ଟାଟା ଷ୍ଟିଲ୍ର ଦିନିକିଆ କର୍ମଶାଳା
ଭୁବନେଶ୍ୱର,୧୮।୩: ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମ୍ଡି) ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍ଇଏଆଇ)ର ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପାଇଁ ‘ଭାରତୀୟ ଖଣି ଶିଳ୍ପର ଆହ୍ବାନ…
୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍ଡବ୍ଲ୍ୟୁସିର ଅନୁମୋଦନ
ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ…
ଖଣି ପାଣିରେ ଡମଶାଳା ବିଷାକ୍ତ
ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୮ା୩: ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଲଯୁକ୍ତ ପାଣି ବାହାରକୁ ଛଡା ଯାଉଛି। ଏଥିରେ ସାଧାରଣ…
ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ର ଆକର୍ଷଣୀୟ ଷ୍ଟଲ୍
ଭୁବନେଶ୍ୱର,୧୮।୩: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ ଅଏଲ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଉଦଘାଟନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଖ୍ୟାତ ସର୍ଜରି ବିଶେଷଜ୍ଞ…
ଏଚ୍ଏମ୍ଏସ୍ଆଇର ସଡ଼କ ସୁରକ୍ଷା ସଚେତନତା ଅଭିଯାନ
ଭୁବନେଶ୍ୱର,୧୮।୩: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ଲିମିଟେଡ୍ର ଲୋକପ୍ରିୟ କାର୍ଯ୍ୟକ୍ରମ ତଥା ସ୍ବତନ୍ତ୍ର ପଦକ୍ଷେପ ‘ସଡ଼କ ସୁରକ୍ଷା ସଚେତନତା ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ସଡ଼କ ସୁରକ୍ଷା ଏଚ୍ଏମ୍ଏସ୍ଆଇର ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାବେଳେ ସଡ଼କରେ…
ଡିଏମ୍ଏଫ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୮।୩: ଡିଏସ୍ପି ମ୍ୟୁଚୁଆଲ ଫଣ୍ଡ (ଡିଏମ୍ଏଫ୍)ର ନୂତନ ଉତ୍ପାଦ ‘ଡିଏସ୍ପି ଏସ୍ ଆଣ୍ଡ ପି ବିଏସ୍ଇ ଲିକ୍ୱିଡ ରେଟ ଇଟିଏଫ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନିୟୁ ଫଣ୍ଡ ଅଫରର ସବସ୍କ୍ରିପସନ ନିକଟରେ ଆରମ୍ଭ ହୋଇଥିବାବେଳେ ୨୦୨୪…
ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା
ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ ମେ ୨୫ ତାରିଖରେ ଭୋଟ୍ଗ୍ରହଣ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ…
ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ
ଭୁବନେଶ୍ୱର, ୧୮।୩(ସୁନିତ୍ ମିଶ୍ର): ବିଜେଡି ଓ ଭାଜପା ସରକାର ଶ୍ରମିକ, କର୍ମଚାରୀ ବିରୋଧୀ। ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ବିଜେଡି ଓ ଭାଜପା ସରକାର ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି। କଂଗ୍ରେସ ନେତା ରାହୁଲ…
ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ
ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୋନିଦୀପାଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ…
ଅନୁଗୋଳ ଜିଲାରେ ୧୬୫ ବୁଥ୍ ସମ୍ବେଦନଶୀଳ
ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି…
ସୁବର୍ଣ୍ଣପୁର ଦେଖିନାହିଁ ବିଧାୟିକା
ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ରାଜନୀତିରେ ବହୁ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରୁ ଜଣେ ହେଲେ ମହିଳା ବିଧାୟକ ପଦ…
ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ
ଭବନେଶ୍ୱର, ୧୮।୩ (ସୁନିତ୍ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ…

