ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଇନା ଗସ୍ତ ପଛରେ ବଡ଼ ରହସ୍ୟ! ଜିନପିଙ୍ଗଙ୍କ ସିକ୍ରେଟ୍ ଚିଠିରେ ଥିଲା…
ନୂଆଦିଲ୍ଲୀ, ୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ-ଚାଇନା ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସାତ ବର୍ଷ ପରେ ଚାଇନା ଯାଉଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ, ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ, ସମ୍ପର୍କ ବହୁତ ଉତ୍ତେଜନାପୂର୍ଣ୍ଣ…
RCBର ବଡ଼ ଘୋଷଣା: ୩ ମାସ ପରେ ପ୍ରଶଂସକଙ୍କୁ ଦେଲା ଗୁଡ୍ନ୍ୟୁଜ୍
ନୂଆଦିଲ୍ଲୀ,୨୮।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍ ଜୁନ ୪ରେ, ବେଙ୍ଗାଲୁରୁର…
ଚୋରି କିପରି ରୋକାଯିବ ୟୁଟ୍ୟୁବରେ ଦେଉଥିଲେ ପ୍ରବଚନ, ଶେଷରେ ନିଜେ ଚୋରି କରି ହେଲେ ବନ୍ଧା
ଭୁବନେଶ୍ୱର,୨୮ା୮: ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଇତିମଧ୍ୟରେ ଗିରଫ ହୋଇଛନ୍ତି। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ କ୍ୟାଶ,…
ସାଉଥ କୋରିଆରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ, କ୍ୟାନସର ରୋଗର ନିରାକରଣ ପାଇଁ ଗବେଷଣା କରି…
ଭଞ୍ଜନଗର,୨୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦର ଝିଅ ଡକ୍ଟର ଅୟେସ୍କାନ୍ତା ମହାନ୍ତି ଦକ୍ଷିଣ କୋରିଆରେ କ୍ୟାନସର ରୋଗ ପାଇଁ ନାନୋ ମେଡିସିନ ଉପରେ ଗବେଷଣା କରୁଥିଲେ। ଇତିମଧ୍ୟରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଗଞ୍ଜାମର ଗର୍ବିତ ଝିଅ ଅୟେସ୍କାନ୍ତା ଦୀର୍ଘବର୍ଷର…
ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…
ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି।…
କର୍ଲାମୁଣ୍ଡାରେ ନୂଆଖାଇ, ରାଗରୁଷା ଭୁଲି ସମସ୍ତେ ଏକାଠି ଖାଇଲେ ନବାନ୍ନ
କର୍ଲାମୁଣ୍ଡା,୨୮ା୮(ପ୍ରଦୀପ କୁମାର ସାହୁ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି…
ଭାରତ ଉପରେ ପରମାଣୁ ବୋମା ବର୍ଷା କର: ଆମେରିକାରେ ସାଂଘାତିକ ଖୁଲାସା,ବନ୍ଧୁକରୁ ଜଣାପଡ଼ିଲା…
ଓ୍ବାଶିଂଟନ,୨୮।୮: ଆମେରିକାର ମିନିଆପୋଲିସର ଗୋଟିଏ ଦିନ ପୂର୍ବରୁ ଏକ କ୍ୟାଥୋଲିକ ସ୍କୁଲରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ପ୍ରାରମ୍ଭିକ ତଦନ୍ତ ପରେ, ଏଫବିଆଇ ଏହି ଗୁଳିକାଣ୍ଡକୁ ଏକ ଆତଙ୍କବାଦୀ ଘଟଣା ସହିତ ଯୋଡିଛି ଏବଂ କହିଛି ଯେ, ଏହି ଆକ୍ରମଣ ପଛରେ ଘରୋଇ…
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେବଳ ଲାଭ ହିଁ ଲାଭ
ଆଜି ଦିନଟି କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେବଳ ଲାଭ ହିଁ ଲାଭର ଦିନ ରହିଛି। ବିଶେଷକରି ଧନୁ, ତୁଳା, କୁମ୍ଭ, କର୍କଟ, କନ୍ୟା ଏବଂ ମୀନ ରାଶିଙ୍କ ପାଇଁ ବହୁତ ଲାଭଦାୟକ ରହିଛି। ଏହି ରାଶିର ବ୍ୟକ୍ତିବିଶେଷମାନେ ଶିକ୍ଷା,…
ଆମେରିକା ନେଲା ବଡ଼ ନିଷ୍ପତ୍ତି: ସାରା ବିଶ୍ୱ ଚକିତ
ଓ୍ବାଶିଂଟନ,୨୮।୮: ଆଜିକାଲି ଆମେରିକା ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ଭଲ ଚାଲି ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତ ଉପରେ ରାଗିଛନ୍ତି, କିନ୍ତୁ ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଆମେରିକା ରୁଷିଆ ଉପରେ ଲାଗୁ ହୋଇଥିବା କିଛି…
ଆଜି ୮ ଘଣ୍ଟିଆ ଆଗରପଡ଼ା ବନ୍ଦ ପାଳନ କଲା ବିଜେଡି
ଭଦ୍ରକ,୨୮ା୮(ସନାତନ ରାଉତ): ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଗରପଡ଼ା ବଜାରକୁ ଏନ୍ଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଫଳରେ ଦୋକାନ ବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିବା ସହ ଗାଡ଼ି…
ଭାରତକୁ ବଡ଼ ଝଟ୍କା: ହଠାତ୍ ଶୁବମନ ଗିଲ ବିଦା
ନୂଆଦିଲ୍ଳୀ,୨୮।୮: ଏସିଆ କପ ୨୦୨୫ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟକ ଶୁବମନ ଗିଲଙ୍କ ସ୍ବାାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଇଚି। ତାଙ୍କୁ ଭାଇରାଲ ଜ୍ୱର ହୋଇଛି। ଏସିଆ କପ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ UAEରେ ଖେଳାଯିବ। ଭାରତର ପ୍ରଥମ…
ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ: ଧରାପଡ଼ିଗଲା ସବୁ ସତ
ଇସଲାମାବାଦ୍,୨୮।୮: ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚିବାକୁ ଚେଷ୍ଟା କରିଛି। ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପହଞ୍ଚିଛନ୍ତି। ଏହି ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନରୁ ନେପାଳ ଆସିଥିଲେ ଏବଂ ପରେ ଭାରତରେ ପ୍ରବେଶ କରିଥିଲେ।…
Archives


