ଥାଲାଇଭାଙ୍କୁ ୭୦: ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ଥିଲେ ଚର୍ଚ୍ଚାରେ

ବେଙ୍ଗାଲୁରୁ,୧୨।୧୨: ସାଉଥ୍‌ ଫିଲ୍ମଷ୍ଟାର ରଜନୀକାନ୍ତ ଶନିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌। ତାଙ୍କୁ ଲୋକେ ସ୍ନେହରେ ଥାଲାଇଭା ବୋଲି ଡାକିଥାନ୍ତି। ଫ୍ୟାମିିଲିକୁ ଅଧିକ ଗୁରୁତ୍ୱ ଦେଉଥିବା ରଜନୀକାନ୍ତଙ୍କର ପୋର୍ନ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ସହିତ ଆଫେୟାର୍ସ ନେଇ ୮୦ ଦଶକରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ବହୁ ଫିଲ୍ମରେ ଏକାଠି କାମ କରିଛନ୍ତି। ଏହି ଆଫେୟାର୍ସ ଅନେକ ଦିନ ଧରି ଚାଲିଥିଲା ବୋଲି କେତେକ କୁହନ୍ତି। ରଜନୀକାନ୍ତ ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ୧୯୯୬ରେ ସିଲ୍କ ସ୍ମିତା ମାନସିକ ସ୍ଥିତି ହରାଇ ବସି ଆତ୍ମହତ୍ୟା କରିଥିଲେ। ପରେ ୨୦୧୧ରେ ତାଙ୍କ ଜୀବନୀ ଉପରେ ଡାର୍ଟି ପିକଚର ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ...

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ...

ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାଓ୍ବତ ଏବେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି। କିଛିଦିନ ତଳେ ଅମେଜନ ପ୍ରାଇମ ଭିଡିଓ ଅଭିନେତ୍ରୀଙ୍କ ପ୍ରଡକସନରେ ନିର୍ମିତ...

କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’

ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି...

ବଦଳିବନି ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। କିନ୍ତୁ କୋଭିଡ...

ଟିଭିରେ ପ୍ରସାରିତ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

ମୁମ୍ବାଇ: ଅଭିନେତା ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ୨୦୨୨ର ସବୁଠାରୁ ବଡ ବ୍ଲକବଷ୍ଟର ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି କେବଳ କନ୍ନଡ଼ରେ ନୁହେଁ ହିନ୍ଦୀରେ ଏବଂ...

ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଅଭିନୟ ବ୍ୟତୀତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏବେ ସେ ଗରିବଙ୍କ...

ଇଣ୍ଡିଆକୁ ଭାରତ ଲେଖିବା ନେଇ ଜ୍ୟାକି ଦାଦା ଦେଲେ ଏଭଳି ଜବାବ…

ମୁମ୍ବାଇ : ସମ୍ପ୍ରତିି ଇଣ୍ଡିଆ ବନାମ ଭରତ ବିଷୟରେ ଦେଶରେ ଏକ ନୂଆ ବିତର୍କ ଚାଲିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଇଣ୍ଡିଆ ଶବ୍ଦକୁ...

Advertisement
Archives

Model This Week