Home Left

ନୂଆଖାଇ ଭେଟଘାଟ, ଏକାଠି ନବାନ୍ନ ଖାଇଲେ ୧୦୦ ପରିବାର

ରିଷିଡା,୨୮ା୮(ସୁଶାନ୍ତ ମଲ୍ଲିକ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି ସମସ୍ତେ…

ଭୁବନେଶ୍ୱରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ଯୁବତୀ

ଭୁବନେଶ୍ୱର,୨୮ା୮: ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ…

ନୂଆଁଖାଇ ପାଳିଲେ ବଲାଙ୍ଗୀର ରାଜପରିବାର, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୨୮।୮(ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାର…

ସେପ୍ଟେମ୍ବର ୩ରୁ ଏସବୁ ରାଶିର ଗୋଲ୍ଡେନ ଟାଇମ୍‌ ଆରମ୍ଭ; ଆକସ୍ମିକ ଧନଲାଭ ସାଙ୍ଗକୁ ବ୍ୟବସାୟ, ଶିକ୍ଷା କ୍ଷେତ୍ରରେ…

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ମାସରେ ଦୁଇଥର ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ୧୨ ରାଶିଙ୍କ ଜୀବନରେ ପଡ଼ିଥାଏ। ଏହି କ୍ରମରେ ସେପ୍ଟେମ୍ବର ମାସ ଆରମ୍ଭରେ ବୁଧ ସିଂହ ରାଶିରେ ବିରାଜମାନ ରହିବେ। ଏହା ଫଳରେ…

ସଟସର୍କିଟରୁ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ଛତ୍ରପୁର,୨୮/୮(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ ଫର୍ନିଚର…

ଇନଷ୍ଟାଗ୍ରାମରେ ଛାଡପତ୍ର ଘୋଷଣା ର‍୍ୟାପରଙ୍କୁ ବିବାହ କଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୨୮ା୮: ଦୁବାଇର ଶାସକ ତଥା ସଂଯୁକ୍ତ ଆରବ ଏମିରେଟସ୍‌ର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାଶିଦ ଆଲ ମାକତୁମଙ୍କ ଝିଅ ଶେଖା ମାହରା ମହମ୍ମଦ ରାଶିଦ ଆଲ ମାକତୁମ ର‍୍ୟାପର ଫ୍ରେଞ୍ଚ ମଣ୍ଟାନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୩୧…

କେଉଁ ଦେଶର ଲୋକଙ୍କୁ ଅଧିକ ଟଙ୍କା ଦିଏ Instagram: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ଡିଜିଟାଲ ଯୁଗରେ, ଇନଷ୍ଟାଗ୍ରାମ କେବଳ ଫଟୋ ଏବଂ ଭିଡିଓ ଶେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ପାଇଁ ଆୟର ଏକ ଉତ୍ସ ପାଲଟିଛି। ସାରା ବିଶ୍ୱରେ କ୍ରିଏଟର୍‌, ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନେ ଇନଷ୍ଟାଗ୍ରାମରୁ…

ଏସିଆ କପରେ ଭାରତ ବିପକ୍ଷରେ ଖେଳିବେ ଏହି ୨୦ ବର୍ଷୀୟ ଭାରତୀୟ ଖେଳାଳି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨୮।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚ ୧୦ ସେପ୍ଟେମ୍ବରରେ ଭାରତ ଏବଂ UAE ମଧ୍ୟରେ ଖେଳାଯିବ। ଏହା ଉଭୟ ଦଳର ପ୍ରଥମ ମ୍ୟାଚ ହେବ, ଯେଉଁଥିରେ ପ୍ରଶଂସକଙ୍କ ନଜର ଭାରତୀୟ…

ଅଜବ ପରମ୍ପରା: ନୂଆଁଖାଇରେ ହୁଅନ୍ତି ଏକାଠି ବିଭିନ୍ନ ଜାତି, ଧର୍ମର ଲୋକେ, ପଛରେ ରହିଛି ରହସ୍ୟ…

ବଲାଙ୍ଗୀର, ୨୮।୮: ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୮ ବର୍ଷ ହେଲା ଏହି ଗ୍ରାମବାସୀ ଜାତିପ୍ରଥାର…

Video: ଆକାଶରେ ଅକାମି ହୋଇଗଲା ଆମେରିକାର ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ F-୩୫, ହେଲା ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ,୨୮ା୮: ଆମେରିକା ବାୟୁସେନାର ଏକ ଏଫ-୩୫ ଯୁଦ୍ଧବିମାନର ପାଇଲଟ ଆକାଶରେ ୫୦ ମିନିଟ୍‌ ଧରି ଇଞ୍ଜିନିୟରମାନଙ୍କ ସହ ଫୋନ୍‌ରେ ଆଲୋଚନା କରି ଗୁରୁତର ତ୍ରୁଟି ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅବଶେଷରେ ବିମାନଟି ଆଲାସ୍କାର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ…

ଶୌଚାଳୟ ଭିତରେ ଶିଶୁ ପୁତ୍ର ଜନ୍ମ ଦେଲେ ୯ମ ଶ୍ରେଣୀ ଛାତ୍ରୀ, ଘଟଣା ଜଣାପଡିବା ପରେ…

ବେଙ୍ଗାଲୁରୁ, ୨୮।୮: କର୍ନାଟକର ୟାଦଗିର ଜିଲାର ଏକ ସରକାରୀ ଆବାସିକ ବିଦ୍ୟାଳୟର ଶୌଚାଳୟ ଭିତରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଝିଅ ଏବଂ ନବଜାତ ଶିଶୁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ସେମାନେ…

କ୍ଲାସ୍‌ରୁମ୍‌କୁ ଛାତ୍ରୀଛାତ୍ରଙ୍କୁ ମୋବାଇଲ ମନା, ଏହି ଦିନଠାରୁ ହେବ କାର୍ଯ୍ୟକାରୀ

ସିଓଲ,୨୮ା୮: ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ୍‌ ନିଶା ଚିନ୍ତାର ବିଷୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ରଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଥିଲା। ଏବେ ଦକ୍ଷିଣ କୋରିଆ ମଧ୍ୟ ସମାନ ନିଷ୍ପତ୍ତି ନେଇ କ୍ଲାସ୍‌ରୁମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri