ଜୁମ୍‌ ଆପ୍‌ରେ ବୈଠକ ପରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ସରକାରୀ ଅଧିକାରୀ!

ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍‌ ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍‌ଲାଇନ୍‌ ପାଠପଢା। ପୁଣି କୌଣସି ବନ୍ଧୁବାନ୍ଧବଙ୍କ ସହ ଟିକେ କଥାବାର୍ତ୍ତା। ଏହାକୁ ନେଇ ଜୁମ୍‌ ଆପ୍‌ ବହୁଳ ପରିମାଣରେ ବ୍ୟବହାର ହୋଇଛି। ଜଣେ ବ୍ୟକ୍ତି ଚାହିଁଲେ ଏହି ଆପର କ୍ୟାମେରାକୁ ନିଜ ଇଚ୍ଛାରେ ବନ୍ଦ କରି ଦେଇ ପାରିବେ। ହେଲେ କେବେ କେବେ ତରବର ହୋଇ ଅବା ଲମ୍ବା ମିଟିଂ ପରେ କେହି କେହି ଏହି କ୍ୟାମେରାକୁ ବନ୍ଦ କରିବାକୁ ଭୁଲି ଯାଇଥାଆନ୍ତି। ଫଳରେ ବେଳେ ବେଳେ ମିଟିଂ ପରର ସବୁ ଦୃଶ୍ୟ ସାମ୍ନାରେ ଥିବା ଲୋକଟି ଦେଖିପାରିଥାଏ। ଏମିତି ଘଟଣା ଘଟିଛି ଫିଲିପିନ୍ସରେ। ଯେଉଁଠାରେ ଜଣେ ସରକାରୀ ଅଧିକାରୀ ଅଫିସ ମିଟିଂ ପରେ ତାଙ୍କ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଧରାପଡିଛନ୍ତି। ଏହି ଘଟଣା ପରେ ଉଭୟଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ

କ୍ୱିଭ,୧୩ ।୩: ୟୁକ୍ରେନ୍ ଉପରେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ରୁଷିଆ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ଏହାରି ଭିତରେ ଏହି ଯୁଦ୍ଧକୁ...

ସ୍କୁଲରୁ ଛୁଟି ନ ନେଇ ୫୦ ଦେଶ ବୁଲିଲେଣି ଛାତ୍ରୀ

ଲଣ୍ଡନ,୨୩ା୭ ନୂଆ ସ୍ଥାନ ବୁଲିବା ପ୍ରାୟତଃ ସବୁ ବୟସ ବର୍ଗର ଲୋକଙ୍କ ପସନ୍ଦ। ସେମାନଙ୍କ ଭିତରୁ ଜଣେ ହେଲେ ଆଦିତୀ ତ୍ରିପାଠୀ। ବୟସ ମାତ୍ର ୧୦...

ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ...

ରାଜପରିବାରରେ ଭେଦଭାବ ନାହିଁ

ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ...

ତାଲିବାନ ଶାସନରେ ୧୬୦ ମିଡ଼ିଆ ହାଉସ ବନ୍ଦ, ୨୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ବେରୋଜଗାର…

କାବୁଲ, ୨୭।୮ : ତାଲିବାନର ଶାସନକୁ ଏକ ବର୍ଷ ପୂରଣ ହୋଇ ସାରିଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନର ଗଣମାଧ୍ୟମ ନିଜର ସ୍ଥିତି ବଞ୍ଚାଇ ରଖିବାକୁ...

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ

କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି...

ପ୍ରତିରକ୍ଷା ବଜେଟ ବଢ଼ାଇବାର ସଙ୍କେତ ଦେଲା ଚାଇନା…

ବେଜିଂ,୫।୩ : ଚାଇନା ଏହାର ବାର୍ଷିକ ସଂସଦ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ସଂସଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ...

Advertisement
Archives

Model This Week