Posted inଜାତୀୟ

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ୧୯ତମ ଦରବାରି ସେଠ୍‌ ମେମୋରିଆଲ ଲେକଚର୍‌ ଅବସରରେ ନିଜ ଭାଷଣରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର। ଏଥିସହ ସେ ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁ ଦେଶ ଆତଙ୍କବାଦୀଙ୍କ ଉତ୍ପାଦନକୁ ପ୍ରାଥମିକ ରପ୍ତାନିରେ ପରିଣତ କରିଛିି ଏବେ ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦ ଓ ମହାମାରୀ ଉପରେ ବିଶ୍ୱର ପ୍ରତିକ୍ରିୟା ସେତେବେଳେ ଆସିଥିଲା ଯେତେବେଳେ ଏକ ନିର୍ଦ୍ଧିଷ୍ଟ ଘଟଣା ଯଥେଷ୍ଟ ବ୍ୟାଘାତ ସୃଷ୍ଟି କରିଥିଲା। ଆତଙ୍କବାଦ ବିରୋଧରେ ସଂଘର୍ଷ ଚାଲିଛି ଏହାକୁ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ବ୍ୟବସ୍ଥା ଆବଶ୍ୟକ ବୋଲି ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ଉଦୟପୁର ଓ ଜୟପୁର

ନୂଆଦିଲ୍ଲୀ,୧୩।୭: ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ୨ ସହର ରହିଛନ୍ତି। ଏନେଇ ପର୍ଯ୍ୟଟନ ପ୍ରତିକା ଟ୍ରାଭେଲ ପ୍ଲସ୍‌ ରେଜର ମାଗାଜିନ୍‌ରେ ରିପୋର୍ଟ...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା...

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ...

ଗଡ଼କରୀଙ୍କୁ ଷ୍ଟାଲିନଙ୍କ ଚିଠି: ଏନଏଚଏଆଇକୁ ତାମିଲନାଡୁ ସହଯୋଗ କରୁ ନ ଥିବା ଧାରଣା ଭୁଲ…

ଚେନ୍ନାଇ,୧୧।୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉତ୍ତର ସଂସଦରେ ଏକ ଭାବନା ସୃଷ୍ଟି...

କଂଗ୍ରେସ ଏମ୍‌ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ

ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ...

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଜିଲା ବଲଦାନା ଗ୍ରାମର ଏକ ସଭାକୁ ହାର୍ଦ୍ଦିକ ସମ୍ବୋଧିତ...

ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ...

Advertisement
Archives

Model This Week