କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି
ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍ ଡାଉନ୍ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ…
ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ
ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍ଡାଉନ୍ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ ୩ ମାସ ପାଇଁ ବଣ୍ଟନ କରୁଛନ୍ତି ା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ରବିବାର…
ବିଦେଶରୁ ଆସିଛନ୍ତି ୧୫ ଲକ୍ଷ ଯାତ୍ରୀ
ନୂଆଦିଲ୍ଲୀ,୨୯ା୩: ପ୍ରାଣଘାତୀ କରୋନାକୁ ରୋକିବା ଲାଗି କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି କୁହାଯାଇଛି। ଗତ ଜାନୁୟାରୀ ୧୮ରୁ ଏପର୍ଯ୍ୟନ୍ତ ଭାରତକୁ ମୋଟ…
ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା
ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଶନିବାର କହିଛନ୍ତି। ନିଜ ରାଜ୍ୟକୁ ଫେରି ନ ପାରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ…
୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୯ା୩(ପି.ଟି.): ଲକ୍ଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ନ ଯାଇ ଦିଲ୍ଲୀରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦାଦନ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର ୮୦୦ରୁ ଅଧିକ ସ୍ଥାନରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଓ ରାତ୍ର…
ସାଂସଦ ପାଣ୍ଠିରୁ ସବୁ ଭାଜପା ଏମ୍ପି କୋଟିଏ ଦେବେ
ନୂଆଦିଲ୍ଲୀ,୨୯ା୩: କରୋନା ଭାଇରସ୍ର ମୁକାବିଲା କରିବା ଲାଗି ସମସ୍ତ ଭାଜପା ଏମ୍ପି ସେମାନଙ୍କ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ବାର୍ଷିକ ବିକାଶ ପାଣ୍ଠି(ଏମ୍ପି ଲ୍ୟାଡ୍)ରୁ କୋଟିଏ ଟଙ୍କା ଲେଖାଏ କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ଭାଜପା ଅଧ୍ୟକ୍ଷ ଜେ.ପି.…
ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି
ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା କରିଛନ୍ତି। ସୁସ୍ଥ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ସ୍ଥିତିରେ ରିଲିଫ…
ପେମେଣ୍ଟ ଲାଗି ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ୩ମାସ ସମୟ
ବିଦ୍ୟୁତ୍ ଉତ୍ପାଦନ କମ୍ପାନୀଗୁଡିକୁ ବକେୟା ଦେୟ ପ୍ରଦାନ ଲାଗି ବିତରଣ କମ୍ପାନୀଙ୍କୁ ୩ ମାସ ଅଧିକ ସମୟ ଦିଆଯାଇଛି। ଲକ୍ଡାଉନ ସମୟରେ ବିତରଣ କମ୍ପାନୀଗୁଡିକ ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବା ଲାଗି ଏଭଳି ପଦକ୍ଷେପ ସମ୍ପର୍କରେ ସରକାର ଶନିବାର ଘୋଷଣା…
ନଗଦ ଉପଲବ୍ଧରେ ହେବନି ଅସୁବିଧା
ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ବ୍ୟାଙ୍କ ଜରୁରିକାଳୀନ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ବର୍ତ୍ତମାନ ଲକ୍ଡାଉନ ଯୋଗୁ ବଜାରରେ ନଗଦ ଉପଲବ୍ଧତା ବାଧାପ୍ରାପ୍ତ ହେବାର…
ଲକ୍ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍ବସ୍ କଲା ପୋଲିସ
ବିନିକା,୨୯ା୩(ଡି.ଏନ୍.ଏ.) ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠ୍ବସ କରିଛି। ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି ଦୃଶ୍ୟ…
ଭୋକିଲା, ଗରିବଙ୍କୁ ମିଳିଲା ୨ ଓଳି ରନ୍ଧା ଖାଦ୍ୟ
ସୋନପୁର,୨୯।୩(ନି.ପ୍ର.) ସୁବର୍ଣ୍ଣପୁର ସହରରେ ଶନିବାର ଆହାର କେନ୍ଦ୍ର ପକ୍ଷରୁ ଭୋକିଲା ପେଟକୁ ଦୁଇ ଓଳି ଅନ୍ନ ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ଅସହାୟଙ୍କ ହାତ ସାବୁନରେ ଧୋଇ ଦେବା ସହ ମଧ୍ୟାହ୍ନରେ ଓ ରାତିରେ ଭୋଜନ ଦିଆଯାଇଛି…
ନିରାଶ୍ରୟଙ୍କୁ ବଣ୍ଟାଗଲା ଖାଦ୍ୟ
ଢେଙ୍କାନାଳ ଅଫିସ, ୨୯।୩ – ଲକ୍ଡାଉନ କଟକଣା ଲାଗୁ କରାଯିବା ପରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଅସହାୟ। ମୂଲ ମଜୁରି କରି ଚଳୁଥିବା ଶତାଧିକ ପରିବାର ଦିନକୁ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେମାନେ ଦୟନୀୟ…
Archives


