କୋଲକାତାର ଏହି କଲେଜରେ ପଢ଼ିବେ ସନ୍ନି ଲିଓନି ! କହିଲେ ‘ଆଶାକରେ ତୁମେମାନେ ମୋ କ୍ଲାସରେ ଥିବ’

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। କୋଲକାତାର ଏକ କଲେଜରେ ବିଏ ଆଡମିଶନ୍‌ ପାଇଁ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ପ୍ରଥମ ମେରିଟ୍‌ ଲିଷ୍ଟରେ ତାଙ୍କ ନାମ ଥିବା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ସେ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ସେମିଷ୍ଟାରରେ ତୁମମାନଙ୍କ ସହ ଦେଖା। ଆଶା କରୁଛି ତୁମେ ମାନେ ମୋ କ୍ଲାସରେ ଥିବ ବୋଲି ସନ୍ନି କହିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଛି।

ଆଶୁତୋଷ କଲେଜରେ ବିଏ(ଇଂରାଜୀ ଅନର୍ସ)ର ମେରିଟ୍‌ ତାଲିକା ପ୍ରକାଶ ପାଇଥିଲା। ଏଥିରେ ସନ୍ନିଙ୍କ ନାମ ସର୍ବଗ୍ରେ ଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ ଏଥିରେ ଆବେଦନ ଆଇଡି ଏବଂ ରୋଲ ନଂ ମଧ୍ୟ ରହିଥିଲା। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଚାରୋଟି ବିଷୟରେ ତାଙ୍କୁ ପୂର୍ଣ୍ଣ ମାର୍କ ଦିଆଯାଇଥିବା ଦେଖାଯାଉଛି। ତେବେ କେହି ଜାଣିଶୁଣି ଏଭଳି କରିଥିବା ନେଇ ଆଲୋଚନା ହେଉଛି। ତେବେ ସନ୍ନି ଏବେ ଆମେରିକାରେ ଅଛନ୍ତି। ସ୍ବାମୀ ଡେନିଏଲ୍‌ ଓ୍ବେବର ଏବଂ ପିଲାମାନଙ୍କ ସହ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ୍‌,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ...

୪୦ ବର୍ଷ ପରେ ନିଜକୁ ଫିଟ୍‌ ରଖିବାକୁ ଚାହୁଁଥିଲେ, ଏହିସବୁ ଅଭିନେତ୍ରୀଙ୍କ ଫିଟ୍‌ନେସ୍‌ ଟିପ୍ସ କରନ୍ତୁ ଫଲୋ

ବଲିଉଡ ସେଲିବ୍ରିଟିମାନେ ନିଜକୁ ଫିଟ୍‌ ରଖିବାକୁ କଠିନ ପରିଶ୍ରମ କରନ୍ତି। ଅନେକ ସେଲିବ୍ରିଟି ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗ କରିବାକୁ ଆଦୌ ଭୁଲନ୍ତି ନାହିଁ।...

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର...

‘ଲକ୍‌ଅପ୍‌’ ୱିନରଙ୍କୁ କଙ୍ଗନାଙ୍କ ଯାଦୁ କି ଝପ୍ପି

ମୁମ୍ବାଇ: ଶୋ’ ଲକ୍‌ଅପ୍ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଥିଲା ଖୁବ୍ ଚର୍ଚ୍ଚାରେ । ପ୍ରତିଦିନ କଣ୍ଟେଷ୍ଟାଣ୍ଟଙ୍କ ସମ୍ପର୍କରେ ନୂଆ ନୂଆ କଥା ଜାଣିବାକୁ ମିଳୁଥିଲା ।...

କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ...

୧୫ କୋଟିର ଆପାର୍ଟମେଣ୍ଟ, ଭଳିକି ଭଳି ଦାମୀ ଗାଡ଼ି; ଅଭିନେତ୍ରୀଙ୍କ ବାର୍ଷିକ ଆୟ ଜାଣିଲେ…

ବମ୍ବେ: କବିର ସିଂହ ଅଭିନେତ୍ରୀ କିଆରା ଆଡଭାନୀ ୨୯ ବର୍ଷର ହୋଇଛନ୍ତି। ଜୁଲାଇ ୩୧ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ...

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି...

Advertisement
Archives

Model This Week