Home Left

ଏମିତି ଏ ପକ୍ଷୀ, ଯିଏ କ୍ଷଣକରେ ହାତୀକୁ ନିଏ ଉଠାଇ

ଏକ ସମୟ ଥିଲା ଯେତେବେଳେ ଏହି ପୃଥିବୀ ଅନେକ ପ୍ରାଣୀରେ ପରିପୂର୍ଣ୍ଣ ଥିଲା। ଡାଇନୋସର୍‌ଠାରୁ ଆରମ୍ଭ କରି ମାମୋଥ, ଉଡ଼ୁଥିବା ପକ୍ଷୀ ପର୍ଯ୍ୟନ୍ତ, ଏହି ସମସ୍ତ ଜୀବ ବହୁତ ବଡ଼ ଥିଲେ। କେତେକ ବିଶେଷଜ୍ଞ କହିଛନ୍ତି, ସେହି ସମୟ ମଧ୍ୟରେ ଅମ୍ଳଜାନର…

ଖାସ୍‌ ଅନ୍ଦାଜ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ୍‌

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫାଇଟର୍‌’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଏସବୁ ମଧ୍ୟରେ ଅଭିନେତା ଆଜି ତାଙ୍କ ଲେଡି ଲଭ୍‌ ସବା ଆଜାଦଙ୍କ ଜନ୍ମଦିନ…

ଅଷ୍ଟ୍ରେଲିଆକୁ ବଡ଼ ଝଟକା, ମୁଣ୍ଡରେ ଆଘାତ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଗ୍ଲେନ ମାକ୍ସୱେଲ

ଅହମଦାବାଦ,୧/୧୧: ଚଳିତ ବିଶ୍ୱକପ ଦିନିକିଆ ବିଶ୍ୱକପରେ ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆଗରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା। କ୍ରିକେଟ ଅଷ୍ଟ୍ରେଲିଆ ରିପୋର୍ଟ ଅନୁଯାୟୀ ଗଲ୍ଫ ଖେଳୁଥିବା ସମୟରେ ମାକ୍ସୱେଲ ପଛୁଆ ଗଳି ପଡ଼ିଥିଲେ, ଯେଉଁ ସମୟରେ ତାଙ୍କ ମୁଣ୍ଡରେ…

୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର ନେଇଥିଲେହେଁ…

୧୩ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,(ଦିଲ୍ଲୀପ ସାମଲ )୧।୧୧: ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ପୋଲିସ ଜିଲାର ଜଗନ୍ନାଥପ୍ରସାଦ,…

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ

ଭୁବନେଶ୍ବର,୧।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ…

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…

ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଜେଟ୍‌ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ ସାମିଲ…

ଦାୟିତ୍ୱ ଗ୍ରହଣ ପରେ ଜଗା ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ,୧।୧୧: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଛନ୍ତି ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ସପରିବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର…

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି। ସେ…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି,୧।୧୧: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ବୁଧବାର କଳାହାଣ୍ଡି ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଣିକି ଏହା ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ନାମରେ ଜଣାଯିବ। ଏହା ବ୍ୟତୀତ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ…

ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟକା। ବୁଧବାର ଦିନ ୧୨.୨୨ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର ଡୋଡାରୁ ୫ କିଲୋମିଟର ଗଭୀରରେ…

ଷ୍ଟେଶନରେ ଭୂତ ଆତଙ୍କ, ୪୨ବର୍ଷ ହେଲା ଅଟକୁନି ଟ୍ରେନ

କୋଲକତା, ୧।୧୧: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ କୌତୁହଳ ଲାଗେ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଭାରତରେ ଥିବା ବିଭିନ୍ନ ଭୂତିଆ ସ୍ଥଳ ବିଷୟରେ ଆପଣ ନିଶ୍ଚେ ଜାଣିଥିବେ। ସେଥିମଧ୍ୟରୁ ଆପଣଙ୍କୁ ଆମେ ଏପରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri