ଭାରତୀୟ ଲାଇସେନ୍ସରେ ଏସବୁ ଦେଶରେ ଚଳାଇ ହେବ କାର-ବାଇକ
ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଦେଶ ବାହାରେ ଭ୍ରମଣ କରିବାକୁ ଭଲ ପାଆନ୍ତି, କିନ୍ତୁ ଅଧିକାଂଶ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଏକ ପ୍ରକାର ପରିବହନର ସାହାଯ୍ୟ ନେବାକୁ ପଡେ। ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଭାରତୀୟମାନଙ୍କୁ ଡ୍ରାଇଭିଂ…
କାର୍ ଚକାରେ ଚାପି ହୋଇ ଚାଲିଗଲା ଜୀବନ
ପୁରୁଣା ଭୁବନେଶ୍ୱର,୧୨ା୧୧(ସୁବାସ ଚନ୍ଦ୍ର ପଧାନ ): ଦିପାବଳୀରେ ସବୁଠି ଉତ୍ସବ ମୁଖର ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଜୈନିକ ବ୍ୟକ୍ତିଙ୍କ କାର୍ ଚକା ଚଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ…
ହମାସକୁ ଶେଷ କରିବା ପ୍ରତିଜ୍ଞାକୁ ପୁଣି ଦୋହରାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗୋଟିଏ ମାସ ବିତିଗଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଶହ ଶହ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହିତ ଗାଜା ଷ୍ଟ୍ରିପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି…
ସାଇ ମନ୍ଦିର ଛାତରେ ଲାଗିଲା ନିଆଁ
ଚେନ୍ନାଇ,୧୨।୧୧: ରବିବାର ସାରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ମିଲାପୋର ସାଇ ବାବା ମନ୍ଦିର ଛାତରେ ଅଗ୍ନିକାଣ୍ଡ ଘଟିଛି। ତିନୋଟି ଅଗ୍ନିଶମ କେନ୍ଦ୍ରରୁ ୨୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ପୋଲିସ କହିଛି ଯେ ମନ୍ଦିରର ଛାତ…
ଆଇସ୍ଲାଣ୍ଡରେ ଲାଭା ଉଦ୍ଗିରଣ ଆଶଙ୍କା: ସତର୍କ କଲା ପ୍ରଶାସନ
ରେକ୍ଜାଭିକ୍,୧୨ା୧୧: ଆଇସ୍ଲାଣ୍ଡର ଦକ୍ଷିଣପଶ୍ଚିମରେ ଥିବା ରେକ୍ଜାନେସ୍ ଉପଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହେବା ପରେ ଗତ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର କମ୍ପନ ଅନୁଭୂତ ହୋଇଛି। ଫଳରେ ଆଇସ୍ଲାଣ୍ଡରେ ଜରୁରୀ ସ୍ଥିତି (ଏମର୍ଜେନ୍ସି) ଜାରି କରାଯାଇଛି। ଏହା ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣର…
‘ଜନତାଙ୍କ ଶକ୍ତି ଆଗରେ କିଛି କାମ କରିବ ନାହିଁ’, ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ଥାନେ ଜିଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଶିବସେନା (ୟୁବିଟି) ର ଶାଖା ଭାଙ୍ଗିବା ନେଇ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଚେତାବନୀକୁ ‘ଫାଙ୍କା ଧମକ’ ବୋଲି କହିଛନ୍ତି। ଏକ ଦୀପାବଳି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମ୍ବାଦିକମାନଙ୍କ ସହ…
ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର
ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍ରେ ଯାଉଥିବା…
ବିରାଟ ଉଇକେଟ୍ ନେବା ପରେ ଖୁସିରେ ନାଚିଉଠିଲେ ଅନୁଷ୍କା
ବେଙ୍ଗାଲୁରୁ, ୧୨।୧୦: ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ର ଶେଷ ଲିଗ ମ୍ୟାଚରେ ବିରାଟ କୋହଲି ବୋଲିଂ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକଙ୍କ ଚାହିଦା ପୂରଣ କରି ରୋହିତ ଶର୍ମା ବଲ୍କୁ କୋହଲିଙ୍କୁ ଦେଇଛନ୍ତି। ଏହାପୂର୍ବରୁ ଷ୍ଟାଣ୍ଡରେ ବସିଥିବା ପ୍ରଶଂସକମାନେ କୋହଲିଙ୍କୁ ବୋଲିଂ…
୧ ହଜାର ଦୀପ ଜାଳି ଦୀପାବଳି ପାଳନ କଲେ ଛାତ୍ରୀଛାତ୍ର
କୁଆଁରମୁଣ୍ଡା,୧୨।୧୧(ମହେନ୍ଦ୍ର କୁମାର ସାହୁ): ଆଲୋକର ପର୍ବ ଦୀପାବଳି। ସବୁଠି ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ପଦମପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଦିପାବଳୀ। ସ୍କୁଲର ଛାତ୍ରୀଛାତ୍ରମାନେ ୧ ହଜାର ଦୀପ ଜାଳି ଆନନ୍ଦର…
ସେମିଫାଇନାଲ ପୂର୍ବରୁ ଭାରତକୁ ଲାଗିଲା ଝଟକା, ଆହତ ହେଲେ ଏହି ଦ୍ରୁତ ବୋଲର
ବେଙ୍ଗାଲୁରୁ, ୧୨।୧୦: ଦିନିକିଆ ବିଶ୍ୱକପ ୨୦୨୩ର ଶେଷ ଲିଗ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପରେ ଟିମ ଇଣ୍ଡିଆକୁ ୧୫ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଖେଳିବାକୁ ପଡିବ,…
ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କଲେ ସୁନକ, କହିଲେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍
ଲଣ୍ଡନ,୧୨।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି। ଶନିବାର ସୁନକ କହିଛନ୍ତି, ସମସ୍ତ ଅପରାଧିକ ମାମଲା ବିରୋଧରେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ହିଂସାତ୍ମକ ଘଟଣାକୁ ଗ୍ରହଣୀୟ ନୁହେଁ ବୋଲି…
ମନୀଷ ସିସୋଡିଆଙ୍କ ପରିବାରକୁ ଭେଟିବା ପରେ ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। କୋର୍ଟ ଅନୁମତି ଦେବା ପରେ ଶନିବାର ସିସୋଡିଆ ତାଙ୍କ…
Archives


