ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି
ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ୍ ଲୁଟ୍ ଘଟଣାକୁ ବୁଧବାର ମାସେ ବିତିଯାଇ ଥିଲେ ହେଁ ଅଦ୍ୟାବଧି କୌଣସି…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ମାମଲା: ସିବିଆଇ ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନର ନବୀକରଣ ମାମଲାରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଏଜେନ୍ସି ଦିଲ୍ଲୀ ସରକାରଙ୍କଠାରୁ ଫାଇଲ ମାଗିଛି। ପ୍ରାଥମିକ ଅନୁସନ୍ଧାନ ଏକ ଆପରାଧିକ ମାମଲା ନୁହେଁ ବରଂ ଆପରାଧିକ ତଦନ୍ତ…
ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ
ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ପିଲା…
ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛି: ମୋଦି
ଅହମ୍ମଦାବାଦ୍,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ବୁଧବାର ଭଦୋଦରାଠାରେ ସେ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଭିନନ୍ଦନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କୁ ଏଠାରେ ଅଭୂତପୂର୍ବ…
ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଧୁରୀଙ୍କୁ ଭାଜପା ଦେଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨୭।୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍ପି) ଏମ୍ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ବୁଧବାର ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନ…
ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର…
ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ
ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ…
ବିବାହ ଲେହେଙ୍ଗାରେ ଏପରି କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି
ମୁମ୍ବାଇ: ପରିଣୀତି ଓ ରାଘବ ଚଢାଙ୍କ ବିବାହ ଧୁମଧାମରେ ଶେଷ ହୋଇଛି। ତେବେ ମ୍ୟାରେଜରେ ପରିଙ୍କର ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଅଫ ହ୍ବାଇଟ ରଙ୍ଗର ଏହି ଲେହେଙ୍ଗାକୁ ମନୀଷ ମାଲହୋତ୍ରା ଡିଜାଇନ କରିଛନ୍ତି। ପରିଙ୍କ ଏହି ଲେହେଙ୍ଗାରେ ତାଙ୍କ…
ହରିୟାଣାର ଦୌଡ଼ପରୀ ଜେଜେମା: ୧୦୬ ବର୍ଷରେ କଲେ ବିଶ୍ୱ ରେକର୍ଡ…
ଚଣ୍ଡିଗଡ଼,୨୭।୯ : ହରିୟାଣାର ଦୌଡ଼ପରୀ ଜେଜେମା ଭାବରେ ଜଣାଶୁଣା ୧୦୬ ବର୍ଷିୟ ରାମବାଈଙ୍କ ଦୌଡ଼ ଦେଖି ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନିଜ ସ୍ବପ୍ନକୁ ପୂରଣ କରି ରାମବାଈ ବିଦେଶ ମାଟିରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ୟୁସିଆଇର ବିକ୍ଷୋଭ
କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସ୍ଷ୍ଟାଣ୍ଡଠାରୁ ଚାଷୀମୂଲିଆ, ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧୀଛକ…
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ଆଟେଣ୍ଡାଣ୍ଟ ନିଲମ୍ବିତ
ଭୁବନେଶ୍ୱର,୨୭।୯: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଗାଇନିଂ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ତେବେ ଘଟଣାର ତଦନ୍ତ ଜାରି ରହିବ…
ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ
ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା କଳାଜାଇ ଶୁଭ ଓ ଅଶୁଭ ପରିଣାମ ଦେଇଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ…
Archives


