ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ
ଭୁବନେଶ୍ୱର,୨୭।୭(ବ୍ୟୁରୋ):କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢ଼ାଇ ଦେଇଛି। କରୋନା ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରମାନଙ୍କୁ ଆଗଧାଡ଼ିର ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଏବେ ସରକାରଙ୍କ ସମସ୍ୟା ବଢ଼ାଇଛି।…
ପାଲେର୍ମୋ ଲେଡିଜ୍ ଓପନ୍ରୁ ଓହରିଲେ ହାଲେପ୍
ପାଲେରମୋ, ୨୭ା୭ (ଏପି)-ଇଟାଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ କ୍ୱାରାଣ୍ଟାଇନ୍ ଅଧ୍ୟାଦେଶ ଜାରି ପରେ ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍ ରବିବାର ପାମେରୋ ଲେଡିଜ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ରୋମାନିଆରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ…
ୟୁଏଇରେ ଆଇପିଏଲ୍: ଏସିୟୁକୁ ଦାୟିତ୍ୱ ତୁଲାଇବା ସହଜ ହେବ
ନୂଆଦିଲ୍ଲୀ, ୨୭ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିରୋଧୀ ଶାଖା (ଏସିୟୁ)କୁ ଦାୟିତ୍ୱ ସମ୍ପାଦନ କରିବା ଅପେକ୍ଷାକୃତ ସହଜ ହେବ ବୋଲି ଏହାର ମୁଖ୍ୟ ଅଜିତ୍…
ଗଡ଼ିବ ପ୍ରାଇଭେଟ ମାଲ୍ବାହୀ ଟ୍ରେନ
ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍ବାହୀ ଟ୍ରେନ ଚଳାଚଳ ନେଇ ରେଲଓ୍ବେର ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ଯୋଜନା କାର୍ଯ୍ୟକାରୀ ହେଲେ…
ଲି’ଙ୍କୁ ହରାଇବା ସିନ୍ଧୁଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ
ମୂମ୍ବାଇ, ୨୭ା୭ (ପି.ଟି.): ଚାଇନା ଓପନ୍ ୨୦୧୨ରେ ତତ୍କାଳୀନ ଅଲିମ୍ପିକ ଚାମ୍ପିୟନ ଲି’ ଜୁରେଇଙ୍କୁ ପରାସ୍ତ କରିବା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ବିଶ୍ୱ ଚାମ୍ପିୟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ସେ କହିଛନ୍ତି, ଅନ୍ତର୍ଜାତୀୟ…
ଟୋକିଓ ଉପରେ ଶ୍ରାବଣୀଙ୍କ ନଜର
ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ଭାବେ…
ଆଇପିଏଲ୍ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି
ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ…
କରୋନା ନେଲା ୨୭ ବର୍ଷୀୟ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ, ୨୬।୭: ଜଣେ ଯୁବ ଡାକ୍ତରଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଭୀମ ରାଓ ଆମ୍ବେଦକର ହସ୍ପିଟାଲ ଓ କଲେଜରେ କାର୍ଯ୍ୟ କରୁଥିବା ରେସିଡେଣ୍ଟ ଡାକ୍ତର ଯୋଗୀନ୍ଦର ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ…
ଦୁଇ ଲକ୍ଷ ଟଙ୍କା ସୁପାରି ଦେଇ ପୁଅକୁ ହତ୍ୟା କଲା ବାପା
ଲକ୍ଷ୍ନୌ, ୨୬।୭: ପୁଅର ହିଂସାତ୍ମକ ଆଚରଣରେ ଅତିଷ୍ଠ ହୋଇପଡ଼ିଥିବା ବାପା ଓ ମା’ ଶେଷରେ ନେଇଥିଲେ ଏକ ଚକିତ କଲା ଭଳି ନିଷ୍ପତ୍ତି। ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇ ବାପା ଓ ମା ଶେଷରେ ପୁଅଙ୍କୁ ହତ୍ୟା କରିଥିଲେ।…
ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଅଗଷ୍ଟ ପହିଲାରେ ଇଦ୍ ପଡୁଥିବା ବେଳେ ବ୍ୟାଙ୍କ କାମ…
ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ ହୋଇଛି। ପ୍ରେମିକ ସାମ ବମ୍ବେଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ସାମ ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧ ମୁଦି ପିନ୍ଧି ପୁନମଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ସାମ…
କାନ୍ଧରେ ଅକ୍ସିଜେନ ସିଲିଣ୍ଡର, ଟ୍ରେରେ ନବଜାତ ଶିଶୁକୁ ଧରି ହସ୍ପିଟାଲରେ ବୁଲିରେ ଦମ୍ପତ୍ତି
ବକ୍ସର, ୨୬।୭: ବିହାରର ବକ୍ସର ଜିଲା ସଦର ହସ୍ପିଟାଲରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରିଥିବାବେଳେ ତାଙ୍କ ସ୍ତ୍ରୀ ଗୋଟିଏ ଟ୍ରେ’ରେ ନବଜାତ ଶିଶୁକୁ ଧରି ଚିକିତ୍ସା ପାଇଁ…
Archives


