ଜୁମ୍‌ ଆପ୍‌ରେ ବୈଠକ ପରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ସରକାରୀ ଅଧିକାରୀ!

ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍‌ ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍‌ଲାଇନ୍‌ ପାଠପଢା। ପୁଣି କୌଣସି ବନ୍ଧୁବାନ୍ଧବଙ୍କ ସହ ଟିକେ କଥାବାର୍ତ୍ତା। ଏହାକୁ ନେଇ ଜୁମ୍‌ ଆପ୍‌ ବହୁଳ ପରିମାଣରେ ବ୍ୟବହାର ହୋଇଛି। ଜଣେ ବ୍ୟକ୍ତି ଚାହିଁଲେ ଏହି ଆପର କ୍ୟାମେରାକୁ ନିଜ ଇଚ୍ଛାରେ ବନ୍ଦ କରି ଦେଇ ପାରିବେ। ହେଲେ କେବେ କେବେ ତରବର ହୋଇ ଅବା ଲମ୍ବା ମିଟିଂ ପରେ କେହି କେହି ଏହି କ୍ୟାମେରାକୁ ବନ୍ଦ କରିବାକୁ ଭୁଲି ଯାଇଥାଆନ୍ତି। ଫଳରେ ବେଳେ ବେଳେ ମିଟିଂ ପରର ସବୁ ଦୃଶ୍ୟ ସାମ୍ନାରେ ଥିବା ଲୋକଟି ଦେଖିପାରିଥାଏ। ଏମିତି ଘଟଣା ଘଟିଛି ଫିଲିପିନ୍ସରେ। ଯେଉଁଠାରେ ଜଣେ ସରକାରୀ ଅଧିକାରୀ ଅଫିସ ମିଟିଂ ପରେ ତାଙ୍କ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଧରାପଡିଛନ୍ତି। ଏହି ଘଟଣା ପରେ ଉଭୟଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…

କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍‌ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ...

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ...

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ...

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି...

ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ...

ପ୍ରିନ୍ସ ଓ୍ବିଲିୟମ୍‌ଙ୍କୁ ମିଳିଲା ନୂଆ ରାଜକୀୟ ପଦ

ଲଣ୍ଡନ,୨୭।୧: ବ୍ରିଟେନର ମହାରାଣୀ ଏଲିଜାବେଥ ତାଙ୍କ ବଡ଼ ନାତି ପ୍ରିନ୍ସ ଓ୍ବିଲିୟମ୍‌ଙ୍କୁ ଏକ ନୂଆ ରାଜକୀୟ ଉପାଧିରେ ପୁରସ୍କୃତ କରିଛନ୍ତି। ନିକଟରେ ସସେ୍‌କ୍ସର ଡ୍ୟୁକ ଓ...

ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ...

ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ...

Advertisement


Archives

Model This Week