କାନ୍ଦୁଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଝିଅ: ଜାଣନ୍ତୁ କାହିଁକି…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ କୌଣସି ସୁପରଷ୍ଟାରଙ୍କଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନୁହନ୍ତି। ତାଙ୍କର ଅନେକ ଫ୍ୟାନ୍‌ କ୍ଲବ ମଧ୍ୟ ରହିଛି। ଏହି କାରଣରୁ ସୁହାନାଙ୍କର କୌଣସି ଫଟୋ ପୋଷ୍ଟ ହେବା ମାତ୍ରେ ଇଣ୍ଟରନେଟ୍‌ରେ ତାହା ଭାଇରାଲ ହୋଇଥାଏ। ଏବେ ସେମିତି କିଛି ଫଟୋ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ପୋଷ୍ଟ ହୋଇଥିବା ଗୋଟିଏ ଫଟୋରେ ସୁହାନା କାନ୍ଦୁଥିବା ପରି ଦେଖାଯାଉଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଦୁଃଖୀ ଲାଗୁଛନ୍ତି। ତାଙ୍କର ଏପରି ଫଟୋ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଫଟୋକୁ ଶେୟାରକରି ସୁହାନା କ୍ୟାପସନରେ ଲେଖିଛନ୍ତି- ଅଭିନନ୍ଦନ, ଯଦି ଆପଣମାନେ ମୋତେ କାନ୍ଦୁଥିବାର ଦେଖି ନାହାନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, କ୍ୱାରାଣ୍ଟାଇନ୍‌ ଫିଲ୍ମିଂ। ଏହା ସାଙ୍ଗଙ୍ଗୁ ସେ କେତୋଟି ଇମୋଜି ମଧ୍ୟ ଛାଡିଛନ୍ତି। ଏହାକୁ ଦେଖି ଅନୁମାନ କରାଯାଉଛି ଯେ, ସୁହାନଙ୍କର କୌଣସି ଫିଲ୍ମ ବା କ୍ଷୁଦ୍ର ଫିଲ୍ମ ଶୁଟିଂ ସମୟର ଏହି ଫଟୋ ଉଠାଯାଇଛି। ତେବେ ଏହା ଯଦି ସତ ତେବେ ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ, ସୁହାନାଙ୍କ ଅଭିନୟ ଦକ୍ଷତା ପ୍ରକୃତରେ ଆଶ୍ଚର୍ଯ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ...

ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ...

ପ୍ରେମରେ ପଡ଼ିଛନ୍ତି ରୁଦ୍ର

ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ...

ମାତ୍ର ୫ ଟଙ୍କା ପାଇଁ ଗୀତ ଗାଉଥିଲେ ସୋନୁ ନିଗମ

ସିଙ୍ଗର ସୋନୁ ନିଗମ ବଲିଉଡ୍‌ରେ ମ୍ୟୁଜିକ୍‌ ମାଫିଆ ବିଷୟରେ କହିବା ପରଠାରୁ ଏକ ଭିନ୍ନ ପ୍ରକାର ବିବାଦ ଆରମ୍ଭ ହୋଇଯାଇଛି। ସୋନୁ ଯେଉଁପରି ଭାବେ ଟି...

ସଲମାନ୍‌, ଅମୀରଙ୍କୁ କେବେ ପ୍ରଶଂସା କରନ୍ତିନି ଏହି ପ୍ରଯୋଜକ

ନିଜର ଦମ୍‌ଦାର ଅଭିନୟ ପାଇଁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଖବର ବଲିଉଡ୍‌ ସହିତ ସମଗ୍ର...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮...

ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

Coronavirus Update

Archives

Model This Week

Why Dharitri