Home Left

ଦେବଗଡରେ ଅଗ୍ରପୂଜ୍ୟଙ୍କ ଦର୍ଶନ ଓ ଆଳତି କଲେ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଗସ୍ତରେ ଆସି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ପରିଦର୍ଶନ କରିବାସହ ଅଗ୍ରପୂଜ୍ୟ ମହାପ୍ରଭୂ ଶ୍ରୀ ଗଣେଶଙ୍କ ଅଶିଷ କାମନା କରିଛନ୍ତି…

ଆର୍‌ଏସ୍‌ଏସ୍‌@୧୦୦: କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ କୂଟନୀତିଜ୍ଞ

ନୂଆଦିଲ୍ଲୀ,୨୮ା୮(ପି.ଟି.): ୧୯୨୫ ସେପ୍ଟେମ୍ବର ୨୭ରେ ପ୍ରତିଷ୍ଠାଲାଭ କରିଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଚଳିତବର୍ଷ ୧୦୦ ପୂରୁଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାରଠାରୁ ଏକ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆର୍‌ଏସ୍‌ଏସ୍‌ର ୧୦୦ ବର୍ଷର ଯାତ୍ରା: ନୂଆ ଦିଗ୍‌ବଳୟ’ ଶୀର୍ଷକ…

ବାଇକ୍‌ରେ କରୁଥିଲେ ରିଲ୍‌ ଶୁଟିଂ, ବସ୍‌କୁ ପିଟିବା ପରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ…

ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଦଶମ ଶ୍ରେଣୀର ୩ ଜଣ ଛାତ୍ର ବାଇକ୍‌ରେ ରିଲ୍‌ ଶୁଟିଂ କରୁଥିବାବେଳେ ଛିଡ଼ାହୋଇଥିବା ଏକ ବସ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ତୃତୀୟ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮୦…

ଛୁଟି ନେଇ ଘରକୁ ଯାଇଥିଲେ, ଯୌତୁକ ପାଇଁ ନର୍ସ ସ୍ତ୍ରୀଙ୍କୁ ଜାଳିଦେଲେ କନ୍‌ଷ୍ଟେବଲ…

ନୂଆଦିଲ୍ଲୀ,୨୭ା୮: ଯୌତୁକ ବିବାଦକୁ ନେଇ ଉତ୍ତରପ୍ରଦେଶ ଆମ୍ରୋହା ଜିଲାର ଜଣେ ପୋଲିସ କନ୍‌ଷ୍ଟେବଲ୍‌ ମଙ୍ଗଳବାର ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ମହିଳା ଜଣକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ କନ୍‌ଷ୍ଟେବଲ ଗିରଫ ହୋଇଛନ୍ତି। ଇକାଉନା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ…

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ଏହି ୨ ଜିଲାରେ ଛେଚିବ ବର୍ଷା, ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୨୭ା୮(ଅନୁରାଧା ମହାରଣା)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗୁରୁବାର ମାଲକାନଗିରି ଓ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ଅତି ପ୍ରବଳ…

ପଡ଼ିଆରେ ଠିଆ ହୋଇଥିଲେ ଯୁବକ: ହଠାତ୍‌ ୩ ଜଣ ପହଞ୍ଚି କଲେ ଆକ୍ରମଣ, ଆଉ ତା’ ପରେ…

ରାୟଗଡ଼ା,୨୭ା୮(ଆଶିଷ ରଞ୍ଜନ ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାୟଗଡ଼ା ସହରରେ ଅଗ୍ନିଶମ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଘଟିଛି ହତ୍ୟାକାଣ୍ଡ। ଏକ ଧାରୁଆ ଅସ୍ତ୍ରରେ ତିନି ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ…

Atal Pension Yojna: ନିବେଶରୁ ନେଇ ପେନସନ୍‌, ଜାଣନ୍ତୁ କିଭଳି ସରକାରଙ୍କ ଏହି ଜବରଦସ୍ତ ସ୍କିମ୍‌ର ଉଠାଇବେ ଲାଭ…

ନୂଆଦିଲ୍ଲୀ,୨୭।୮: ଅଟଳ ପେନସନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ବିଶେଷ ଯୋଜନା, ଯାହା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ଅବସର ପରେ ଆର୍ଥିକ ନିରାପତ୍ତା ପ୍ରଦାନ କରୁଛି। ଏହି ଯୋଜନାରେ ନିବେଶ କରି ଆପଣ ଅବସର ପରେ…

ସକାଳେ ସ୍ପାଏ କ୍ୟାମେରା, ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ,୨୭ା୮(ଅଜିତ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି…

ସେପ୍ଟେମ୍ବର ପହିଲାରୁ ଝଟ୍‌କା! ଲାଗୁ ହେବ ନୂଆ ନିୟମ, ପକେଟ ହେବ ଖାଲି…

ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ ହଲମାର୍କିଂ, SBI କାର୍ଡ ଉପରେ ବଢ଼ିଥିବା ଚାର୍ଜ, LPG ସିଲିଣ୍ଡରର ନୂଆ ଦର,…

ଜୁନାଗଡ଼ରେ ଭାଜପା ରାଜ୍ୟ ସଭାପତି, କହିଲେ ଲୋକଙ୍କ ସରକାର, ସେହିମାନଙ୍କ ପାଇଁ…

ଭବାନୀପାଟଣା,୨୭ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରଥମ ଦିନରେ ସେ କେସିଙ୍ଗା ଓ ଭବାନୀପାଟଣା ବ୍ଲକ ଗସ୍ତ କରିଥିବାବେଳେ ବୁଧବାର ଦିତୀୟ ଦିନରେ ସେ ଜୁନାଗଡ଼ ଓ ଗସ୍ତ…

ବାପାଙ୍କ ମୃତ୍ୟୁ ପରେ ବି ପୈତୃକ ସମ୍ପତ୍ତିରେ ଝିଅଙ୍କ ଅଧିକାର ରୁହେ କି ନାହିଁ, ଜାଣନ୍ତୁ କ’ଣ କହେ ଆଇନ?

ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ ପରିବର୍ତ୍ତନ ହୋଇଛି ଏବଂ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ବର୍ତ୍ତମାନ ସ୍ଥିତି…

ଥାନାଧିକାରିଣୀ ଭାବେ ଦାୟିତ୍ୱ ନେଲେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି

ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ହେଡ୍‌ କ୍ୱାର୍ଟରରେ ଦାୟିତ୍ୱ ତୁଲାଇ ଥିବା ବେଳେ ତାଙ୍କର ଚମାଖଣ୍ଡି ଥାନାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri