ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏହି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ

ଢାକା,୧।୯:ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ଦେଶରେ ୭ ଦିନିଆ ଶୋକ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ। ପଡୋଶୀ ଦେଶ ବାଂଲାଦେଶ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଜାତୀୟ ଶୋକ ଘୋଷଣା କରିଛି। ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ବୁଧବାର ଦିନ ବାଂଲାଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପତାକା ଅର୍ଦ୍ଧନୀମିତ କରାଯିବ। ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ସେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାନବ ଜାତି ପାଇଁ ଗର୍ବର ଦିନ

ଓ୍ବାଶିଂଟନ,୨୧।୭: ଠିକ୍‌ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ...

କୋଟିଏରୁ ଅଧିକ ପାଲଟିଲେ ଶରଣାର୍ଥୀ…

କ୍ୱିଭ୍‌,୨୧।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ସଙ୍କଔ ଜନକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟର ଅଭାବ ସହିତ ସୁରକ୍ଷାକୁ...

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ...

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ,୨୫ ।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ କିଛି ମାସ ମଧ୍ୟରେ ଇସ୍ରାଏଲ ଗସ୍ତ ପରିପାରନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ ଇସ୍ରାଏଲ...

ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର

ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ...

ମୁଲ୍ଲାଙ୍କୁ ଫୋନ୍‌ କଲେ ଟ୍ରମ୍ପ୍‌: କଏଦୀଙ୍କ ମୁକ୍ତି ନେଇ ଏବେ ବି ସନ୍ଦେହ !

ଓ୍ବାଶିଂଟନ,୪।୩: ତାଲିବାନ ମୁଖ୍ୟ ମୁଲ୍ଲା ବରଦାରଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା ହୋଇଛି। ଜଣେ ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କ ସହିତ ନେଇ...

ଇମ୍ରାନ ହତାଶ

ଇସଲାମାବାଦ,୨୮ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ବି ରାଜନୈତିକ ଉତ୍ତେଜନା ଲାଗି ରହିଛି। ପାକିସ୍ତାନର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅସନ୍ତୋଷ...

Advertisement
Archives

Model This Week