ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍ କରେଣ୍ଟ ଦେଇ ମାଛଧରା, କମ୍ ଖର୍ଚ୍ଚରେ ମିଳୁଛି ବେଶି ଲାଭ
ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର…
୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ
ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି। ସେଥିମଧ୍ୟରୁ ୧୦ଟି ରାଜ୍ୟରେ ମୃତକଙ୍କ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟାର ୯୫ ପ୍ରତିଶତ ରହିଛି।…
ଏନ୍କ୍ଲୋଜରରେ ରହିଲା ମଣିଷଖିଆ ବାଘ
ଭୋପାଳ, ୭।୬: ମଧ୍ୟପ୍ରଦେଶରେ ଏକ ମଣିଷଖିଆ ବାଘକୁ ଏନ୍କ୍ଲୋଜରରେ ରଖାଯାଇଛି। କାହ୍ନା ଜାତୀୟ ଅଭୟାରଣ୍ୟରେ ଥିବା ଏହି ବାଘକୁ ଟ୍ରାଙ୍କ୍ବ୍ୟୁଲାଇଜ୍ କରାଯାଇ ଭୋପାଳ ବନ ବିହାରକୁ ପଠାଇ ଦିଆଯାଇଛି। ୫ ବର୍ଷ ବୟସ୍କ ୧୮୦ କିଲୋଗ୍ରାମ୍ ବିଶିଷ୍ଟ ଏହି ବାଘ ୩…
ରାଜ୍ୟ ସଭା ନିର୍ବାଚନ: ୧୫ ବିଧାୟକଙ୍କୁ ହୋଟେଲକୁ ପଠାଇଲା କଂଗ୍ରେସ
ଗାନ୍ଧିନଗର,୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ୧୫ ବିଧାୟକଙ୍କୁ ଗୁଜରାଟର ଆନନ୍ଦ ରିସର୍ଟ ପଠାଇ ଦେଇଥିବା ଜଣାପଡିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୩ ନେତା ଇସ୍ତଫା ଦେବା ପରେ ଦଳର ସଦସ୍ୟଙ୍କୁ ଏକଜୁଟ…
ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା ୯ମ ଆକ୍ରାନ୍ତ ଗଞ୍ଜାମ ଜିଲାର। ସେ ୫୫ବର୍ଷୀୟ ପୁରୁଷ। ସେ ଯକ୍ଷ୍ମା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ…
୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର ୨, ଯାଜପୁରର ୭, କେନ୍ଦୁଝର-ଗଞ୍ଜାମ-ପୁରୀ-ନୂଆପଡ଼ାର ୧, ନୟାଗଡ଼ର ୪, କଟକର ୫, ବଲାଙ୍ଗୀରର ୫,…
୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍ଲକ୍ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ ଓ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ହରିଣର ଜୀବନ ରକ୍ଷା ପାଇଁ ନଦୀକୁ ଡେଇଁଲେ ଯବାନ
ନୂଆଦିଲ୍ଲୀ,୭ା୬: ନଦୀକୁ ଡେଇଁ ଏକ ଗର୍ଭବତୀ ହରିଣର ଜୀବନ ରକ୍ଷା କରିଛନ୍ତି ଭାରତୀୟ ଯବାନ। ଘଟଣା ଘଟିଛି ଅରୁଣାଚଳ ପ୍ରଦେଶରେ। ଇଷ୍ଟର୍ନ କମାଣ୍ଡ ପକ୍ଷରୁ ନିଜ ଟୁଇଟର ପେଜ୍ରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍…
ଚାଇନା ହାତରେ ଖେଳୁଛି ଆମେରିକା
ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ…
ବନ୍ଦେ ଭାରତ ମିଶନ-୩ ପାଇଁ ୨୨ହଜାର ଟିକେଟ ବିକ୍ରି
ନୂଆଦିଲ୍ଲୀ,୭।୬: କରୋନ ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ‘ବନ୍ଦେ ଭାରତ ମିଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟ…
ଅର୍ଥନୀତିକୁ ଧ୍ୱଂସ କରୁଛି କେନ୍ଦ୍ର: ରାହୁଲ
ନୂଆଦିଲ୍ଲୀ,୭ା୬: କରୋନା ସଙ୍କଟ ବେଳେ କେନ୍ଦ୍ର ସରକାର ଗରିବଙ୍କୁ ନଗଦ ଟଙ୍କା ଦେଉନାହାନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ ମନାକରୁଛନ୍ତି। ଏହା ଜରିଆରେ ସରକାର ଦେଶର ଅର୍ଥନୀତିକୁ ଧ୍ୱଂସ କରୁଛନ୍ତି। କେନ୍ଦ୍ରର ଏହି…
ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ବାଦ୍ ପଡ଼ିବା ପରେ ବଢୁଛି ଦର, କଳାବଜାର ଆଶଙ୍କା
କଟକ ଅଫିସ,୭।୬: ବଜାରରେ ଏବେ ଆଳୁ ଦର ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ କିଲୋ ପିଛା ୧୦ ଟଙ୍କା ବଢ଼ିଲାଣି। ବାତ୍ୟା ଅମ୍ଫନ ପ୍ରଭାବ ଯୋଗୁ ଦର ବଢ଼ିଥିବା ଛତ୍ରବଜାର ବ୍ୟବସାୟୀମାନେ କହୁଛନ୍ତି। କିନ୍ତୁ କେନ୍ଦ୍ର କ୍ୟାବିନେଟ ଅତ୍ୟାବଶ୍ୟକ ସାମଗ୍ରୀ…
Archives


