Posted inଜାତୀୟ

ବଜାରରେ ମିଳିବ ମୋଦି ଇଡ୍‌ଲୀ, ୧୦ ଟଙ୍କାରେ ଏତିକିଟା ଖାଇପାରିବେ

ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍‌ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି ଦୋକାନରେ ଏହା ଉପଲବ୍ଧ ହେବ। ଏହା ପରେ ଏହାର ବିକ୍ରିକୁ ଦେଖି ଦୋକାନଗୁଡ଼ିକ ବୃଦ୍ଧି କରାଯିବ ବୋଲି ଜଣାପଡିଛି। ତାମିଲନାଡୁର ସହରର ସବୁ ସ୍ଥାନରେ ମୋଦି ଇଡ୍‌ଲୀର ପୋଷ୍ଟର ମଧ୍ୟ ଲଗାଯାଇଛି। ମୋଦି ଇଡ୍‌ଲୀର ମୂଲ୍ୟ ୧୦ ଟଙ୍କା ରହିଛି। ଲୋକଙ୍କୁ ୧୦ ଟଙ୍କା ପାଇଁ ୪ଟା ଇଡ୍‌ଲୀ ଦିଆଯିବ ଏହା ସହିତ ସମ୍ବର ମଧ୍ୟ ମିଳିବ। ମୋଦି ଇଡ୍‌ଲୀ ବିକ୍ରି କରିବାର ଚିନ୍ତା ରାଜ୍ୟ ଭାଜପା ନେତା ମହେଶଙ୍କଠାରୁ ଆସିଛି। ସେ ସହରରେ ଏହାର ପୋଷ୍ଟର ମଧ୍ୟ ଲଗାଇଛନ୍ତି। ପୋଷ୍ଟରରେ ଲେଖାଯାଇଛି, ମହେଶ ପ୍ରସ୍ତୁତ କରନ୍ତି ମୋଦି ଇଡଲି। ପ୍ରତିଦିନ ପ୍ରାୟ ୪୦ ହଜାର ମୋଦି ଇଡ୍‌ଲୀ ପ୍ରସ୍ତୁତ କରାଯିବ। ଆଗାମୀ ସପ୍ତାହରୁ ଏହାର ଆରମ୍ଭ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୬ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ,୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ମିଶିଲା ଲୋକ ସଭା, ରାଜ୍ୟ ସଭା ଟିଭି

ନୂଆଦିଲ୍ଲୀ,୨ ।୩: ଲୋକ ସଭା ଓ ରାଜ୍ୟ ସଭା ଟିଭି ମିଶି ସଂସଦ ଟିଭି ହୋଇଛି । ଅବସରପ୍ରାପ୍ତ ଆଇଏଏସ୍ ରବି କପୁର ଏହାର ଚିଫ୍...

କୁଳପତି ନିଯୁକ୍ତ କରିବେ ରାଜ୍ୟ ସରକାର

ଚେନ୍ନାଇ,୨୬ା୪:ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ଏବେ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟ ସରକାର କରିବେ। ଏନେଇ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଦୁଇଟି ବିଲ୍‌ ଗୃହୀତ...

ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ …

ଉଦାମପୁର,୨୧।୯: ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

-ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା: କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ପେଶାୱାର,୧୫।୫:ପାକିସ୍ତାନର ପେଶାୱାରରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଭାରତ ପକ୍ଷରୁ କଡା ଆପତ୍ତି ଉଠିଛି। ଏହି ଘଟଣାର...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ...

ଆଇଟି ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ...

ନଦୀରେ ଦୁର୍ଘଟଣା, ମିଳୁନି ଅନେକ ଯାତ୍ରୀଙ୍କ ପତ୍ତା

ଗୁଆହାଟି,୮।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ମଧ୍ୟରେ ଧକ୍କା ହୋଇଛି। ଉଭୟ ବୋଟରେ ଅତିକମ୍‌ରେ ୧୦୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ...

Advertisement
Archives

Model This Week