Home Left

ପାକିସ୍ତାନର ବନ୍ଧୁ ସାଜିଛି ଆମେରିକା, ଏବେ ସିଧାସିଧା ଶୁଣାଇଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଶନିବାର (୨୩ ଅଗଷ୍ଟ, ୨୦୨୫) ପାକିସ୍ତାନ ସହିତ ଘନିଷ୍ଠତା ବୃଦ୍ଧି ପାଇଁ ଆତଙ୍କବାଦ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଆଇନା ଦେଖାଇଥିଲେ ବୈଦେଶିକ ମନ୍ତ୍ରୀ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେରିକା ସେହି ଦେଶ (ପାକିସ୍ତାନ) ସହିତ ତାର ଇତିହାସ ଭୁଲିଯାଉଛି। ସେ…

‘ଯଦି ତୁମକୁ ଏହା ପସନ୍ଦ ନୁହେଁ, ତେବେ ଆମଠାରୁ କିଣ ନାହିଁ’, ରୁଷୀୟ ତେଲ ଉପରେ ନିଷେଧକୁ ନେଇ ଏମିତି କହିଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୮: ରୁଷୀୟ ତୈଳ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଶନିବାର (୨୩ ଅଗଷ୍ଟ, ୨୦୨୫) ବୈଦେଶିକ ମନ୍ତ୍ରୀ ଜୋର…

ଭୁବନେଶ୍ୱରରେ ଘର କିଣିବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର, ୨୩।୮: ବର୍ତ୍ତମାନ ଭୁବନେଶ୍ୱରରେ ଆପଣଙ୍କ ସ୍ବପ୍ନର ଘର କିଣିବା ଏକ କଠିନ ଚ୍ୟାଲେଞ୍ଜ ପାଲଟିଛି, ଏପରିକି ସହରର ସର୍ବାଧିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ମଧ୍ୟ। ନ୍ୟାସନାଲ ହାଉସିଂ ବ୍ୟାଙ୍କ (NHB) ଏବଂ ନ୍ୟାସନାଲ ନମୁନା ସର୍ଭେ ଅଫିସ (NSSO)…

ସାବଧାନ! Whatsappରେ ମିଳିଲା ବିବାହ ନିମନ୍ତ୍ରଣ କାର୍ଡ, କ୍ଲିକ କରିବାରୁ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ ଉଡିଗଲା ୨ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୩।୮: ମହାରାଷ୍ଟ୍ରର ହିଙ୍ଗୋଲିରୁ ସାଇବର ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ହ୍ବାଟସଆପ ମାଧ୍ୟମରେ ତାଙ୍କ ଫୋନରେ ବିବାହ କାର୍ଡ ପାଇଥିଲେ। କାର୍ଡଟି ଦେଖାଯାଉଥିଲା ସରଳ କିନ୍ତୁ କ୍ଲିକ କରିବା ମାତ୍ରେ ପୀଡିତଙ୍କ ଆକାଉଣ୍ଟରୁ ପ୍ରାୟ…

ଏଣିକି ଶସ୍ତାରେ ମିଳିବ ଘର, ମଧ୍ୟବିତ୍ତ ପାଇବେ ବଡ଼ ଲାଭ, ଜାଣନ୍ତୁ ପୂରା ବିବରଣୀ…

ନୂଆଦିଲ୍ଲୀ,୨୩ା୮: ଯଦି ଆପଣ ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଦୀପାବଳିରେ ଆପଣ ଏକ ବଡ଼ ଆଶ୍ୱସ୍ତି ପାଇପାରିବେ। କାରଣ ସରକାର ଦେଶର ଜିଏସ୍‌ଟି ଢାଞ୍ଚାକୁ ସରଳ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଜିଏସ୍‌ଟିର ବର୍ତ୍ତମାନର ଚାରୋଟି…

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଖୋର୍ଦ୍ଧା,୨୩ା୮: ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରିଛନ୍ତି ଦୁର୍ବୃତ୍ତ। ଜଟଣୀ ଥାନା ମୋ’ ଜଟଣୀ ଛକ ନିକଟରେ ଏପରି ମରଣାନ୍ତକ ଆକ୍ରମଣ ହୋଇଛି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ…

‘ଟ୍ରମ୍ପ ପ୍ରତିଥର ଠିକ ଥିଲେ’ ଏମିତି ଲେଖାଥିବା ଟୋପି ପିନ୍ଧି ଆସିଲେ ଆମେରିକା ରାଷ୍ଟ୍ରପତି, ପୁଣିକଲେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି…

ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିଛନ୍ତି। ହ୍ବାଇଟ ହାଉସର ଓଭାଲ ଅଫିସରେ ‘Right About Everything’ ଲେଖାଥିବା ଏକ ଟୋପି ପିନ୍ଧି ଟ୍ରମ୍ପ କହିଛନ୍ତି ଯେ…

କାଶୀନଗର ବ୍ଲକର ସମସ୍ୟା, ବିକାଶମୂଳକ କାର୍ଯ୍ୟଧାରା ଉପରେ ବିଧାୟକଙ୍କ ଆଲୋଚନା

ଗଜପତି,୨୩ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ। ଏହି ଆଲୋଚନା ସମୟର ବିଧାୟକଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା…

ଏସିଆ କପରେ ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ମୋଦିଙ୍କୁ ଏମିତି ଚିଠି ଲେଖିଲେ ସଞ୍ଜୟ ରାଉତ, ବଢିଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୮: ଶିବସେନା (UBT) ଏମପି ସଞ୍ଜୟ ରାଉତ ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଦ୍ଧୃତ କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟ ମ୍ୟାଚ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ନିଜର…

ସୀତା ନଦୀ ପୋଲ ଉପରେ ପାଣି, ଢେଙ୍କିକୋଟ-ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ବେହାଲ ହୋଇଛି। ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ଲଗାଣ ବର୍ଷା ଫଳରେ ୩ ଫୁଟ ଉଚ୍ଚର ବର୍ଷା ଜଳ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ରହସ୍ୟମୟ ପ୍ରାଣୀ, ବିରଳ ରଙ୍ଗ ସହ ରହିଛି…

ପ୍ରାୟତଃ ସମୁଦ୍ରରେ ଏପରି କିଛି ଦେଖାଯାଏ ଯାହା କଳ୍ପନା କରିବା ମଧ୍ୟ କଷ୍ଟକର। ନିକଟରେ କୋଷ୍ଟାରିକାର ଜଣେ ମତ୍ସ୍ୟଜୀବୀ ଏପରି କିଛି ଦେଖିବାକୁ ପାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ ଏହି ମତ୍ସ୍ୟଜୀବୀମାନେ ନିଜ ଜାଲରେ ଏକ ଅତ୍ୟନ୍ତ ବିରଳ…

କଂଗ୍ରେସ ବିଧାୟକଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ଗହଣା: ବାନ୍ଧିଲା ପୋଲିସ

ବେଙ୍ଗାଲୁରୁ,୨୩।୮: ଅନଲାଇନ ଗେମିଂ ଉପରେ ଆଇନ ହେବା ମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନଲାଇନ ବେଟିଂ ଏବଂ ଗେମିଂ ରାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି କର୍ନାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri