Home Left

ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ଏହି ସମୟରେ ଚାଇନା ପ୍ରଥମ ଥର ପାଇଁ…

ଦୁଇଟି ସନ୍ତାନର ପିତାଙ୍କୁ ବିବାହ କରିଥିଲେ ଶବାନା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାୟିକା ଶବାନା ଆଜମୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କମର୍ସିଆଲ ଓ ଆର୍ଟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ଏହି ନାୟିକା । ୧୮ସେପ୍ଟେମ୍ବର…

ଏହି କାରଣରୁ ମଣିଷ ହୁଏ ଦୁଃଖୀ, ହୋଇଯାନ୍ତୁ ସାବଧାନ

ଜୀବନର ଦୁଃଖ ଏବଂ କଷ୍ଟ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ମଣିଷ ସମସ୍ତ ଯନ୍ତ୍ରଣାରୁ ମୁକ୍ତି ଚାହୁଁଥିଲେ ସୁଦ୍ଧା ଯନ୍ତ୍ରଣା କେବେ ପିଛା ଛାଡ଼େ ନାହିଁ। बन्धाय विषयाऽऽसक्तं मुक्त्यै…

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମିତ ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) କରୋନା ରୋଗୀଙ୍କ ଚିକିତ୍ସା ସମୟରେ ମୃତ୍ୟୁବରଣ…

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ଅଭିଯୋଗ କରିଛି। ଗତ ୧୧ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ,…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇଲେ କୃଷକ

ମୁକ୍ତସର,୧୮।୯: ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଆଗତ କରାଯାଇଥିବା କୃଷି ବିଲ ବିରୋଧରେ ଚାଷୀଙ୍କ ରାଗ ବଢିବାରେ ଲାଗିଛି। ହରିୟାଣା ଏବଂ ପଞ୍ଜାବର କୃଷକମାନେ ରାଜରାସ୍ତାକୁ ଓହ୍ଲାଇ କୃଷି ସହ ଜଡିତ ୩ଟି ବିଲ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ପଞ୍ଜାବର…

ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଅବ୍ୟବସ୍ଥା

କଟକ ଅଫିସ,୧୮ା୯: ଏସ୍‌ସିବି ମେଡିକାଲର ଆଇସୋଲେଶନ ୱାର୍ଡରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରି କଂଗ୍ରେସ ନେତା ମାନସ ଚୌଧୁରୀ ଟୁଇଟରରେ ଗୁରୁବାର ଏକ ଭିଡିଓ ପୋଷ୍ଟ କରିଛନ୍ତି।…

ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ ଫଲୋଅର୍ସ ବଢାଇବା ପାଇଁ ୟୁଜର୍ସ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଏହିପରି ଜଣେ…

ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍‌ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ପୋଲିସ ସୂଚନାନୁଯାୟୀ, ଆଜି ଭୋର୍‌ରୁ ଭରତପୁର ନିକଟରେ ଏକ ବୋଲେରୋରେ…

ଜନ୍ମଦିନରେ ଏହି ୬ ଉପହାର ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମର ୧୭ରେ ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନେକ ଶୁଭେଚ୍ଛା ଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକେ ପ୍ରଧାନମନ୍ତ୍ରୀ ମୋଦି…

କଂଗ୍ରେସ ଛାଡ଼ିଲେ ରାଜକିଶୋର

ଜଗତ୍‌ସିଂହପୁର ଅଫିସ,୧୮।୯: ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗପରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ନଭେମ୍ବର ଶେଷ ସୁଦ୍ଧା ଉପନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କିତ ସୂଚନା ଦେଲାପରେ ବିଜେଡି,…

ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା: ହାଇକୋର୍ଟରେ ପ୍ରେମିକଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ମାମଲାରେ ପ୍ରେମିକ ବିକ୍ରମ କେଶରୀ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ଜିଲା ଦୌରାଜଜ୍‌ କୋର୍ଟରେ ତାଙ୍କ ଜାମିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?