Home Left

ନିସର୍ଗର ତାଣ୍ଡବ ଆରମ୍ଭ: ଅଲିବାଗରେ ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ ଅଧିକ ବେଗରେ ପବନ ବହିବା ସହିତ ବର୍ଷା ଲାଗି ରହିଛି। ଅଲିବାଗ ଅଞ୍ଚଳରେ ବହୁଗଛ…

ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି। ଏହାକୁ ନେଇ ମୁମ୍ବାଇରେ ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହୁଛଇ। ମହାରାଷ୍ଟ୍ର ସରକାର…

ପଙ୍ଗପାଳକୁ ନେଇ ଚିନ୍ତା ନ କରିବାକୁ କଳାହାଣ୍ଡି କୃଷି ବିଭାଗର ପରାମର୍ଶ

ଭବାନୀପାଟଣା,୩।୬(ଡି.ଏନ୍‌.ଏ.): ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ଏବେ ପଙ୍ଗପାଳକୁ ନେଇ ଚିନ୍ତା ବଢ଼ୁଛି। ଯଦିଓ ଏଯାବତ୍‌ ପଙ୍ଗପାଳ ଓଡ଼ିଶାକୁ ପହଞ୍ଚତ୍ ନାହାନ୍ତି ତଥାପି କଳାହାଣ୍ଡି ଜିଲାର ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କୁ ଚିନ୍ତା ନ…

ପଶ୍ଚିମବଙ୍ଗରେ ଅମ୍ଫନ୍‌ ମୁକାବିଲା: ବଲାଙ୍ଗୀରର ୨୨ଜଣିଆ ଓଡ୍ରାଫ ଟିମ୍‌ଙ୍କୁ ପ୍ରଶଂସା

ବଲାଙ୍ଗୀର ଅଫିସ,୩।୬: ଗତ କିଛିଦିନ ପୂର୍ବରୁ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ସହର ଓ ସାରା ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ି ପଶ୍ଚିମବଙ୍ଗର ଅନେକ ରାସ୍ତା ଅବରୋଧ…

ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟର ୩୦ ତମ ଜିଲା ଭାବେ ରାୟଗଡ଼ା ଛୁଇଁଲା କରୋନା। ବୁଧବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ଜଣେ ପଜିଟିଭ୍‌ ଅଛନ୍ତି। ଆକ୍ରାନ୍ତଜଣଙ୍କ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିବା ସୂଚନା ମିଳିଛି। ପ୍ରକାଶ ଯେ, ବୁଧବାର ୧୪୩ ଆକ୍ରାନ୍ତ…

‘ନିସର୍ଗ’ ବାତ୍ୟାର ନାମ ଦେଇଥିଲା ଏହି ଦେଶ, ଜାଣନ୍ତୁ କେଉଁ ବାତ୍ୟାର ନାମକରଣ କରିଛି କେଉଁ ଦେଶ

୧୯୫୩ ମସିହାରେ ଆଟ୍‌ଲାଣ୍ଟିକ ସାଗରର ଦେଶମାନଙ୍କ ଦ୍ୱାରା ପ୍ରଥମେ ବାତ୍ୟାର ନାମକରଣ କରାଯାଇଥିଲା। ବର୍ତ୍ତମାନ ବିଶ୍ୱ ପାଣିପାଗ ସଂଗଠନ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ କେବଳ ଘୂର୍ଣ୍ଣିବଳୟ ଅଞ୍ଚଳର ନାମକରଣ କରାଯାଇଛି। ଆରବସାଗର ଏବଂ ବଙ୍ଗୋପସାଗରରେ ଝଡ଼ର ନାମକରଣ ପ୍ରକ୍ରିୟା ୧୬ବର୍ଷ…

ଅମିତାଭ-ଜୟାଙ୍କ ବିବାହକୁ ପୁରିଲା ୪୭ ବର୍ଷ, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ-ଜୟାଙ୍କ ଆଜି ୪୭ ତମ ବିବାହ ବାର୍ଷିକୀ। ତାଙ୍କୁ ଏ ନେଇ ପୁଅ ଅଭିଷେକ ଓ ଝିଅ ଶ୍ୱେତା ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ନିଜ ନିଜ ସୋସିଆଲ ପୃଷ୍ଠାରେ ଉଭୟଙ୍କ ବିବାହ ସମୟର ଫଟୋ ଶେୟାର…

ଲକ୍‌ଡାଉନ୍‌ରେ ମାଗଣାରେ ଲୋକଙ୍କ ଜିନିଷ ବୋହୁଛନ୍ତି ୮୦ ବର୍ଷୀୟ କୁଲି

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଅସହାୟଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ସେହିପରି ଜଣେ ହେଲେ ଲକ୍ଷ୍ନୌର ୮୦ ବର୍ଷୀୟ ବୃଦ୍ଧ କୁଲି ମୁଜିବୁଲ୍ଲାହ। ସେ ରେଳ ଷ୍ଟେଶନରେ ବିନା…

ଲ୍ୟାଣ୍ଡ୍‌ଫଲ୍‌ କରୁଛି ‘ନିସର୍ଗ’, ୧୦୦- ୧୨୦ କିଲୋମିଟର ବେଗରେ ବହୁଛି ପବନ

ମୁମ୍ବାଇ,୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍‌ଫଲ୍‌ କରୁଛି। ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ ପବନ ବହୁଛି। ଏହି ସମୟରେ ମୁମ୍ବାଇର ବାନ୍ଦ୍ରା – ଓ୍ବର୍ଲି ସାଗର ନିକଟବର୍ତ୍ତୀ…

ବାପାଙ୍କ ଚଲାପଥରେ ସଲମାନ୍‌: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍‌ଷ୍ଟୋରୀ

କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନରେ ବଲିଉଡ୍‌ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏହି ସମୟରେ ଫାର୍ମହାଉସରେ ରହି ନିଜ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି। ତେବେ ସେଠାରେ ସେ…

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ ଭାରତରେ ହିଁ ରହିଛି। ଏହି ଅଜବ ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଏହି…

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ ଅଫିସ,୩।୬: ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଦାରୁବିଗ୍ରହଙ୍କୁ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ସେବା ପାଇଁ ବୁଧବାର ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri