ଇସ୍ରାଏଲ ବିରୋଧ ଯୁଦ୍ଧରେ ପ୍ରଥମଥର ବୁର୍କାନ ମିଶାଇଲ ବ୍ୟବହାର କରୁଛି ହିଜବୁଲ୍ଲା
ଜେରୁଜେଲମ,୧୩।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ ଏବଂ ଇସ୍ରାଏଲ ସେନା ମଧ୍ୟରେ ବିବାଦ ଲେବାନନ-ଇସ୍ରାଏଲ ସୀମାରେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ହିଜବୁଲ ମୁଖ୍ୟ ହସନ ନସରାଲ୍ଲା ନିଜର ଶେଷ ବୟାନରେ କହିଛନ୍ତି…
ଆପାର୍ଟମେଣ୍ଟରେ ନିଆଁ, ଜିବନ୍ତ ଜଳିଗଲେ ୬ ଜଣ
ହାଇଦ୍ରାବାଦ,୧୩।୧୧: ତେଲଙ୍ଗାନା ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ସୋମବାର ସକାଳେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବିଲଡିଂରେ ଥିବା ଗୋଦାମରେ ନିଆଁ ଲାଗିଥିବା ଜଣାପଡିଛି। ଏହି ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା…
ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…
ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା । ପୁରୋହିତ…
ଲାଇଟ ଟାଓ୍ବାରରେ ଚଢିଥିବା ଯୁବତୀଙ୍କୁ ତଳକୁ ଓହ୍ଲାଇବାକୁ ଅନୁରୋଧ କଲେ ମୋଦି, ଭିଡିଓ ଭାଇରାଲ
ସିକନ୍ଦରାବାଦ,୧୩।୧୧: ଦେଶର ୫ଟି ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଲଗାତାର ଭାବେ ନିର୍ବାଚନ ସଭାକୁ ସମ୍ବୋଧିତ କରୁଛନ୍ତି। ଏଥିରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଭୋଟ ମାଗୁଛନ୍ତି। ଏହି କ୍ରମରେ ଶନିବାର ମୋଦି ତେଲଙ୍ଗାନାର…
ଜାଡେଜା, ରାହୁଲଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର, ଜିତିଲେ ଏହି ପୁରସ୍କାର
ନୂଆଦିଲ୍ଲୀ,୧୩।୧୧: ବିଶ୍ୱକପ ଲିଗ ରାଉଣ୍ଡର ଶେଷ ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍ରେ ପରାସ୍ତ କରିଛି। ଏହା ସହ ଭାରତ ଟୁର୍ନାମେଣ୍ଟରେ ନବମ ବିଜୟ ହାସଲ କରିଛି। ବିଶ୍ୱକପର ଏହି ସଂସ୍କରଣରେ ଟିମ ଇଣ୍ଡିଆ ଏ ପର୍ଯ୍ୟନ୍ତ ଅପରାଜିତ ରହିଛି। ମ୍ୟାଚ…
ହିସାବ ବରାବର ପାଇଁ ଟିମ ଇଣ୍ଡିଆ ପାଖରେ ରହିଛି ସୁଯୋଗ, ସେମିଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମୁକାବିଲା
ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ପାଖରେ ସୁଯୋଗ ରହିଛି। ବିଶ୍ୱକପ ୨୦୧୯ର ସେମିଫାଇନାଲ…
ଦୀର୍ଘ ୭ ବର୍ଷ ପରେ ରୋହିତଙ୍କ ଏମିତି ଖେଳ ଦେଖି ନାଚି ଉଠିଲେ ପତ୍ନୀ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ବିଶ୍ୱକପ ଟୁର୍ନାମେଣ୍ଟରେ ନେଦରଲ୍ୟାଣ୍ଡ ବିପକ୍ଷରେ ୪୮ ଓଭରରେ ବୋଲିଂ କରିବାକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆସିଥିଲେ। ସେତେବେଳକୁ ଡଚ ଦଳର ପରାଜୟ ନିଶ୍ଚିତ ହୋଇଥିଲା। ରୋହିତ ଶର୍ମାଙ୍କ ପ୍ରଥମ ୩ବଲରେ ନେଦରଲ୍ୟାଣ୍ଡ ବ୍ୟାଟ୍ସମ୍ୟାନମାନେ ୧-୧ ରନ…
ସାବଧାନ! ଏହା ଦୁନିଆର ସବୁଠୁ ବିଷାକ୍ତ ସ୍ପାଇଡର, କାମୁଡ଼ିଲେ ଚାଲିଯିବ ଜୀବନ
ବ୍ରାଜିଲର ଓ୍ବାଇଣ୍ଡିଂ ସ୍ପାଇଡର୍ ଯାହା ଦୁନିଆର ସବୁଠାରୁ ବିଷାକ୍ତ। ଯାହା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ଏପରିକି ଏହି ସ୍ପାଇଡର କାମୁଡ଼ିବା ଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ତେଣୁ ଏହାକୁ ଦେଖିବା ମାତ୍ରେ ଏଥିରୁ ଦୂରେଇ ରହିବା ଉଚିତ। ଏହାର…
ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କର ରହିଛି ଦବ୍ଦବା
ନୂଆଦିଲ୍ଲୀ,୧୩।୧୧: ବିଶ୍ୱକପରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହାର ୯ଟି ଲିଗ ମ୍ୟାଚ ଜିତିଛି। ବର୍ତ୍ତମାନ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ…
ଅଭ୍ୟାସ ସମୟରେ ଆମେରିକୀୟ ସୈନ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ
ଓ୍ବାଶିଂଟନ୍,୧୩।୧୧: ତାଲିମ ଅଭ୍ୟାସ ସମୟରେ ଭୂମଧ୍ୟସାଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଆମେରିକାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ୫ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁଠାରେ ଘଟିଛି ତାହା ଅଧିକାରୀମାନେ ନିଶ୍ଚିତ କରିନାହାଁନ୍ତି।…
ଜୀବିତ ପୁଅ ମୃତ କହି ୯୦ ଲକ୍ଷ ଠକିନେଲେ ପିତା, ଘର ଲୋକେ କଲେ ପର୍ଦ୍ଦାଫାଶ…
ଲକ୍ଷ୍ନୌ,୧୩।୧୧ : ଅହମଦାବାଦ ପୋଲିସ ଦ୍ୱାରା ଧରାଯାଇଥିବା ଦନକୌରର ପାର୍ସଲ ଗାଁର ବାସିନ୍ଦା ଅନୀଲ ମଲିକଙ୍କ ମୃତ୍ୟୁ ନାଟକ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ବର୍ଷ ଧରି ଅନୀଲଙ୍କ ପିତା ବିଜୟପାଲ ଏବଂ ଅନ୍ୟ ଭାଇମାନଙ୍କ…
ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…
ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ ସିଂହକୁ…
Archives


