Home Left

ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର ‘ମାଟିର ମଣିଷ’ରେ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା ଏହି ଅଭୁଲା…

ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ

ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍‌ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ସଂକ୍ରମଣ ସତ୍ତ୍ୱେ ପିଲାମାନେ ସ୍କୁଲ ଯିବା ଆବଶ୍ୟକ ବୋଲି…

ଜୁଲାଇରେ ୯ଥର ବଢିଛି ଡିଜେଲ ଦର

ଭୁବନେଶ୍ୱର,୨୬।୭: ଚଳିତ ମାସ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଚାଲିଛି। ଶନିବାର ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ପରିବର୍ତ୍ତନ କରିବା ଫଳରେ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ଡିଜେଲ ଦର ୭୯.୭୩ ଟଙ୍କାରୁ ବୃଦ୍ଧି…

ସ୍ବଳ୍ପ ବୃଷ୍ଟି: ଚାଷ କାର୍ଯ୍ୟ ପ୍ରଭାବିତ

ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ…

ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରୁଛି। ମୟୂରଭଞ୍ଜ ଜିଲାର…

ଆସୁଛି ପାର୍ବଣ ଋତୁ: ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର

ବାଲେଶ୍ୱର ଅଫିସ, ୨୬।୭: ଆସୁଛି ପାର୍ବଣ ଋତୁ। ପ୍ରଥମେ ଖୁଦୁରୁକୁଣୀ ପରେ ଗଣେଶ, ବିଶ୍ୱକର୍ମା, ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ, ମନୀଷା ଦେବୀ, କାଳୀପୂଜା ଅନୁଷ୍ଠିତ ହେବ। ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ମୂର୍ତ୍ତି କାରଗିରମାନେ। ୩ ମାସ ପୂର୍ବରୁ…

ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆସିକା,୨୬ା୭ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେଇଛି। ବ୍ଲକ୍‌, ତହସିଲ୍‌, ଥାନା, ଏନ୍‌ଏସି, ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ବିଭାଗ ଆଦି ବିଭାଗର ବହୁ କର୍ମଚାରୀ…

ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି ଗୋଲାର୍ଟ

ବେଜିଂ, ୨୬ା୭ (ଏପି)-ହିବେଇ ଚାଇନା ଫର୍ଚୁନ ତରଫରୁ ଖେଳୁଥିବା ଜଣେ ବ୍ରାଜିଲିଆନ ଷ୍ଟ୍ରାଇକର ରିକାର୍ଡୋ ଗୋଲାର୍ଟ ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି। ବିନା ମାସ୍କରେ ସେ ତାଙ୍କ ସମର୍ଥକଙ୍କ ସହିତ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ୨୯ ବର୍ଷୀୟ ଗୋଲାର୍ଟ ପୂର୍ବରୁ…

ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର ତହସିଲ ଅଫିସ ଖୋଲିଲା ପରେ ଜବତ ଗାଡି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି…

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ ପରୀକ୍ଷା କରିବାକୁ ଦେଇଥିଲେ। ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନାରେ ସଂକ୍ରମିତ ଜଣାପଡ଼ିବା ପରେ…

କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା ଲାଭ ହାସଲ କରିଥିବା ଶନିବାର ରେଗୁଲେଟୋରି ଫାଇଲିଂରେ ସୂଚନା ଦେଇଛି। ଏହି ସମୟରେ ବ୍ୟାଙ୍କର…

ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ ନଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ମୟୂରଭଞ୍ଜ ବନବିଭାଗ ପକ୍ଷରୁ ଘଉଡ଼ାଇ ଦିଆଯିବା ପରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri