ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ
ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନାମୁଖ୍ୟ ଜେନେରାଲ କମର ବାଜଓ୍ବାଙ୍କ ସମେତ…
ଟି୨୦ ବିଶ୍ୱକପ୍ ବାତିଲ ହେଲେ ଆଇପିଏଲ୍ ଲାଗି ବାଟ ଖୋଲିବ: ଟେଲର
ମେଲବୋର୍ନ,୧୭।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଏହି ମେଗା ଇଭେଣ୍ଟ ବାତିଲ ହୁଏ ତେବେ, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ପାଇଁ ବାଟ…
ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ
କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ ଖେଳାଳିମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସ୍ପଷ୍ଟ କରିଛି।…
ଜୁନ୍ ୬ରୁ ଅଷ୍ଟ୍ରେଲିଆରେ କ୍ଲବ କ୍ରିକେଟ ଆରମ୍ଭ ହେବ
ମେଲବୋର୍ନ,୧୭।୫ (ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଅସମୟରେ ବନ୍ଦ କରାଯାଇଥିବା ପ୍ରତିଯୋଗିତାମୂଳକ କ୍ରିକେଟ ପୁଣି ଥରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱକ୍ରୀଡ଼ା ଠପ୍ ହେବା ପରେ ଆସନ୍ତା ମାସ ୬ ତାରିଖରୁ ଅଷ୍ଟ୍ରେଲିଆରେ କ୍ଲବ…
ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ
ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏହି ଦୁଇ ଖେଳାଳିଙ୍କ ନାମ ଅର୍ଜୁନ…
ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ
ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ କେନ୍ଦ୍ରରେ ଥିବା ୪ ହାତୀ ଏଭଳି କରିଛନ୍ତି। ସଂରକ୍ଷଣ କେନ୍ଦ୍ରରେ ସେମାନେ ୨୦୧୫ଠାରୁ ଗତ…
କୁକୁଡ଼ାଖଣ୍ଡିରେ କରୋନା ଭୟ: ଗୁଣ୍ଠବନ୍ଧ ଗାଁ ସିଲ୍, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ ବ୍ଲକ ପ୍ରଶାସନ
ବ୍ରହ୍ମପୁର ଅଫିସ,୧୭ା୫: ଗଞ୍ଜାମ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ କୁକୁଡ଼ାଖଣ୍ଡି ବ୍ଲକ ଅଧିନସ୍ଥ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧକୁ ରବିବାର ସିଲ୍ କରାଯାଇଛି। ଏପରିକି କୁକୁଡ଼ାଖଣ୍ଡି ଗୋଷ୍ଠୀ ଅଧିକାରୀଙ୍କ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା…
ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍ଡାଉନ୍ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି ନ ଥିବା କୁହାଯାଏ। ହେଲେ ତାଙ୍କର ଏହି ଦାଢ଼ି କାର୍ତ୍ତିକଙ୍କ ମା’ଙ୍କୁ ଆଦୌ ପସନ୍ଦ…
CORONAVIRUS UPDATE: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍ ସୁସ୍ଥ ହେଲେଣି ୨୨୦
ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରବିବାର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମର ୧୯, ଯାଜପୁରର ୩ ଏବଂ ବାଲେଶ୍ୱରର ଦୁଇ ଜଣ ଅଛନ୍ତି।…
କ୍ୟାରିୟର ଆରମ୍ଭରୁ ଫ୍ଲପ ହୋଇଥିଲେ ନୁସରତ
ମୁମ୍ବାଇ: ବଲିଉଡ୍ରେ କ୍ୟାରିୟର କରିବାରେ ଅନେକଙ୍କର ଥାଏ ଏକ ଭିନ୍ନ ଇଚ୍ଛା। ନୁସରତ ଭରୁଚା ଦିନେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଖୁବ୍ କମ୍ ଦିନ ମଧ୍ୟରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ହେଲେ ପ୍ରଥମରୁ ତାଙ୍କ ଫିଲ୍ମ ଦର୍ଶକଙ୍କୁ…
ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ ଅବଧି
ଚେନ୍ନାଇ,୧୭।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ସବୁ…
ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଟକ
ନୂଆଦିଲ୍ଲୀ,୧୭।୫: ରାଜଧାନୀ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କୁ ରବିବାର ପୋଲିସ ଅଟକ ରଖିଛି। ପୋଲିସର ସୂଚନା ଅନୁଯାୟୀ, ଅନିଲ ଦିଲ୍ଲୀରୁ ଶ୍ରମିକଙ୍କୁ ନିଜ ଗାଡିରେ ନେଇ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜିପୁରରେ ଶନିବାର ଓ ରବିବାର ପହଞ୍ଚାଇଥିଲେ। ଏହି…
Archives


