Home Left

ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା, ମିଳୁନି ମତ୍ସ୍ୟଜୀବୀଙ୍କ ପତ୍ତା

ଗଞ୍ଜାମ/ଛତ୍ରପୁର,୨୮ା୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ବୁଧବାର ରାତିରେ…

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ଏହି ଛୋଟ ଦେଶର ପ୍ରଧାନମନ୍ତ୍ରୀ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ୍‌,୨୮।୮: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡେରିକ୍ସେନ ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସେ ଡେନମାର୍କର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଗ୍ରୀନଲାଣ୍ଡରେ କୌଣସି ପ୍ରକାରର ହସ୍ତକ୍ଷେପକୁ ସହ୍ୟ କରିବେ ନାହିଁ। ହ୍ବାଇଟ ହାଉସ ସହିତ ଜଡିତ ଆମେରିକୀୟ ନାଗରିକମାନେ ଗ୍ରୀନଲାଣ୍ଡରେ ଗୁପ୍ତ…

ବଲାଙ୍ଗୀରରେ ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ, ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବଲାଙ୍ଗୀର,୨୮ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଉତ୍ସାହ ଉଦ୍ଦୀପନାର ସହ ଗଣପର୍ବ ନୂଆଖାଇ ପାଳନ ଆରମ୍ଭ ହୋଇଛି। ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍‌ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ…

କେମିତି ପାଇବେ ପେଟ୍ରୋଲ ପମ୍ପ ଲାଇସେନ୍ସ? କେତେଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଜାଣନ୍ତୁ

ଭୁବନେଶ୍ୱର,୨୮।୮: ଭାରତରେ ପେଟ୍ରୋଲ ପମ୍ପ ଖୋଲିବା ଏକ ଲାଭଜନକ ବ୍ୟବସାୟ ହୋଇପାରେ, କିନ୍ତୁ ଏହା ପାଇଁ ନିୟମାବଳୀ ପାଳନ ଏବଂ ଉଲ୍ଲେଖନୀୟ ଆର୍ଥିକ ବିନିଯୋଗ ଆବଶ୍ୟକ। ଏହି ଲେଖାରେ ଆମେ ପେଟ୍ରୋଲ ପମ୍ପ ଡିଲରସିପ ଖୋଲିବାର ପ୍ରକ୍ରିୟା ଏବଂ ଏହାର ଖର୍ଚ୍ଚ…

ମୋ ବୟଫ୍ରେଣ୍ଡ୍‌ଙ୍କୁ ଡାକ…ଏମିତି କହି ବିଦ୍ୟୁତ ଟାୱାର ଉପରକୁ ଚଢିଗଲେ ଯୁବତୀ, ଆଉ ତା’ପରେ ଘଟିଗଲା

ଜାମସେଦପୁର,୨୮।୮: ଝାଡ଼ଖଣ୍ଡର ଜାମସେଦପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଉଛି ଯେ, ଜଣେ ଯୁବତୀ ନିଜ ଜୀବନର ଚିନ୍ତା ନକରି ଏକ ବିଦ୍ୟୁତ ଟାୱାର ଚଢ଼ିବାକୁ ଆରମ୍ଭ କରିଛି। ଲୋକମାନେ ତାଙ୍କୁ ଡାକୁଥିଲେ, କିନ୍ତୁ ସେ କାହାରି…

ଅଗଷ୍ଟ ୩୧ ସୁଦ୍ଧା ସାରି ଦିଅନ୍ତୁ ଏହି କାମ, ନ ହେଲେ ୩ମାସ ମିଳିବନି ମାଗଣା ରାସନ…

ଭୁବନେଶ୍ୱର,୨୮।୮: ଓଡ଼ିଶାର ରାସନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ମାଗଣା ଚାଉଳ ଓ ଗହମ ପାଇବାକୁ ଚାହୁଁଛନ୍ତି, ତେବେ ଅଗଷ୍ଟ ୩୧ ପୂର୍ବରୁ ଇ-କେୱାଇସି (e-KYC) ପ୍ରକ୍ରିୟା ସମାପ୍ତ କରିବା ଜରୁରୀ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ,…

୭ ଦିନ ପରେ ପହଁରି ପହଁରି କୂଳରେ ପହଁଞ୍ଚିଲେ ମତ୍ସ୍ୟଜୀବି

ବାସଦେବପୁର,୨୮।୮(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଚୂଡ଼ାମଣି ଗ୍ରାମର ୪ ଜଣ ମତ୍ସ୍ୟଜୀବି ଗତ ୨୧ ତାରିଖ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରି ନ ଥିଲେ। ଗତ କାଲି ରାତିରେ ମାଛ ପେଟି ସାହାଯ୍ୟରେ ପହଁରି…

୨୫ ବର୍ଷ ପରେ ସ୍ବର ଫେରାଇଲା ଏଆଇ

ଲଣ୍ଡନ: ବ୍ରିଟେନ୍‌ର ଉତ୍ତର ଲଣ୍ଡନରେ ରହୁଥିବା ସାରାହ ଏଜେକିଲ (୫୫) ୨୫ ବର୍ଷ ତଳେ ମୋଟର ନ୍ୟୁରନ୍‌ ରୋଗରେ ପୀଡିତ ହୋଇ କଥା କହିବା ଶକ୍ତି ହରାଇଥିଲେ। ନିକଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ସେ ନିଜ ସ୍ବରକୁ ଫେରିପାଇଛନ୍ତି। ୨୦୦୦ରେ…

୫୦% ଟ୍ରମ୍ପ୍‌ ଟାରିଫ୍‌ ଲାଗୁ: ଭାରତ ଖୋଜୁଛି ବିକଳ୍ପ ବଜାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୮ା୮(ରଏଟର୍ସ/ପି.ଟି.): ୟୁକ୍ରେନ୍‌ ଯୁଦ୍ଧ ପରଠୁ ଗତ ସାଢ଼େ ୩ ବର୍ଷ ମଧ୍ୟରେ ରୁଷୀୟ ତୈଳରୁ ଭାରତ ୧୭ ବିଲିୟନ ଡଲାର ଲାଭ କରିଛି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ରେ ୩୭ ବିଲିୟନ ଡଲାର ହରାଇବାକୁ ଯାଉଛି। ଏହାକୁ…

ନିର୍ମାଣ ହେବ ବିପର୍ଯ୍ୟୟ ସହନଶୀଳ ରାସ୍ତା, ଠିକାଦାର ଦେବେ ୫ ବର୍ଷର ସ୍ଥାୟିତ୍ୱ ଗ୍ୟାରେଣ୍ଟି

ଭୁବନେଶ୍ୱର,୨୮ା୮ (ରବିନାରାୟଣ ଜେନା): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାସ୍ତା ନଷ୍ଟ ହେବା ସହ ବାହ୍ୟଜଗତରୁ ଲୋକେ ବିଚ୍ଛିନ୍ନ ହୋଇଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ରାମ୍ୟ…

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): ହଠାତ୍‌ ଦେବଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ସକାଳୁ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖଳିନାଳି ଛକରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ…

ସକାଳୁ ଚା’ ପିଇବାକୁ ଆସି ଚାଲିଗଲା ଜୀବନ: ବସ ଧକ୍କାରେ ଏକାଧିକ ବାଇକ ଓ କାର ଭାଙ୍ଗି ଚୁରମାର

ଦାରିଙ୍ଗବାଡି, ୨୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଘରୋଇ ବସ ଧକ୍କାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri