Posted inଫୁରସତ

ଉପହାରରେ ଜ୍ୱାଇଁଙ୍କୁ ଲଫାଫା ବଦଳରେ ମିଳିଲା ଏକେ-୪୭: ପ୍ରତିକ୍ରିୟାରେ ଲୋକେ କହୁଛନ୍ତି…

ନୂଆଦିଲ୍ଲୀ: ପ୍ରତ୍ୟେହ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଏହା ଏକ ବିବାହ ଉତ୍ସବର। ଏଥିରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ବନ୍ଧୁକ ମିଳୁଥିବା ଦେଖିବାକୁ ମିଳୁଛି। ଭିଡିଓ ଦେଖି ଲୋକେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।

ଭିଡିଓଟି ପାକିସ୍ତାନର। ସେଠାରେ ଏକ ବିବାହ ଉତ୍ସବରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ରାଇଫଲ ଦିଆଯାଇଛି। ପ୍ରଥମେ ଜଣେ ମହିଳା ନବବିବାହିତଙ୍କୁ ଶୁଭେଚ୍ଛା ଜଣାଇବା ପରେ ବନ୍ଧୁକଟି ଦେଉଥିବା ଦେଖାଯାଉଛି। ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ତାଳି ବଜାଉଛନ୍ତି।

ଭିଡିଓଟି ପାକିସ୍ତାନର କେଉଁ ସହରର ତାହା ଜଣାପଡ଼ିନାହିଁ। ହେଲେ ଭିଡିଓଟିକୁ ବହୁତ ଲୋକ ଶେୟାର କରୁଛନ୍ତି। କିଛି ଲୋକ ପ୍ରତିକ୍ରିୟାରେ ଏହାକୁ ନିନ୍ଦା କରୁଛନ୍ତି। ଏହା ଲଜ୍ଜାଜନକ। ଏଭଳି ପ୍ରଥମ ଥର ପାଇଁ ଦେଖୁଛନ୍ତି। ଆଦିବାସୀଙ୍କ ବିବାହ ଭଳି ଲାଗୁନାହିଁ। ଏ ଯାହା ବି ହେଉଛି ତାହା ଠିକ୍‌ ହେଉନାହିଁ ବୋଲି କେହି କେହି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ...

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ...

ଟଏଲେଟ୍‌ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର

ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ...

ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ...

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ।...

କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

ବର କାନ୍ଦି କାନ୍ଦି ଯାଏ ଶାଶୁଘର…

ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା...

Advertisement
Archives

Model This Week