ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା
ପାପଡାହାଣ୍ଡି,୨୦।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବଧୂଙ୍କ ଶନିବାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଦେଇଛି । ନବବଧୂଙ୍କ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଅଭିଯୋଗ…
ଓୟୋ ବୁକ୍ କରିଥିଲେ କପଲ, ରୁମ୍ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…
ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍ ଅନୁଯାୟୀ ଏଠାରେ ରୁମ୍ ପାଆନ୍ତି।…
ଭିଜିଲାନ୍ସ ଜାଲରେ ଆରଆଇ
ଭଦ୍ରକ,୨୦।୧: ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ (ଆରଆଇ) ଶରତ ଜେନା ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଳଜମିକୁ ଘରବାଡି କରାଇବା ପାଇଁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଛନ୍ତି। ସୂଚନାଯୋଗ୍ୟ,…
ମାଞ୍ଜା ସୂତାରେ ପୁଣି କଟିଲା ବେକ
କଟକ ୨୦।୧ : କଟକରେ ପୁଣି ମାଞ୍ଜା ସୂତାରେ ବେକ କଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ଅକ୍ଷୟ ତାଙ୍କର କଲ୍ୟାଣ…
ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର,୨୦।୧: ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସୂର୍ଯ୍ୟ ଉପାସକମାନେ ଭୋରୁଭୋରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ସହ…
୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ…
ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ
ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର ମହକୁମାସ୍ଥିତ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି…
୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ
ଖୋର୍ଦ୍ଧା,୨୦।୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳ ଗୋମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗୋଚାଲାଣ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ରାଜ୍ୟ ବାହାରକୁ ଚାଲଣ ହେବା ପାଇଁ ଜାମୁସାହିରେ ଗୋରୁ ବୋଝେଇ ହେଉଥିବା ନେଇ ପୋଲିସକୁ…
ଏହା କି ପ୍ରକାର ନିର୍ଯାତନା, କେ-ପପ୍ ଶୋ’ ଦେଖିବା ଅଭିଯୋଗରେ ୨ ପିଲାଙ୍କୁ ୧୨ ବର୍ଷ କାରାଦଣ୍ଡ
ପୋଙ୍ଗୟାଙ୍ଗ୍,୨୦।୧: ଉତ୍ତର କୋରିଆରେ କେ-ପପ୍ ଦେଖିବା ଅଭିଯୋଗରେ ଦୁଇ ଜଣ କିଶୋରଙ୍କୁ ୧୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦକ୍ଷିଣ ଏବଂ ଉତ୍ତର ବିକାଶ (ସାଣ୍ଡ) ପ୍ରତିଷ୍ଠାନ ସ୍ବାରା ପ୍ୟୋଙ୍ଗୟାଙ୍ଗରେ ଦୁଇ ୧୬ ବର୍ଷ ବୟସ୍କା ପିଲାଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯାଇଥିବା ଭିଡିଓ…
ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବାର ଗୁଜବ ଭିତରେ ପୁଣି ବିବାହ କଲେ ଶୋଏବ ମଲିକ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର…
ରାମ ମନ୍ଦିର ପାଇଁ ଆଫଗାନିସ୍ତାନରୁ ଆସିଲା ଖାସ୍ ଉପହାର
ଲକ୍ଷ୍ନୌ,୨୦।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏଥିପାଇଁ ଆଜି ଶନିବାର ହେଉଛି ବୈଦିକ ରୀତିନୀତିର ପଞ୍ଚମ ଦିନ ଯାହା ଏକ ସପ୍ତାହ ପୂର୍ବରୁ ଚାଲିଥିଲା। ଏହି ସମୟରେ, ବିଶ୍ୱର ବିଭିନ୍ନ ସ୍ଥାନରୁ…
ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର
ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮…
Archives


