Home Left

ହାଡ଼, କଙ୍କାଳ, ଖପୁରି ମଝିଲେ ହେଲା ବାହାଘର

ପ୍ୟାରିସ୍‌: ଲୋକେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଯୋଜନା କରିଥାନ୍ତି। ଆଗରୁ ଘରେ, ମନ୍ଦିରରେ ବିବାହ କରୁଥିବାବେଳେ ଏବେ ସେମାନେ କିଛି ନୂଆ ସ୍ଥାନକୁ ବାଛୁଛନ୍ତି। ମୁଖ୍ୟତଃ ଲୋକେ ପବିତ୍ର ସ୍ଥାନରେ ବିବାହ କରିଥାନ୍ତି। ହେଲେ ନିକଟରେ ଆମେରିକାର ଏକ…

ସରକାରଙ୍କ ବଡ଼ ନିଷ୍ପତ୍ତି; ସରଳ ହେବ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି

ଭୁବନେଶ୍ୱର,୧୩ା୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି ଅଧିକ ସୂଚାରୁ ଭାବରେ କରାଯିବ। ଏଥିପାଇଁ ପେନସନ ପ୍ରଦାନ କାର୍ଯ୍ୟରେ ଜଡିତ…

ସେମି ଫାଇନାଲ ମ୍ୟାଚକୁ ନେଇ ଏଭଳି କହିଲେ ଡ୍ରାବିଡ

ବେଙ୍ଗାଲୁରୁ,୧୩ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ବୁଧବାର ମ୍ୟାଚ୍‌ ଉଭୟ ଦଳ ପାଇଁ ଚାପ ସୃଷ୍ଟି କରିବ ତେଣୁ ଏହାକୁ ସ୍ବୀକାର କରିବାରେ କୌଣସି…

ଟେଣ୍ଟ ହାଉସ୍‌ ଉପରେ ପଡ଼ିଲା ଆକାଶ ଦୀପ: ଜଳିଗଲା…

ବାରିପଦା,୧୩ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାରେ ଆକାଶ ଦୀପରୁ ନିଆଁଲାଗି ଏକ ଟେଣ୍ଟ ହାଉସ୍‌ ଜଳିଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଲିଭାଇବା ପାଇଁ ୩ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏକ…

ଦୀପାବଳିରେ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର କଲେ ବ୍ୟବସାୟୀ, ଚାଇନାକୁ ୧ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷର ଦୀପାବଳି ଋତୁ ବଜାରରେ ୩.୭୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ଅନେକ ପୂର୍ବ ରେକର୍ଡ ଭାଙ୍ଗିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏହି ସୂଚନା ଦେଇଛନ୍ତି।…

ଚୋରି କରି ବନ୍ଧା ହେଲେ ସ୍ତ୍ରୀ, ସ୍ବାମୀ

ପଡିଆବାହାଲ,୧୩ା୧୧(ରାଧାମୋହନ ଷଡ଼ଙ୍ଗୀ): ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟ ଜବଲପୁର ଜିଲା ଭିଦାଗଡ ଥାନା ପାଥୋରୀ ଗ୍ରାମର ବିଜୟ ଗୋଟିଆ କୋଲ (୨୫)…

ଟନେଲରେ ଫସିଥିବା ଶ୍ରମିକଙ୍କ ସହ ହେଲା ସମ୍ପର୍କ

ଡେରାଡୁନ,୧୩।୧୧: ଉତ୍ତରକାଶୀର ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆବର୍ଜନା ହଟାଇବା କାର୍ଯ୍ୟ ଚାଲିଛି। ଅଳିଆ ଆବର୍ଜନା ହଟାଇବା ପାଇଁ ହେଭି ଖନନକାରୀ ଯନ୍ତ୍ର ସଂଗ୍ରହ କରାଯାଇଛି। ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ…

ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼: ନଳକୂପରୁ ବାହାରୁଛି ପାଣି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ  ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହୋଉଛି।…

କିଙ୍ଗ କୋହଲି, ହିଟମ୍ୟାନଙ୍କୁ ଖୁବ ପ୍ରଶଂସା କରି ଏମିତି କହିଲେ ଆଫ୍ରିକାନ ଖେଳାଳି

ନୂଆଦିଲ୍ଲୀ,୧୩।୧୧: ଭାରତରେ ବିଶ୍ୱକପ ୨୦୨୩ ଟୁର୍ନାମେଣ୍ଟ ଚାଲିଛି । ଏହି ସମୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୋଡି ଟିମ ଇଣ୍ଡିଆକୁ ଏକ ଶକ୍ତିଶାଳୀ ସ୍ଥିତିକୁ ଆଣିବା ପାଇଁ ବଡ ଭୂମିକା ଗ୍ରହଣ କରିଛି। ଯଦିଓ ଦଳର ସମସ୍ତ ଖେଳାଳି…

ଶେରଗଡ଼ ଥାନା ଅଧିକାରୀ ହତ୍ୟା ମାମଲା: ୧୫ରେ ଆସିବ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୩ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଗଞ୍ଜାମ ଜିଲା ଶେରଗଡ଼ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଜିଲା ଓ ଦୌରାଜଜ୍‌…

ମଣିପୁର ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ ଆକ୍ସନ

ନୂଆଦିଲ୍ଲୀ,୧୩।୧୧: ମଣିପୁରରେ ହୋଇଥିବା ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରଣାଳୟ ମୌତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କୁ ପାଞ୍ଚ ବର୍ଷ ପାଇଁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛି।…

ରେକର୍ଡ ଭାଙ୍ଗିଲେ ସଲମାନ, ପ୍ରଥମଦିନରୁ ହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ଦୀପାବଳିରେ ରିଲିଜ ହୋଇଛି। ଏହା ପ୍ରଥମ ଦିନରୁ ହିଁ ଜବରଦସ୍ତ ହୋଇଛି। ୨୦୨୩ ଇଦ୍‌ ସଲମାନଙ୍କ ପାଇଁ ଫିକା ପଡ଼ିଥିବା ବେଳେ ଦୀପାବଳିରେ ଧମାକା କରିଛନ୍ତି। କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri