କେନ୍ଦୁଝରରୁ ଟ୍ରକ ଚୋରି କରି ଝାଡ଼ଖଣ୍ଡରେ ବିକୁଥିଲେ: ୨ ଜଣଙ୍କୁ ବାନ୍ଧିଲା ପୋଲିସ
କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ଶନିବାର ସିରିଜ ଟ୍ରକ ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସରଜୁଲ ହୁସେନ (୪୦) ଓ ମାଇତୁଲ ସାଇ । ସେମାନଙ୍କ ଘର ଝାଡଖଣ୍ଡ ପଶ୍ଚିମ ସିଂଭୂମ…
ଇତିହାସ ରଚିଲା ‘ଆନିମଲ୍’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍
ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ…
କଂଗ୍ରେସରେ ଯୋଗଦେଲେ ଜୟରାମ ପାଙ୍ଗି
କୋରାପୁଟ,୨ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। ଗତ ୩ ମାସ ହେଲା ଶ୍ରୀ ପାଙ୍ଗି କଂଗ୍ରେସରେ ଯୋଗଦେବେ…
ସାଳନ୍ଦୀ ନଦୀବନ୍ଧ ମରାମତି ଦାବି
ଭଦ୍ରକ,୨।୧୨(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ମୋଟ ୯ ପଞ୍ଚାୟତବାସୀ ସାଳନ୍ଦୀ…
ବସରେ ସିଟ୍ ନ ମିଳିବାରୁ ବ୍ୟକ୍ତି କଲେ ଏପରି, ଭିଡିଓ ଭାଇରାଲ
ମୁମ୍ବାଇରେ ପ୍ରାୟତଃ ଟ୍ରାଫିକ୍ ସମସ୍ୟା ଦେଖାଯାଇଥାଏ। ଏହା ଦେଖି ସେଠାକାର ଜନସଂଖ୍ୟା କେତେ ଅଧିକ ତାହା ଅନୁମାନ କରାଯାଇ ପାରିବ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ଲୋକଙ୍କୁ ପ୍ରତିଦିନ ଆନେକ କିଛି ସମସ୍ୟା ସାମ୍ନା କରିବାକୁ ପଡେ। ତେବେ ବର୍ତ୍ତମାନ…
ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…
କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ ଫେରିଛନ୍ତି। ଅନେକ ଭେଟେରାନ ମଧ୍ୟ ନିରାଶ ହୋଇଛନ୍ତି। ବିଶ୍ୱକପରେ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର…
ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ
ବମ୍ବେ: ବିଗ୍ବସ୍ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏମିତିରେ ମୁନାଓ୍ବାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା…
ମାଇନସ୍ ୧୬ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍ଅପ୍ କଲେ ମହିଳା, ଭିଡିଓ ଦେଖିଲେ…
ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ ସେମାନେ…
କ୍ଲାସରେ ରିଲେଶନଶିପ୍ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ ଜଡିତ…
ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…
ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଇଣ୍ଡଷ୍ଟ୍ରି ଏବଂ ଚଳଚ୍ଚିତ୍ରରେ ତାଙ୍କର…
୬ ବର୍ଷ ପରେ ମିଶିଲା ମନ, ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର
ନୂଆଦିଲ୍ଲୀ,୨।୧୨: ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ। ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ…
ଜାଣନ୍ତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ କ୍ରୁ ମେମ୍ବର ଜଙ୍ଘ ତଳେ କାହିଁକି ରଖିଥାନ୍ତି ହାତ
ବିମାନରେ ଯାତ୍ରା କରିବା ଏକ ନିଆରା ଅନୁଭୂତି। ଲୋକମାନେ ମଧ୍ୟ ଏହି ଯାତ୍ରା ସମୟରେ ବହୁତ କିଛି ଶିଖିବାକୁ ପାଇଥାନ୍ତି। ଯଦି ଆପଣ ବିମାନ ଭିତରେ ଥିବା ବିଭିନ୍ନ ଜିନିଷକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ, ସେଗୁଡ଼ିକ ବହୁତ ଆଶ୍ଚର୍ଯ୍ୟଜନକ।…
Archives


