Home Left

ନିଃସର୍ତ୍ତ ସହଯୋଗ ଲାଗି ଶ୍ରଦ୍ଧାଙ୍କ ଗୁରୁତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ୟୁଟ୍‌ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ହାତୀ ତାର ଶୁଣ୍ଢରେ ପାଣି ନେଇ ତା’ର ଅନ୍ୟ ପାର୍ଶ୍ୱରେ ଥିବା ଏକ ଓଟ ଉପରକୁ ଫୋପାଡ଼ୁଛି।…

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯାଏ, ଲାଭଦାୟକ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ସୋସିଆଲ ପ୍ଲାଟ୍‌ଫର୍ମ ହିଁ ସାରା…

ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ ସୋମବାର ଟୋକିଓ ସମେତ ଅବଶିଷ୍ଟ ୪ଟି ଅଞ୍ଚଳରୁ ଏହାକୁ ହଟାଇଦିଆଯାଇଛି। ଟୋକିଓ, କନଗଓ୍ବା, ଚିବା…

ମାଇଗ୍ରେଶନ କମିଶନ ଗଠନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୬ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ୨୩ ଲକ୍ଷ ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶ ଫେରିଲେଣି। ଏବେ ସେମାନଙ୍କୁ ନିଯୁକ୍ତି ଓ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ…

ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ମୃତ୍ୟୁର ପ୍ରମୁଖ କାରଣ

ନୂଆଦିଲ୍ଲୀ, ୨୬ା୫: ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ବହୁ ସଂଖ୍ୟାରେ ମୃତ୍ୟୁ ଏହାର ଭୟାବହତାକୁ ଦର୍ଶାଉଛି। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ସାଧାରଣତଃ ଶ୍ୱାସକ୍ରିୟାରେ ବିଫଳତା ଯୋଗୁ ହେଉଥିବା ତଥ୍ୟ କହୁଛି। କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବାର…

ଉତ୍ତରପୂର୍ବ ଭାରତରେ ଭୂକମ୍ପ

ନୂଆଦିଲ୍ଲୀ,୨୬ା୫: ଉତ୍ତରପୂର୍ବ ଭାରତରେ ସୋମବାର ରାତି ୮ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁର ହୋଇଥିବାବେଳେ ଏହାର ଝଟକା ଆସାମ, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ ଅନୁଭୂତ ହୋଇଥିଲା। ମଣିପୁରର…

ବନ୍ତ ପୋଲିସର ମାଡ଼ ଘଟଣା: ଟୁଇଟ ପରେ କନଷ୍ଟେବଳ ନିଲମ୍ବିତ

ଭଦ୍ରକ ଅଫିସ,୨୬।୫: ବନ୍ତ ଥାନାଧିକାରୀଣୀଙ୍କ ଉପସ୍ଥିତିରେ ରାସ୍ତା ଉପରେ ଜଣେ ଲୋକଙ୍କୁ ଗୋଡାଇ ଗୋଡ଼ାଇ ପିଟିବା ଘଟଣା। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଏହି ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ବନ୍ତ ଥାନାରେ ଏନେଇ ଏକ ମାମଲା ରୁଜୁ…

ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେଲେ ସଚିନ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଯଦିଓ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ନିକଟରେ ସେ ୨୫ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଖାସ୍‌ ଦିନରେ…

ବିମାନ କମ୍ପାନୀ ପ୍ରୀତି ଛାଡ଼ି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୬ା୫(ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଉଡ଼ାଣ ସମୟରେ ୩ଟିକିଆ ସିଟ୍‌ର ମଝି ସିଟ୍‌ରେ ବସି ଯାତ୍ରୀମାନେ ଯାଇପାରିବେ। ଏହି ଅନୁମତି କେବଳ ଆସନ୍ତା ୧୦ଦିନ ପାଇଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୬ତାରିଖଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା…

ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟକୁ ଘେରିରହିଛି ପ୍ରାକୃତିକ ବିପତ୍ତି। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟ ରାଜକୋଷକୁ ଦୋହଲାଇ ଦେଉଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। କେଉଁ ବର୍ଷ ବାତ୍ୟା ତ ପୁଣି କେଉଁ ବର୍ଷ ବନ୍ୟା ଓ…

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ମଙ୍ଗଳବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍‌ ମୂଲ୍ୟାୟନକାରୀ ଖାତା ଦେଖିବେ। ଏଥିସହ ସାନିଟାଇଜର ବ୍ୟବହାର ଉପରେ…

ଭୁବନେଶ୍ୱରକୁ ଉଡ଼ିଲା ବିମାନ, ୫ ବାତିଲ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଚଳାଚଳ କରିଛି। ପ୍ରଥମେ ଦିଲ୍ଲୀରୁ ଭିସ୍ତାରା (ୟୁକେ୭୮୫) ବିମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri