ଦିଲ୍ଲୀରେ ବଢୁଛି ପ୍ରଦୂଷଣ: ଦଶମ, ଦ୍ୱାଦଶକୁ ଛାଡି ସବୁ କ୍ଲାସ୍ ହେବ ଅନଲାଇନ୍ରେ ପଢା
ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଦଶମ ଏବଂ ଦ୍ୱାଦଶ ବ୍ୟତୀତ ସମସ୍ତ ଶ୍ରେଣୀକୁ ଅନଲାଇନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସପ୍ତାହ ଅର୍ଥାତ୍ ୧୦ ନଭେମ୍ବର ପର୍ଯ୍ୟନ୍ତ ଏବେ ଦିଲ୍ଲୀରେ କେବଳ…
ବର୍ଷକର ହେଲେ ରାହା
ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ହେଉଛନ୍ତି ବଲିଉଡର ମୋଷ୍ଟ ଲଭ୍ଡ କପଲ। ସୋମାବର ଏହି ଦମ୍ପତିଙ୍କ ପାଇଁ ଏକ ବିଶେଷ ଦିନ। କଥାହେଲା ଆଲିଆ ଏବଂ ରଣବୀର କପୁରଙ୍କ ରାଜକୁମାରୀ ରାହାଙ୍କୁ ଆଜି ଏକ ବର୍ଷ ବୟସ ହୋଇଛି।…
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସରପଞ୍ଚଙ୍କ ବର୍ଜନ
ଦାରିଙ୍ଗବାଡି,୬।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ସୋମବାର ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ବର୍ଜନ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୨୫ ପଞ୍ଚାୟତ ପାଇଁ ରାଜ୍ୟ ସରକାର…
ଦିପାବଳୀ ପାଳନ କରନ୍ତି ନାହିଁ ପ୍ରିୟଙ୍କା
ମୁମ୍ବାଇ: ଗ୍ଲୋବାଲ ଆକ୍ଟ୍ରେସ୍ ପ୍ରିୟଙ୍କା ଚୋପ୍ରା ଜୋନାସ ତାଙ୍କ ପିତା ଅଶୋକ ଚୋପ୍ରାଙ୍କ ସହ ଏକ ସ୍ବତନ୍ତ୍ର ବଣ୍ଡିଂ ଶେୟାର କରିଛନ୍ତି। ଯେତେବେଳେ ସେ ୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ…
ଯାନ୍ତ୍ରୀକ ତ୍ରୁଟି ହେତୁ ଫେରିଲା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର
ଅମରାବତୀ,୬।୧୧: ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାନ୍ତ୍ରୀକ ତ୍ରୁଟି ଯୋଗୁ ତେଲଙ୍ଗାନାର ସେହି ସ୍ଥାନକୁ ଫେରି ଆସିଛି, ଯେଉଁଠାରୁ ଏହା ଉଡାଣ ଆରମ୍ଭ କରିଥିଲା। ଏଥିରେ ନିର୍ବାଚନ ପ୍ରଚାର ପାଇଁ କେସିଆର ଦେବାକାଦରା ଯାଉଥିଲେ।…
ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା ମାମଲା: ଧରାପଡ଼ିଲେ ଅଭିଯୁକ୍ତ
ବେଙ୍ଗାଲୁରୁ,୬।୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଖଣି ଓ ଭୂତତ୍ତ୍ୱ ବିଭାଗର ୩୭ ବର୍ଷିୟା ଉପନିର୍ଦ୍ଦେଶିକା ପ୍ରତିଭାଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ଛୁରି ଭୁସି ହତ୍ୟା କରିଥିଲେ। ବେଙ୍ଗାଲୁରୁ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ…
ରଶ୍ମିକାଙ୍କ ଫଟୋ ଭାଇରାଲ ପରେ ଆଇନଗତ ଆକ୍ସନ ନେବାକୁ କହିଲେ ଅମିତାଭ
ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଲିକ୍ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କେବଳ ଏତିକି ନୁହେଁ, ମହାନ ନାୟକ ଅମିତାଭ ବଚ୍ଚନ…
ଖାଅ, ପିଅ, ମଜା କର, ବିବାହ କର ନାହିଁ ଏମିତି ଲେଖାଥିଲା କେକ୍ରେ, ପ୍ରକୃତ କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆପଣ ନିଶ୍ଚିତ ଭାବରେ ଲୋକମାନଙ୍କୁ ବିବାହ ଏବଂ ଜନ୍ମଦିନ ଭୋଜି କରୁଥିବା ଦେଖିଥିବେ। ଏପରି କିଛି ବନ୍ଧୁ ଅଛନ୍ତି, ଯେଉଁମାନେ ଯାହା ହେଉନା କାହିଁକି, କୌଣସି ପାର୍ଟିକୁ କେବେ ବି ମିସ୍ କରନ୍ତି ନାହିଁ। ଏହିପରି ଜଣେ ଯୁବତୀ ତାଙ୍କ ବାନ୍ଧବୀଙ୍କ…
ଭାରତର ସବୁଠୁ ଧନୀ କ୍ରିକେଟର୍: ଟପ୍ ୨ ନାହାନ୍ତି ବିରାଟ କୋହଲି
ନୂଆଦିଲ୍ଲୀ,୬।୧୧: ଭାରତରେ କ୍ରିକେଟ ଏକ ଖେଳ ନୁହେଁ ବରଂ ଏକ ଧର୍ମ। ଲୋକମାନେ କ୍ରିକେଟରଙ୍କୁ ପୂଜା କରନ୍ତି। ଅନ୍ତର୍ଜାତୀୟ ମ୍ୟାଚ ବ୍ୟତୀତ ଭାରତୀୟ କ୍ରିକେଟରମାନେ ମଧ୍ୟ ଆଇପିଏଲ ଖେଳନ୍ତି। ଲୋକପ୍ରିୟତା ହେତୁ ସେମାନଙ୍କୁ ଅନେକ ବିଜ୍ଞାପନ ମିଳିଥାଏ। ସେମାନେ କେବଳ ଦେଶରେ…
ପ୍ରଶଂସକଙ୍କ ଦାବି, ବୋଲିଂ କରନ୍ତୁ ବିରାଟ
କୋଲକାତା,୬।୧୧: ଯେତେବେଳେ ବିରାଟ କୋହଲି ପଡ଼ିଆକୁ (ଇଡେନ ଗାର୍ଡେନ୍ସ) ଆସନ୍ତି, ପ୍ରଶଂସକମାନେ ଉତ୍ସାହର ସହ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ‘କିଙ୍ଗ’ଙ୍କ ଆକ୍ସନ ଦେଖିବାକୁ ଅପେକ୍ଷା ରଖିଥାଆନ୍ତି। ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ପୁଣି ଥରେ IND ଏବଂ RSA ମଧ୍ୟରେ…
କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ
ଗୋଲାମୁଣ୍ଡା,୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ୩ଟି ଗ୍ରାମପଞ୍ଚାୟତରେ ଶନିବାର ରାତିରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଏଥିଯୋଗୁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ସହିତ…
କମୁନି ଦାଦନ ଶ୍ରମିକ ଚାଲାଣ
କଣ୍ଟାବାଞ୍ଜି/ଖପ୍ରାଖୋଲ,୬ା୧୧ (ଗୁରୁଦୟାଲ ହଂସ/ଅଭୟ ତ୍ରିପାଠୀ): ସମସ୍ତ ପ୍ରକାର କର୍ମାଭିମୁଖୀ ଯୋଜନା ଓ ସଚେତନତା ସତ୍ତ୍ୱେ ବଲାଙ୍ଗୀର ଜିଲାରୁ ଦାଦାନ ଶ୍ରମିକ ଚାଲାଣ ଚାଲୁ ରହିଛି। ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଓ ଖପ୍ରାଖୋଲ ଥାନା ଅଞ୍ଚଳରେ ପୋଲିସ ବାହାର ରାଜ୍ୟକୁ ଚାଲାଣ…
Archives


