୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ
ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି ରହୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପଦ୍ମପୁର ଉପ ଜିଲାପାଳ ତନ୍ମୟ ଦରୁଆନଙ୍କ…
ନିଜାମୁଦ୍ଦିନରୁ ଫେରନ୍ତାଙ୍କୁ ସରକାରଙ୍କ ନିବେଦନ: ନିର୍ଭୟରେ ୧୦୪କୁ କଲ କରି ଜଣାନ୍ତୁ
ଭୁବନେଶ୍ୱର, ୪।୩(ବ୍ୟୁରୋ): ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବା ପାଇଁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଲୁଚା ଛପାର ସମୟ ନୁହେଁ। ପୂରା…
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ
ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ ମଧ୍ୟ କଲାଣି। ତଥାପି ଲୋକଙ୍କ ଭୟ ରହୁନି । ଏହିକ୍ରମରେ ନୂଆପଡ଼ା ଜିଲା ଖଡିଆଳ…
ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ
ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ସ୍ୱାମୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଏମ୍ସ୍ର ଫିଜିଓଲୋଜି ବିଭାଗରେ ଆଇସୋଲେଶନ…
ଶ୍ଵାସକଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ, ଖିଲାପୀ ହେଲେ କାର୍ଯ୍ୟନୁଷ୍ଠାନ: ବାଗ୍ଚୀ
ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟର ସମସ୍ତ ସରକାରୀ ଅଥବା ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ଵାସ କଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ l ଯଦି ଏଥିରେ ଢ଼ିଲା କରାଗଲା ତେବେ ସରକାରୀ ନିୟମ ଅନୁସାରେ…
ସଟ ଡାଉନ ସଫଳ ହେଇଛି:ଡିଜିପି
ଭୁବନେଶ୍ୱର: ସଟ୍ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି। ସଟ ଡାଉନ ନିୟମ ଉଲଂଘନ କରିବାରୁ ୨୭୦୦ରୁ…
ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ
ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ ତିଆରି କରାଯାଉଥିବା ଦେଖାଯାଇଛି। ମଧ୍ୟପ୍ରଦେଶର ଏମିତି ଜଣେ ମହିଳା ପୋଲିସ ଏବେ ସମସ୍ତଙ୍କର ଦୃଷ୍ଟି…
୧୭୦ କିମି ଚାଲି ଗାଁକୁ ଫେରିଲେ ୫ ଦାଦନ ଶ୍ରମିକ
ନନ୍ଦପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ବାହାର ରାଜ୍ୟରେ କେଉଁଠି ଫସିରହିଛନ୍ତି ତ ଅନ୍ୟ କେଉଁଠୁ ଚାଲିଚାଲି ଗାଁକୁ ଫେରୁଛନ୍ତି। ଶନିବାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦୀର୍ଘ ୧୭୦ କି.ମି. ଚାଲି ଚାଲି…
ସୀମାକୁ ଲାଗିଥିବା ସବୁ ଜିଲା କରୋନା ସଂକ୍ରମିତ ହେଲେ ନିଜକୁ ବଞ୍ଚାଇ ରଖିଛି ଏହି ଜିଲା
ନାଗୁର,୪।୪:ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ ପରେ ବି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ହେଲେ ରାଜସ୍ଥାନର ଏମିତି ଏକ ଜିଲା ରହିଛି ଯେଉଁଠି ଏବେ ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ମିଳିଥିବା ସୂଚନା…
କରୋନାକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ, ଗିରଫ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଲା ପୋଲିସ
ପାଇକମାଲ, ୪।୪(ଡିଏନଏ)- ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ଜଣେ ଯୁବକ ପ୍ରଶାନ୍ତ କୁମାର ଓରଫ୍ ପ୍ରଶାନ୍ତ ମହାନନ୍ଦଙ୍କୁ ମହଙ୍ଗା ପଡିଛି। ଏ ନେଇ ପୋଲିସ ଏକ ମାମଲା(ନଂ-୪୮/୨୦)…
ବିଶୋଧନ ହେଲା ଏନଏସି
ଭୁବନ, ୪।୪(ଡି.ଏନ୍.ଏ.)- ଢେଙ୍କାନାଳ ଜିଲା ଭୁବନ ଦମକଳ ବାହିନୀ ପକ୍ଷରୁ ଶନିବାର ଅଞ୍ଚଳର ପ୍ରମୁଖ ସ୍ଥାନଗୁଡିକୁ ବିଶୋଧନ କରାଯାଇଛି। ଏନଏସି କର୍ତ୍ତୃପକ୍ଷ ଏବଂ ତହସିଲଦାର ଶକ୍ତିକାନ୍ତ ରାଏଙ୍କ ଉପସ୍ଥିତିରେ ଡାକ୍ତରଖାନା, କାଳୀଵଜାର ଓ ନୂଆଵଜାରକୁ ବିଶୋଧନ କରାଯାଇଥିଲା। ଏହି କାର୍ଯ୍ୟରେ ଅଞ୍ଚଳର…
ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ
ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ ବମିଖାଲର ଜନୈକ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ଯୁବକ ଗୁରୁବାର ଅନୁଗୋଳ ଜିଲା…
Archives


