ଫିଲ୍ମ ଶୁଟିଂ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର
ମୁମ୍ବାଇ,୨୨।୫: ଦେଶରେ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଲକ୍ଡାଉନ ଚାଲିଥିବା ବେଳେ ସମସ୍ତ ଟେଲିଭିଜନ ପ୍ରଡକସନ୍ ଓ ଫିଲ୍ମ ଶୁଟିଂ କାମ ବନ୍ଦ ରହିଛି। ଏହାକୁ ଆରମ୍ଭ କରିବା କଥା ଚିନ୍ତା କରି ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ…
ପ୍ରବାସୀ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ କର୍ନାଟକ ସରକାର
ବେଙ୍ଗାଲୁରୁ,୨୨।୫: ପ୍ରବାସୀ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ କର୍ନାଟକ ସରକାର ବହନ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି। ମେ ୩୧ ପର୍ଯ୍ୟନ୍ତ ଯେଉଁ ଶ୍ରମିକମାନେ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ କର୍ନାଟକ ଗସ୍ତ କରିଛନ୍ତି ସେମାନଙ୍କ ଗସ୍ତ ଖର୍ଚ୍ଚ…
ଲକ୍ଡାଉନ ଯୋଗୁ କମିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୮ ହଜାର ଅତିକ୍ରମ କରିସାରିଥିବା ବେଳେ ଲକ୍ଡାଉନ ଯୋଗୁ ସଂକ୍ରମଣ ସଂଖ୍ୟା କମ୍ ରହିଛି ବୋଲି କହିଛନ୍ତି ଏମ୍ପପାଓ୍ବାର୍ଡ ଗ୍ରୁପ ୧ର ଚେୟାରମ୍ୟାନ ଡା.ଭିକେ ପଲ। ଠିକ୍ ସମୟରେ ଯଦି ଲକ୍ଡାଉନ କରାଯାଇ…
ପାକିସ୍ତାନ ବିମାନ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୨୨।୫: ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଲାହୋରରୁ କରାଚି ଯାଉଥିବା…
ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଇଛନ୍ତି ୧୬ ଶିଶୁ !
ନୂଆଦିଲ୍ଲୀ,୨୨।୫: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ କାମଧନ୍ଦା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ…
ବିଏସ୍ଏଫ୍ର ଆଉ ୨୪ ଯବାନ କରୋନା ପଜିଟିଭ
ନୂଆଦିଲ୍ଲୀ,୨୨।୫: ଗତ ୨୪ ଘଣ୍ଟା ମଧ୍ୟରେ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍ଏଫ୍)ର ଆଉ ୨୪ ଜଣ ଯବାନ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ମିଳିଛି। ଏହାକୁ ନେଇ ଏବେ ବିଏସ୍ଏଫ୍ର ମୋଟ ୧୦୮ ଯବାନଙ୍କ ଚିକିତ୍ସା ଚାଲିଛି। ତେବେ ବିଏସ୍ଏଫ୍ର…
ସୋସିଆଲ ମିଡିଆର ଭାଇରାଲ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ମମତାଜ
ମୁମ୍ବାଇ,୨୨।୫: ନିକଟରେ ବଲିଉଡ୍ ତା’ର ଦୁଇ ଭେଟେରାନ କଳାକାରଙ୍କୁ ହରାଇଥିବା ବେଳେ ଏବେ ଆଉ ଜଣେ ଭେଟେରାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ମମତାଜଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ ଏହାକୁ ନେଇ ସେ…
ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !
ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଆଉ ମଝିରେ ମଝିରେ ସୋସିଆଲ ମିଡିଆରେ…
ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କଥା ଦେଇନାହୁଁ: ଧୂମଲ
ନୂଆଦିଲ୍ଲୀ,୨୨।୫(ପି.ଟି.): ଆସନ୍ତା ଅଗଷ୍ଟରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି କଥା ଦେଇନାହୁଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ କୁମାର ଧୂମଲ କହିଛନ୍ତି। ଏହି କ୍ରମରେ ଗସ୍ତ ନେଇ ଦକ୍ଷିଣ ଆଫ୍ରିକା କରିଥିବା ଦାବିକୁ…
ଡିସେମ୍ବରରେ ଆୟୋଜନ ହେବ ଇଣ୍ଡିଆ ଓପନ୍: ୨୦୨୦ର ଅବଶିଷ୍ଟ କ୍ୟାଲେଣ୍ଡର ଘୋଷଣା କଲା ବିଡ଼ବ୍ଲ୍ୟୁଏଫ୍
ନୂଆଦିଲ୍ଲୀ,୨୨।୫(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ହେଉଥିବା ଇଣ୍ଡିଆ ଓପନ୍ ବ୍ୟାଟ୍ସମ୍ୟାନ ଟୁର୍ନାମେଣ୍ଟ ନୂଆ ତାରିଖ ଘୋଷଣା କରାଯାଇଛି। କୋଭିଡ-୧୯ ମହମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହା ଡିସେମ୍ବର ଖେଳାଯିବ ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ…
ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ
ବ୍ରିସ୍ବେନ୍,୨୨।୫(ଏପି): ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପର ୮୩ ବର୍ଷରେ ପରଲୋକ ଗମନ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୃତ୍ୟୁବରଣ କରିଛନ୍ତି ବୋଲି ଟେନିସ୍ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ପୂର୍ବତନ ୧…
ଟି୨୦ ବିଶ୍ୱକପ୍ ଘୁଞ୍ଚିବା ନିଶ୍ଚିତ: ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା
ମୁମ୍ବାଇ,୨୨।୫: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଘୁଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଔପଚାରିକ…
Archives


