୯ ହଜାର ଟଙ୍କା ଦେଇ ୧୦୦ ଗ୍ରାମ ଅଙ୍ଗୁର କିଣିଲେ ମହିଳା;କିନ୍ତୁ ଖାଇଲେ ନାହିଁ….କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଜଣେ ମହିଳା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁବାଇରେ ୧୦୦ ଗ୍ରାମ ଅଙ୍ଗୁର କିଣିବା ପାଇଁ ୯୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ ଛନ୍ତି ଜଣେ ଧନୀ ମହିଳା। ଅଙ୍ଗୁର କିଣିଛନ୍ତି ସତ, କିନ୍ତୁ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି।…
ଖାଲି ଭାରତରେ ନୁହେଁ, ଏହି ଦେଶରେ ବି ରହିଛି ତାଜମହଲ
ଦୁନିଆର ଅନେକ ଲୋକ ନିଜ ପ୍ରେମିକା ଏବଂ ସ୍ତ୍ରୀଙ୍କ ପାଇଁ ପ୍ରେମର ବିଭିନ୍ନ ପ୍ରତୀକ ତିଆରି କରିଛନ୍ତି। ଏଥିମଧ୍ୟରୁ ତାଜମହଲକୁ ସବୁଠାରୁ ଅନନ୍ୟ ଏବଂ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ। ଏପରି ଚମତ୍କାର କଳାକୌଶଳକୁ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ କୁହାଯାଏ। ଦୁନିଆରେ…
ପାକିସ୍ତାନ-ଇରାନ ମଧ୍ୟରେ ବଢ଼ିଲା ବିବାଦ: ଏୟାର ଷ୍ଟ୍ରାଇକ୍ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ
ନୂଆଦିଲ୍ଲୀ,୧୭।୧: ବାଲୁଚିସ୍ତାନ ପ୍ରଦେଶ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପାକିସ୍ତାନ ବୁଧବାର ଇରାନରେ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ସେହିଭଳି ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବର୍ତ୍ତମାନ ନ ଫେରିବାକୁ କୁହାଯାଇଛି। ବାଲୁଚିସ୍ତାନରେ ଜୈଶ-ଉଲ-ଆଡଲ ଆତଙ୍କବାଦୀ ଗୋଷ୍ଠୀର ଦୁଇଟି “ଗୁରୁତ୍ୱପୂର୍ଣ୍ଣ”…
ଆବଶ୍ୟକଠାରୁ ଅଧିକ ଖାଉଛନ୍ତି କି ଏହି ଜିନିଷ: ହୋଇପାରେ ହାର୍ଟଆଟାକ୍, କ୍ୟାନସର ଭଳି ରୋଗ
ସୁସ୍ଥ ରହିବା ପାଇଁ ଖାଇବା ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ପ୍ରତିଦିନ ଆମେ ଏମିତି କିଛି ଖାଦ୍ୟ ଖାଉଛୁ, ଯାହାଦ୍ୱାରା ଅତ୍ୟଧିକ ଗମ୍ଭୀର ରୋଗ ବୃଦ୍ଧି ପାଉଛି। ଏହି କାରଣରୁ ଜୀବନ ମଧ୍ୟ ଯାଉଛି। ଡବ୍ଲୁଏଚ୍ଓର ଏକ ରିପୋର୍ଟ…
ଶେୟାର ବଜାରରେ ଝଡ଼: ୧,୬୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୭ ଲକ୍ଷ କୋଟି
ମୁମ୍ବାଇ,୧୭।୧: ବିଶ୍ୱ ବଜାର ପ୍ରଭାବରେ ବୁଧବାର ଭାରତୀୟ ଶେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ହ୍ରାସ ରେକର୍ଡ ହୋଇଛି। ଭାରତର ବିଶାଳ ଘରୋଇ ବ୍ୟାଙ୍କ ଏଚଡିଏଫସିର ତ୍ରୈମାସିକ ଫଳାଫଳ ଆଶାଠାରୁ କମ୍ ରହିବା ଭାରତୀୟ ଶେୟାର ବଜାରକୁ ବଡ଼…
Viral Video: ଛୋଟ ଯାନରେ ଯାଉଛି ବିଶାଳକାୟ ହାତୀ, ଦେଖିଲେ କହିବେ…
ଆପଣ ରାସ୍ତାରେ ହାତୀ ଚଳପ୍ରଚଳ କରୁଥିବାର ନିଶ୍ଚିତ ଦେଖିଥିବେ। ମାତ୍ର ଏକ ଛୋଟ ଯାନରେ ଏକ ବିଶାଳକାୟ ହାତୀକୁ ନେବା ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ…
ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ…
ବିବାହିତ ଯୋଡି ହେବେ ମାଲାମାଲ, ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା
ନୂଆଦିଲ୍ଲୀ,୧୭।୧: ଯଦି ଜଣେ ବିବାହିତ ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। କାରଣ ବିବାହିତ ଲୋକଙ୍କ ପାଇଁ ସରକାର ଏକ ଚମତ୍କାର ଯୋଜନା ଚଳାଇଛନ୍ତି। ଏଥିରେ ବିନିଯୋଗ କରି ଆପଣ ମାସକୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ…
ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ
ନୂଆଦିଲ୍ଲୀ,୧୭।୧: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁସ୍ତକ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ର ଏକ କପି ଦେଇଥିଲେ।…
ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି
ଥିରୁଭାନନ୍ତପୁରମ୍,୧୭।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସକାଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଧଳା ଧୋତି, କୁର୍ତ୍ତା ଏବଂ ଶାଲ୍ ପିନ୍ଧି କେରଳର…
ବିମାନ ଛାଡିବାର ଥିଲା, ପାଇଲଟ କହିଲେ ଏମିତି କଥା ଯାତ୍ରୀ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୭।୧: ଗୋଟିଏ ପଟେ କୁହୁଡ଼ି ଯୋଗୁ ବିମାନ ସେବା ପ୍ରଭାବିତ ହେଉଥିବାବେଳେ ଅନ୍ୟ ପଟେ ପାଟନା ବିମାନବନ୍ଦରରେ ବୁଧବାର କିଛି ଘଟିଛି ଯାହା ପାଇଲଟଙ୍କ କଥା ଶୁଣି ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିମାନ ଭିତରେ ବସିଥିବା ଯାତ୍ରୀମାନେ ପାଟନା ଠାରୁ…
ଭାରତୀୟ ସେନାଙ୍କ ସହ ମିଶି ଗଦଗଦ ହେଲେ ମହମ୍ମଦ ଶାମି
ନୂଆଦିଲ୍ଲୀ,୧୭।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଆହତ କାରଣରୁ ଏବେ ଖେଳରୁ ବିରତି ନେଇଛନ୍ତି, କିନ୍ତୁ ସବୁଠି ତାଙ୍କର ଚର୍ଚ୍ଚା ହେଉଛି। ନିକଟରେ ତାଙ୍କୁ ରାଷ୍ଟ୍ରପତି ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ଏବଂ ବର୍ତ୍ତମାନ କ୍ରିକେଟର ଭାରତୀୟ ସୈନିକମାନଙ୍କ…
Archives


