Home Left

ଧୋନୀ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ନିଜେ କଲେ ଖୁଲାସା

ବାଙ୍ଗାଲୁରୁ,୨୮।୧୦: ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ନିଷ୍ପତ୍ତି ନେଇ ପ୍ରଶଂସକଙ୍କୁ ଚମକାଇଥିଲେ। ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା। ଏହାପରେ ସେ ସନ୍ନ୍ୟାସ ନେବାର ସମୟ ଆସିଯାଇଥିବା ଅନୁଭବ କରିଥିଲେ।…

୪୪ କୋଟି ଗ୍ରାହକଙ୍କୁ ଲାଭ: ପୁରା ୧ ବର୍ଷ ପାଇଁ ‘ଡିଜନୀ+ ହଟ୍‌ଷ୍ଟାର’ ମାଗଣା, ଅନ୍‌ଲିମିଟେଡ୍‌ ୫ଜି ବି…

ନୂଆଦିଲ୍ଲୀ,୨୮।୧୦: ଜିଓ ନିକଟରେ ୪୪ କୋଟି ବ୍ୟବହାରକାରୀଙ୍କ ବଡ଼ ୟୁଜରବେସ୍‌ ଅଛି। ଏହାଛଡ଼ା କମ୍ପାନୀ ନିକଟରେ ଗ୍ରାହକଙ୍କ ଲାଗି ଅନେକ ମନୋରଞ୍ଜନ ସମ୍ବନ୍ଧୀତ ପ୍ଲାନ୍‌ ରହିଛି। ଆଜି ଆମେ ଆପଣଙ୍କୁ ମାଗଣା ଡିଜନୀ+ ହଟ୍‌ଷ୍ଟାର ସବ୍‌ସ୍କ୍ରିପ୍‌ଶନ ଯୁକ୍ତ ପ୍ଲାନ ବିଷୟରେ କହିବୁ।…

ନ୍ୟୁଜିଲ୍ୟାଣ୍ଡ ଆଗରେ ୩୮୯ର ବିଶାଳ ଟାର୍ଗେଟ୍‌

ଧର୍ମଶାଳା,୨୮।୧୦: ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ଜାରି ରହିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୮୮ ରନ ସଂଗ୍ରହ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ପାଇଁ ୩୮୯ ରନର ବିଜୟ ଲକ୍ଷ୍ୟ ରହିଛି। ଏହି…

ଗାଜାକୁ ନେଇ ଜାତିସଂଘରେ ମତଦାନରୁ ଦୂରରେ ରହିଲା ଭାରତ, ପ୍ରିୟଙ୍କା କହିଲେ-‘ଲଜ୍ଜାଜନକ’ 

ନୂଆଦିଲ୍ଲୀ,୨୮।୧୦: ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ସମର୍ଥନ କରିବା ପରେ ଶୁକ୍ରବାର ଏହା ବହୁମତରେ ପାରିତ ହୋଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରରେ ରହିଥିଲା। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି…

ବାରମ୍ବାର ଶିଶୁ କାନ୍ଦିବା ପଛରେ ରହିଛି ଏସବୁ କାରଣ, ମାତାପିତା ରୁହନ୍ତୁ ସାବଧାନ

ପିଲାମାନେ କାନ୍ଦିବା ଏକ ସାଧାରଣ କଥା। ସେମାନେ ସେମାନଙ୍କର ମାତାପିତାଙ୍କୁ ଡାକିବା ପାଇଁ କାନ୍ଦନ୍ତି, କିନ୍ତୁ ଯଦି ଆପଣଙ୍କର ପିଲା ଦୀର୍ଘ ସମୟ ଧରି କ୍ରମାଗତ ଭାବରେ କାନ୍ଦନ୍ତି, ତେବେ ଆପଣ ତାଙ୍କ ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ କରନ୍ତି। କାରଣ ପିଲାମାନଙ୍କର…

୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

ସୋନପୁର,୨୮ା୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କୁ ଜଣେ ଭକ୍ତ ଏହି ରୁପା ଅଳଙ୍କାର ଦେଇଛନ୍ତି। ଅଳଙ୍କାର ମଧ୍ୟରେ ପରଭା, ଛତ୍ର, ପଦ୍ମ ପାଦ…

ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ ଟିକଟ ପାଇଥିବା ଅଜୟଙ୍କୁ ବଲାଙ୍ଗୀର ଜିଲାପାଳଙ୍କ ଶୁଭେଚ୍ଛା

ବଲାଙ୍ଗୀର,୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଜାତୀୟ ସ୍ତରର ମର୍ଯ୍ୟଦାଜନକ କଣ୍ଠସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍‌ ଆଇଡଲ ସିଜନ୍‌ ୧୪ର ଅଡିଶନ୍‌ ରାଉଣ୍ଡରେ ବଲାଙ୍ଗୀରର ଉଦୟୀମାନ ଯୁବ କଣ୍ଠଶିଳ୍ପୀ ଏବଂ ସଙ୍ଗୀତଜ୍ଞ ଅଜୟ ଅମର ସିଂଦେଓ ଗୋଲଡେନ୍‌ ଟିକଟ ପାଇଛନ୍ତି। ସୋନି ଟିଭି ପ୍ରାୟୋଜିତ ଲୋକପ୍ରିୟ…

କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ସଚିନ ପାଇଲଟଙ୍କ ସମର୍ଥକ

ଜୟପୁର,୨୮।୧୦: ରାଜସ୍ଥାନରେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଜୟପୁରର ପୂର୍ବତନ ମେୟର ଜ୍ୟୋତି ଖଣ୍ଡେଲଓ୍ବାଲ ଭାଜପାରେ ସାମିଲ ହୋଇଛନ୍ତି। ଦଳ ପକ୍ଷରୁ ଟିକେଟ ନ ମିଳିବାକୁ ନେଇ ଜ୍ୟୋତି ଅସନ୍ତୁଷ୍ଟ ରହିଥିଲେ। ଏହାକୁ ନେଇ ସେ ଭାଜପାରେ ସାମିଲ ହୋଇଥିବା…

ଖବର କାଗଜରେ ବିବାହ ବିଜ୍ଞାପନ ଦେଖି ଚମକି ପଡିଲେ ପାଠକ

ସୋସିଆଲ ମିଡିଆ ଯୁଗରେ, ଯେଉଁଠାରେ ବିଜୁଳି ବେଗରେ ଟ୍ରେଣ୍ଡ ଏବଂ ଚ୍ୟାଲେଞ୍ଜ ବଢୁଛି, ୟୁଜର୍ସ ଲଗାତାର ଭାବେ ୟୁଜର୍ସ ବଢାଇବାରେ ଲାଗିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଏହି ପ୍ରସଙ୍ଗରେ ଜୀବନ ସାଥୀ ଖୋଜିବା ମଧ୍ୟ ଏକ ଟୁଇଷ୍ଟ ନେଇଛି।…

ରାସ୍ତା, ନେଟୱର୍କ ସମସ୍ୟା ପର୍ଯ୍ୟଟକଙ୍କୁ କରୁଛି ନିରାଶ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ପ୍ରାକୃତିକ ଶୋଭାର ଗନ୍ତାଘର କଳାହାଣ୍ଡି। ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ, ଜଳ ପ୍ରପାତ ରହିଛି। ସେଥିମଧ୍ୟରୁ ରାବଣଧର ଜଳପ୍ରପାତ ଅନ୍ୟତମ। ଭବାନୀପାଟଣା ମୁଖ୍ୟାଳୟରୁ ୧୧ କି.ମି. ଦୂର ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତରେ ରହିଛି ରାବଣଦର ଜଳପ୍ରପାତ। ବର୍ଷା…

ପିଆଜ ଦର ବୃଦ୍ଧିକୁ ନେଇ ବଡ ପଦକ୍ଷେପ ନେଲେ ମୋଦି ସରକାର

ନୂଆଦିଲ୍ଲୀ,୨୮।୧୦: ପାର୍ବଣ ଋତୁରେ ପିଆଜର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଦୀପାବଳି ଠିକ୍‌ ପୂର୍ବରୁ ପିଆଜ ଦର ୫୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପିଟିଆଇ ଖବର ଅନୁଯାୟୀ ଖୁଚୁରା ବଜାରରେ ପିଆଜର ମୂଲ୍ୟ ୪୭…

ବାଇକ୍‌ ସହ ୩ ଚୋରଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

ପୁରୁଷୋତ୍ତମପୁର,୨୮।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଟ୍ରକ, ବସ୍‌ଗୁଡିକରୁ ଡିଜେଲ ଚୋରି କରୁଥିବା ୩ ଜଣିଆ ଚୋର ଗ୍ୟାଙ୍ଗକୁ ଧରି ଲୋକେ ପୋଲିସରେ ଜିମା ଦେଇଛନ୍ତି। ଏହାସହ ସେମାନେ ଆଣିଥିବା ଏକ ବ୍ୟାରେଲ, ପଲସର ବାଇକ୍‌(ନଂ.ଓଡି୦୭ଏଜେ-୭୦୨୯)କୁ ଲୋକେ ଜବତ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri