ଫ୍ଲିପ୍କାର୍ଟ ଅଫିସରେ ପଶି ଦୁର୍ବୃତ୍ତମାନେ ବନ୍ଧୁକମୁନରେ ଲୁଟିନେଲେ ଟଙ୍କା ବାକ୍ସ
କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର ସ୍ଥିତ ଫ୍ଲିପ୍କ୍ଲାର୍ଟ ଅଫିସରେ ଘଟିଛି। ସୋମବାର ଏହି ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ…
ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ପଦରୁ ହଟାଇଲେ ପ୍ରଧାନମନ୍ତ୍ରୀ ସୁନକ
ଇଂଲଣ୍ଡ,୧୩।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ବରଖାସ୍ତ କରିଛନ୍ତି। ଯିଏକି ପୋଲିସ ଉପରେ ପାଲେଷ୍ଟାଇନ ସମର୍ଥକ ବିରୋଧକାରୀଙ୍କ ପ୍ରତି ଅତ୍ୟଧିକ ବିନମ୍ର ହେବାର ଅଭିଯୋଗ କରିଥିଲେ। ସରକାର କହିଛନ୍ତି ଯେ, କ୍ୟାବିନେଟ ପୁନଃ ଗଠନ ଅଧୀନରେ ବ୍ରାଭରମ୍ୟାନ୍…
ହାଇଦ୍ରାବାଦର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି
ହାଇଦ୍ରାବାଦ,୧୩।୧୧: ତେଲଙ୍ଗାନା ହାଇଦ୍ରାବାଦର ନାମ୍ପାଲି ଅଞ୍ଚଳରେ ଥିବା ଏକ ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ୱାସରୁଦ୍ଧ ହୋଇ ଏଭଳି ଘଟିଥିବା…
ଦୁନିଆର ସବୁଠୁ କଷ୍ଟ ଡ୍ୟାନ୍ସ, ଭିଡିଓ ଦେଖିଲେ ଘୂରିଯିବ ମୁଣ୍ଡ
ମଣିଷ ଏବଂ ମେଶିନ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ତାହା ହେଲା ମଣିଷ କିଛି ଭୁଲିଯାଇପାରେ କିନ୍ତୁ ଯଦି ମେଶିନର ପ୍ରୋଗ୍ରାମିଂ ସେଟ୍ ହୋଇଥାଏ ଯାହା ଭୁଲ୍ ହୁଏନାହିଁ। କିଛି ବୈଷୟିକ ତ୍ରୁଟି ନ ହେବା ପର୍ଯ୍ୟନ୍ତ ଏଥିରେ ଭୁଲ୍…
ସଲମାନ ଖାନଙ୍କ ଫିଲ୍ମ ଦେଖି ହଲ୍ ଭିତରେ ବାଣ ଫୁଟାଇଲେ ପ୍ରଶଂସକ, ହେଲା କାର୍ଯ୍ୟାନୁଷ୍ଠାନ ଦାବି
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ ରବିବାର ରିଲିଜ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା…
ଗରା, ମାଠିଆ ରଖି ରାସ୍ତା ଅବରୋଧ: ହଟହଟା ହେଲେ ଯାତ୍ରୀ
ଆର୍ ଉଉଦୟଗିରି,୧୩।୧୧(ମନୋଜ କୁମାର ପାଢୀ) ଗଜପତି ଜିଲା ଆର୍ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ…
ଟ୍ରକ୍ ଦୁର୍ଘଟଣାରେ ୨ ବୀମା କମ୍ପାନୀ କର୍ମଚାରୀଙ୍କ ଜୀବନ ଗଲା
ଅତାବିରା,୧୩ା୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଚାପାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସମ୍ବଲପୁର ସଦର ଥାନା…
ଟନେଲ ଭୁଶୁଡ଼ିବା ଘଟଣା: ଫସିଛନ୍ତି ୫ ଓଡ଼ିଆ
ଭୁବନେଶ୍ୱର,୧୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲଟି ରବିବାର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ ଏବଂ କୁଲଡିହାର…
ପାକିସ୍ତାନର କରାଚିରେ ଆଉ ଜଣେ ଆତଙ୍କବାଦୀକୁ ହତ୍ୟା
ଇସଲାମାବାଦ,୧୩।୧୧: ପାକିସ୍ତାନରେ ଆତଙ୍କବାଦୀ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ କରାଚିରୁ ଏକ ମାମଲା ଆସିଛି, ଯେଉଁଠାରେ ରବିବାର ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…
ଅଙ୍କିତା-ଭିକିଙ୍କ ମଧ୍ୟରେ ଝଗଡା: ବିଗବସ୍ ସିଜିନ ୧୭ ପାଲଟିଲା ଦମ୍ପତିଙ୍କ ପାଇଁ ଯୁଦ୍ଧ କ୍ଷେତ୍ର…
ମୁମ୍ବାଇ : ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ’ଟାଇଗର ୩’ ଅଭିନେତା ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ‘ବିଗ ବସ ୧୭’ ଧୀରେ ଧୀରେ କିଛି ପ୍ରତିଯୋଗୀଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଶୋ’ରେ ଥିବା ଦମ୍ପତିମାନଙ୍କ ମଧ୍ୟରେ…
ଜାଣନ୍ତି କି ମୃତଦେହ ପାଣିରେ ନ ବୁଡ଼ି ଭାସିଥାଏ କାହିଁକି
ଆମ ଜୀବନରେ ଅନେକ କଥା ଅଛି, ଯାହାକୁ ଆମେ ଛୋଟବେଳୁ ଜାଣିଥାଉ। ମାତ୍ର ଏଥିମଧ୍ୟରୁ କିଛି ବିଷୟରେ ଆମେ ଆଦୌ ଜାଣି ନ ଥାଉ। କିଛି ବିଷୟରେ ବି ସାମାନ୍ୟ ଧାରଣା ଥାଏ ମାତ୍ର ସମ୍ପୂର୍ଣ୍ଣ ଜାଣି ନ ଥାଉ। ଯେମିତି…
ଦୀପାବଳିରେ ଗୁଗଲ ଦେଲା ବଡ଼ ଝଟକା, ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ
ନୂଆଦିଲ୍ଲୀ,୧୩।୧୧: ଦୀପାବଳିରେ ଲକ୍ଷ ଲକ୍ଷ ଜିମେଲ ବ୍ୟବହାରକାରୀଙ୍କୁ ଗୁଗଲ ଏକ ବଡ଼ ଝଟକା ଦେଇଛି। ବାସ୍ତବରେ, କମ୍ପାନୀ ଲକ୍ଷ ଲକ୍ଷ ନିଷ୍କ୍ରିୟ ଜିମେଲ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛି, ଏହି ପ୍ରକ୍ରିୟା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ, ଯେଉଁଥିରେ ଦୀର୍ଘ ଦିନ…
Archives


