Home Left

କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘଟି ଜଙ୍ଗଲରେ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ।…

ଝାରସୁଗୁଡା : ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ୧୮୪୦ଜଣ

ଝାରସୁଗୁଡା ଅଫିସ,୫ା୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ମାନ ନେଉଛି । ଜିଲା ପ୍ରଶାସନ ସହିତ ଜିଲା ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ସଜାଗ ରହିଛି ବୋଲି ଜିଲାପାଳ ସରୋଜ କୁମାର ସାମଲ କହିଛନ୍ତି…

ଜଗତସିଂହପୁର ଜିଲାର ସମସ୍ତ ନମୁନା ନେଗେଟିଭ୍

ଜଗତ୍ସିଂହପୁର ଅଫିସ, ୫।୪: କରୋନା ଭୂତାଣୁ (କୋଭିଡ୍-୧୯ ) ସଂକ୍ରମଣକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଭୟ ଆପାତତଃ ଦୂର ହୋଇଛି। କାରଣ ଖବର ଲେଖାହେବା ଭିତରେଜଗତସିଂହପୁର ଜିଲାରୁ ଯାଇଥିବା ସମସ୍ତ 38ଟି ଯାକ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି…

ଲକଡାଉନ୍ ଯୋଗୁ ହୋଇପାରିଲାନି ଚିକିତ୍ସା: ଅନ୍ତିମ ସଂସ୍କାର ପାଇଁ ପିତାଙ୍କ ମୃତଦେହକୁ କାନ୍ଧ ଦେଲେ ୫ କନ୍ୟା

ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ବନଦେବୀ ଥାନା ଅନ୍ତର୍ଗତ ନୁମାଇସ୍ ମୈଦାନରେ…

କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁ ନାହିଁ ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି ।…

ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର “କୋଭିଡ ଲୋକେଟର” ଆପ୍ ଲଞ୍ଚ କରିଛନ୍ତି । ଫଳରେ କ୍ୱାରାଣ୍ଟାଇନରେ ଥିବା ଲୋକେ ଆଉ…

ବିଦ୍ୟୁତ ଆଘାତରେ ବାଳକ ଗୁରୁତର, ମାନବିକତା ଦେଖାଇଲେ ଥାନାଧିକାରୀ

ନରାଜ,୫/୪(ଡି. ଏନ.ଏ) – କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ୭ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ସହି ଗ୍ରାମର ଆଦିତ୍ୟ ଦାସ। ଖବରରୁ ପ୍ରକାଶ, ରବିବାର ଆଦିତ୍ୟ ଘରେ ଖେଳୁଥିବା…

ଲକ୍‌ଡାଉନ୍‌: ସରକାରଙ୍କ ସାହାଯ୍ୟ ଲୋଡିଲେ ରୂପଜୀବୀ

ନାସିକ,୫ ।୪: କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ଅନେକ ଲୋକଙ୍କ ଜୀନଜୀବିକା ଉପରେ ଏହାର ପ୍ରଭାବ ପଢିଛି । ଏହି ସମୟରେ ସରକାରଙ୍କ ପକ୍ଷରୁ ବିପଏଲ୍ ପରିବାରକୁ ଚାଉଳ, ଗହମ ଆଦି ଯୋଗାଇ…

କୋଭିଡ-୧୯: ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫ ।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ଏବେ ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ଯେମିତି ଏକ ଚ୍ୟାଲେଞ୍ଜ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

ଡାକ୍ତରଙ୍କ ପରେ ଭାଇରାଲ ହେଉଛି ଏହି କରୋନା ଯୋଦ୍ଧାଙ୍କ ଫଟୋ

ଇନ୍ଦୋର,୫ ।୪: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସୁଛି । ଡାକ୍ତର ଓ ନର୍ସଙ୍କ ବ୍ୟତୀତ ଏହି କରୋନା ଯୁଦ୍ଧରେ ପୋଲିସ କର୍ମଚାରୀଙ୍କର କିଛି କମ୍ ଭୂମିକା…

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ ବାଳକଠାରେ…

ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍‌ଡାଉନ୍‌ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ ବିଭିନ୍ନ ଯାନବାହାନ ଚଳାଚଳ ଯୋଗୁ ସୃଷ୍ଟି ହେଉଥିବା କମ୍ପନ ୩୦ରୁ ୫୦ ପ୍ରତିଶତ କମ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri