ବିନା ମାସ୍କରେ ବିକ୍‌ନୀ ଗର୍ଲଙ୍କ ସହ ପାର୍ଟି କରୁଥିଲେ ଡାକ୍ତର, ଫଟୋ ଭାଇରାଲ ପରେ…

ଓ୍ବାଶିଂଟନ,୨୬ା୧୧: କରୋନା ଭାଇରସ ରୋକିବା ପାଇଁ ଲୋକଙ୍କୁ ନିୟମ ବୁଝାଉଥିବା ଡାକ୍ତର ନିଜେ ନିୟମ ଭାଙ୍ଗି ଆଜି ଚର୍ଚ୍ଚାରେ। ଜଣେ ଯୁବ ଡାକ୍ତର ବିନା ମାସ୍କ ଏବଂ ବିକ୍‌ନୀ ପିନ୍ଧିଥିବା ୧୨ରୁ ଅଧିକ ଯୁବତୀଙ୍କ ସହ ପାର୍ଟି କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବ ଡାକ୍ତରଙ୍କ ନାମ ମାଇକ୍‌। ସେ ଖୁବ୍‌ ପରିଚିତ। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।


ଆମେରିକାର ନ୍ୟୁୟର୍କରେ ରହୁଥିବା ଡା. ମାଇକ ଜଣେ ହୃଦରୋଗ ବିଶେଷଜ୍ଞ। ଖାଲି ଏତିକି ନୁହେଁ ତାଙ୍କୁ ସବୁଠୁ ସେକ୍ସି ଡାକ୍ତର ମଧ୍ୟ କୁହାଯାଏ। ଜନ୍ମଦିନ ପାର୍ଟି କରିବାକୁ ମାଇକ୍‌ ନ୍ୟୁୟର୍କର ମିୟାମୀ ଯାଇଥଲେ। ସେ ବିନା ମାସ୍କରେ ଯୁବତୀମାନଙ୍କ ସହ ପାର୍ଟି କରୁଥିବାରୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ରାଗି ଯାଇଛନ୍ତି। କିଛି ୟୁଜର କହିଛନ୍ତି, ଅନ୍ୟକୁ ପରାମର୍ଶ ଦେଉଥିବା ଡାକ୍ତର ନିଜେ ସଚେତନ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରଖେ ଏହି ଚା’…

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ...

ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ

କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା...

୭୦ରୁ ଅଧିକ ତାଲିବାନ୍‌ କମାଣ୍ଡର-୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୧୬।୧୧: ଆଫଗାନିସ୍ତାନରେ ଗତ ୨୫ ଦିନ ମଧ୍ୟରେ ୭୦ରୁ ଅଧିକ ତାଲିବାନ କମାଣ୍ଡର ଏବଂ ୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ...

ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ...

ସମୁଦ୍ର କୂଳରେ ଏମିତି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ ମହିଳା, ଯାଞ୍ଚ୍‌ ପରେ ଜଣାପଡ଼ିଲା ସତ

ଓ୍ବାଶିଂଟନ,୨୬ା୧୧: ଆମେରିକାର ଫ୍ଲୋରିଡା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଭୟରେ ଥରି ଉଠିଥିଲେ। ସଙ୍ଗେ ସଙ୍ଗେ ମହିଳା...

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି...

ରାଜପରିବାରରେ ଭେଦଭାବ ନାହିଁ

ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ...

ପାକିସ୍ତାନକୁ ଫ୍ରାନ୍ସ ଦେଲା ବଡ ଝଟ୍‌କା

ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍‌କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍‌, ଏୟାର ଡିଫେନ୍ସ...

Advertisement


Archives

Model This Week