ରିପବ୍ଲିକାନ୍ ପାର୍ଟିର ପ୍ରାଇମେରି ଦୌଡ଼ରୁ ଓହରିଲେ ଡିସାଣ୍ଟିସ୍: ଟ୍ରମ୍ପ୍ଙ୍କୁ ଜଣାଇଲେ ସମର୍ଥନ
ଓ୍ବାଶିଂଟନ,୨୨।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ହେବା ପାଇଁ ପ୍ରାଇମେରି ଦୌଡ଼ରୁ ଫ୍ଲୋରିଡା ଗଭର୍ନର ରୋନ୍ ଡିସାଣ୍ଟିସ୍ ଓହରିଯାଇଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦଳର ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଅନ୍ୟତମ ଭାରତୀୟ…
ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ
ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି। ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ…
ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ
କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଏଥିସହ…
‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା
କଟକ,୨୨ା୧ (କାର୍ତ୍ତିକ ସାହୁ) ଜାତୀୟତାର ପ୍ରତୀକ ବହନ କରୁଥିବା ଚିହ୍ନରେ ଲେଖାଥିବା ‘ସତ୍ୟମେବ ଜୟତି’ ଉକ୍ତିର ଅପବ୍ୟବହାର କରାଯାଉଛି। ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ଏକ ସ୍ବେଚ୍ଛାସେବୀ ସଂଗଠନ ଏଲୋନ୍ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ…
ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ
ନବରଙ୍ଗପୁର,୨୨।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଭିମା ସାହିରେ ବଧୂ ହତ୍ୟା ଅଭିଯୋଗରେ ପାପଡ଼ାହାଣ୍ଡି ପୋଲିସ ଶିକ୍ଷକ ସ୍ବାମୀ ସୁଦାମ ସେଠୀଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଶାଶୁ, ନଣନ୍ଦ ଓ…
ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ
ଭୁବନେଶ୍ୱର,୨୨।୧(ଅନୁରାଧା ମହାରଣା): ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର…
ବିଲ୍କିସ ମାମଲା: ଆତ୍ମସମର୍ପଣ କଲେ ସମସ୍ତ ୧୧ ଦୋଷୀ
ଗୋଧ୍ରା,୨୨।୧: ବିଲ୍କିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ…
ପ୍ରାଣୀଧନ ଚିକିତ୍ସକଙ୍କ ପ୍ରଶିକ୍ଷଣ ଅବଧି ୧୨ମାସକୁ ହ୍ରାସ କରିବାକୁ ପ୍ରସ୍ତାବ
ଭୁବନେଶ୍ୱର, ୨୨।୧ (ବନ୍ଦନା ସେଠୀ): ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ଏକ ପ୍ରସ୍ତାବ ରଖାଯାଇଥିଲା। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ର ପ୍ରସ୍ତାବିତ ସଂଶୋଧନ…
ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କଲା ପାକିସ୍ତାନ
ଇସ୍ଲାମାବାଦ,୨୨।୧ : ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାକିସ୍ତାନ ନିନ୍ଦା କରିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ଭାରତରେ ସଂଖ୍ୟାଗରିଷ୍ଠବାଦ ବଢ଼ୁଥିବାର ସୂଚନା ଦେଉଛି ବୋଲି ପାକ୍ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଗ୍ରବାଦୀ ଚିନ୍ତାଧାରାର ଲୋକମାନେ ବାବ୍ରୀ ମସ୍ଜିଦ ଭାଙ୍ଗିଥିଲେ।…
ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା
ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ ନିତି…
ଗାଡି ଭଡାରେ ଆଣି ଲକ୍ଷାଧିକ ଟଙ୍କା ଠକେଇ,୨ ଗିରଫ
ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଏଜେନ୍ସିଗୁଡ଼ିକରୁ ଭଡା ସୂତ୍ରରେ ଗାଡି ଆଣୁଥିଲେ। ପରେ ସେହି ଗାଡିକୁ ନିଜର କହି ଅନ୍ୟମାନଙ୍କୁ ଭଡାରେ ଲଗାଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ। ହେଲେ ଗାଡିର ପ୍ରକୃତ ମାଲିକାନାକୁ ଟଙ୍କା ନ ଦେଇ ଚଳୁ କରି ଦେଉଥିଲେ। ଦୀର୍ଘଦିନ…
ବଡ଼ଭାଇଙ୍କୁ କାଠ ଫାଳିଆରେ ମାରି ବନ୍ଧାହେଲେ ସାନ ଭାଇ
ହିଞ୍ଜିଳିକାଟୁ,୨୨।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ପାରିବାରିକ କଳହ ଏବଂ ଶତ୍ରୁତାକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡ଼ରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ପିତଳ ବଜାର ସାହି ଛକରେ ବଡ ଭାଇ ରବିନ୍ଦ୍ର…
Archives


