ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ
ଡେରାଡୁନ,୫।୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାପଡିଛି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସୁସ୍ଥ ଥିବା ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କ କରୋନା ଟେଷ୍ଟ…
ଐଶ୍ୱର୍ଯ୍ୟା ରାୟଙ୍କ ଗୀତରେ ନୃତ୍ୟକରି ଦର୍ଶକଙ୍କ ମନ ଜିଣିଲେ ପ୍ରିୟା ପ୍ରକାଶ
ନିଜର ଫେସିଆଲ ଏକ୍ସପ୍ରେସନ୍ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟର ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ଧୂମ୍ ମଚାଇଛନ୍ତି। ପ୍ରିୟା ନିଜ ଇନ୍ଷ୍ଟାଗ୍ରାମ୍ ସାଇଡ୍ରେ ଏକ ନୃତ୍ୟ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଐଶ୍ୱର୍ଯ୍ୟା…
ମୋଦି ସରକାରଙ୍କ ନିଷ୍ପତ୍ତି: ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଆରମ୍ଭ ହେବ ନାହିଁ କୌଣସି ନୂଆ ସ୍କିମ
ନୂଆଦିଲ୍ଲୀ,୫।୬: କରୋନା ସଙ୍କଟ ଏବଂ ଲକ୍ଡାଉନ୍ ଯୋଗୁ ଦେଶର ଅର୍ଥନୀତି ବିଗିଡିଯାଇଛି। ଦେଶର ରାଜସ୍ବ ଉପରେ ଏହାର ପ୍ରଭାବ ପଡିଛି। ଫଳରେ କେନ୍ଦ୍ର ସରକାର ନୂଆ ଯୋଜନା ଉପରେ ରୋକ ଲଗାଇଦେଇଛନ୍ତି। ଆସନ୍ତା ୯ ମାସ ଅର୍ଥାତ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ…
୨୧ ଜିଲାରୁ ୧୩୦ କରୋନା ପଜିଟିଭ ଚିହ୍ନଟ: ସର୍ବାଧିକ କଟକରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ କରୋନା ଆକ୍ରାନ୍ତ ୨୧ଟି ଜିିଲାର। ତେବେ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ଜଣ ଲେଖାଏ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ…
ସ୍ନାନମଣ୍ଡପରେ ଶ୍ରୀ ବଳଦେବଜୀଉ: ମନ୍ଦିର ନିକଟରେ ୧୪୪ ଧାରା ଜାରି, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ
କେନ୍ଦ୍ରାପଡ଼ା ଅଫିସ,୫ା୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ଶୁକ୍ରବାର ଅରମ୍ଭ ହୋଇଛି। ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ପରେ ଶ୍ରୀ ବଳଦେବଜୀଉଙ୍କ ସହିତ ପ୍ରଭୁ ଜଗନ୍ନାଥ ଏବଂ ମା’ ସୁଭଦ୍ରାଙ୍କୁ ସ୍ନାନମଣ୍ଡପକୁ ସୀମିତ ସଂଖ୍ୟକ ସେବାୟତମାନେ ନେଇଥିଲେ। ଶ୍ରୀଜିଉଙ୍କ ସ୍ନାନ ନୀତି…
୨୬ ବର୍ଷରେ ଏମ୍ପିରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ; ଏମିତି ଥିଲା ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ
ଲକ୍ଷ୍ନୌ,୫।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜୁନ ୫, ୧୯୭୨ରେ ଉତ୍ତରାଖଣ୍ଡର ପୌଡି ଗଡୱାଲଙ୍କ ପଞ୍ଚୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ସେ ଅଜୟ ସିଂ ବିଷ୍ଟ ନାମରେ ଜଣଶୁଣା ଥିଲେ। ଗୋରଖପୁର ଆସିବା…
ସୁଶାନ୍ତଙ୍କ ନିଆରା ପ୍ରୟାସ: ସିଡ୍ବଲ୍ରୁ ସବୁଜିମା
ପୁରୁଣା ଭୁବନେଶ୍ୱର, ୪ା୬(ଡି.ଏନ୍.ଏ.): ଶୁକ୍ରବାର ବିଶ୍ୱ ପରିବେଶ ଦିବସ। ଚଳିତବର୍ଷର ଥିମ୍ ରହିଛି ‘ପ୍ରକୃତି ପାଇଁ ସମୟ ଦେବା’। ଏଭଳି ଏକ ଦିବସରେ ପ୍ରକୃତି ପାଇଁ ସମୟ ଦେଉଥିବା ପ୍ରକୃତ ହିରୋଙ୍କ ଅବଦାନ ସାମ୍ନାକୁ ଆସୁଛି। ଏମିତି ଜଣେ ହିରୋ ହେଉଛନ୍ତି…
ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍-୧୯
କୋଭିଡ୍-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିବା ବିଶ୍ୱକୁ ସଞ୍ଜୀବନୀ ପାଲଟିଛି କୋଭିଡ୍-୧୯। ଏକ ଆକଳନ ଅନୁଯାୟୀ,…
ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା
ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ…
କର୍ନାଟକ, ଝାଡଖଣ୍ଡରେ ଭୂକମ୍ପ ଝଟ୍କା
ବେଙ୍ଗାଲୁରୁ/ରାଞ୍ଚି,୫।୬: ଦେଶର ଦୁଇ ରାଜ୍ୟ କର୍ନାଟକ ଏବଂ ଝାଡଖଣ୍ଡରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟ୍କା ଲାଗିଛି। ସକାଳ ୬ଟା ୫୫ ମିନିଟ୍ରେ ଲୋକେ ଭୂକମ୍ପ ଅନୁଭୂତ କରିଥିବା ସୂଚନା ମିଳିଛି। ଝାଡଖଣ୍ଡରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିବାବେଳେ କର୍ନାଟକର…
ବାଣଭର୍ତ୍ତି ସପୁରି ଖୁଆଇ ହାତୀକୁ ମାରିବା ଘଟଣା:ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା
ନୂଆଦିଲ୍ଲୀ/ପାଲାକ୍କଡ,୫ା୬:କେରଳର ମାଲାପୁରମ୍ରେ ଏକ ଗର୍ଭିଣୀ ହାତୀକୁ ବାଣଭର୍ତ୍ତି ସପୁରି ଖୁଆଇ ହତ୍ୟା କରିବା ଭଳି ଅମାନୁଷିକ ବର୍ବରତାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ…
ଲକ୍ଷାଧିକ ସୁସ୍ଥ ହେଲେଣି
ନୂଆଦିଲ୍ଲୀ, ୫ା୬:ମହାମାରୀ କରୋନା କାୟାବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୮ ହଜାର ଟପିଲାଣି। ୬,୧୦୪ ଜଣଙ୍କ ଜୀବନ ମଧ୍ୟ ଗଲାଣି। କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ ଦେଶରେ ଲକ୍ଷାଧିକ ରୋଗୀ…
Archives


