ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଜୁଲାଇ ୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରୀତମ୍‌ଙ୍କ ଓ୍ବାର୍କର୍ସ ପାର୍ଟି ୯୩ଟି ଆସନରେ ଲଢ଼ି ୧୦ଟିରେ ବିଜୟୀ ହୋଇଥିଲା। ଫଳରେ ଏହି ଦଳ ସିଙ୍ଗାପୁର ସଂସଦୀୟ ଇତିହାସରେ ବୃହତ୍‌ ବିରୋଧୀ ଦଳର ମାନ୍ୟତା ହାସଲ କରିଥିଲା। ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ସହିତ ପ୍ରୀତମ୍‌ଙ୍କୁ ଦେଶର ପ୍ରଥମ ବିରୋଧୀ ଦଳ ନେତା ଭାବେ ଗୃହର ନେତା ଇନ୍ଦ୍ରାଣୀ ରାଜା ଆନୁଷ୍ଠାନିକ ସ୍ବୀକୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୪(ପି.ଟି.): ଶ୍ରୀଲଙ୍କାରେ ଇଷ୍ଟର ପାଳନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୨୧୫ ନିହତ ଓ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏହାକୁ ନେଇ ଶୋକବ୍ୟକ୍ତ କରିବାକୁ...

ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍‌ କୋଡ୍‌ ନିୟମ...

ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର...

ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା...

କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦...

ୟୁକ୍ରେନ୍‌ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…

ଜେନେଭା, ୧।୨ : ୟୁକ୍ରେନ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ...

ଆକାଶରେ ପିଟି ହେଲେ ବାୟୁ ସେନାର ଦୁଇ ବିମାନ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁ ସେନାର ଦୁଇ ଯୁଦ୍ଧ ବିମାନ ଶୁକ୍ରବାର ଟ୍ରେନିଂ ବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ...

ରୁଷିଆର ଗ୍ୟାସ୍‌ ଯୋଗାଣ ବନ୍ଦ ଧମକ

ମସ୍କୋ, ୯ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଯୋଗୁ ରୁଷିଆ ଉପରେ ଆମେରିକା ସମେତ ବିଭିନ୍ନ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମ,...

Advertisement
Archives

Model This Week