଲେ ଏମିତି କଥା…

ଇସଲାମାବାଦ, ୧।୧୧: ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ସମାଲୋଚନାର ଶିକାର ହେଉଛି ପାକିସ୍ତାନ କ୍ରିକେଟ ଟିମ୍‌। ଏଭଳି ସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜାକା ଅଶରଫ ଅଧିନାୟକ ବାବର ଆଜମଙ୍କ ସହ ହ୍ବାଟ୍ସଆପ୍‌ ଚାଟ୍‌କୁ ଭାଇରାଲ କରିଥିଲେ। ଏହାପରେ ପାକିସ୍ତାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri