Home Left

୨ ବର୍ଷ ହେଲା ଗର୍ଭବତୀ ଅଛନ୍ତି ଏହି ମହିଳା!

ଚିକିତ୍ସା ଜଗତରେ ଏମିତି ଅନେକ କଥା ଶୁଣିବାକୁ ଏବଂ ଦେଖିବାକୁ ମିଳେ ଯାହା ବିଶ୍ୱାସ ହୁଏ ନାହିଁ। ବତ୍ତର୍ମାନ ପର୍ଯ୍ୟନ୍ତ ଆପଣ ୯ ମାସ ପର୍ଯ୍ୟନ୍ତ ଗର୍ଭଧାରଣ କଥା ଶୁଣିଥିବେ। ଏହି ସମୟରେ ଗର୍ଭବତୀ ମା’ର ପେଟର ଆକାର ବହୁତ ବଡ଼…

ବୟସ୍କ କଳାକାରଙ୍କ ପାଇଁ ଖୁସିଖବର

ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ଦେଶରେ ଅନ୍‌ଲକ୍‌-୩ ଜାରି ରହିଥିବା ବେଳେ କେତେକ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ…

ରାଜଧାନୀରେ ଚାଞ୍ଚଲ୍ୟ: ମଲ୍‌ରୁ ୫୦ ହଜାର ଟଙ୍କାର ସାମଗ୍ରୀ ନେଇଗଲେ ମହିଳା

ଭୁବନେଶ୍ୱର, ୭ା୮(ବ୍ୟୁରୋ) – ଶପିଂ ମଲ୍‌ରେ ପଶି ମନଇଚ୍ଛା ୫୦ହଜାର ଟଙ୍କାର ସାମଗ୍ରୀ ବାଛିଲେ। ପେମେଣ୍ଟ ନ କରି ପଳାଉଥିବାବେଳେ କର୍ମଚାରୀମାନେ ଅଟକାଇଲେ। ହେଲେ ସେ କର୍ମଚାରୀଙ୍କୁ ଗାଳିଗୁଲଜ ସହ ନାଲିଆଖି ଦେଖାଇଲେ। ବଳାତ୍କାର ମାମଲାରେ ଫସାଇ ଦେବାକୁ ଧମକ ଦେଇ…

ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ, ୭ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ…

ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରନା

ନୂଆଦିଲ୍ଲୀ, ୭ା୮(ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ ପୂର୍ବରୁ ଖେଳାଳିମାନଙ୍କର…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବହୁବାର ବାନ୍ଦ୍ରା ଡିସିପିଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ଅନେକ ଥର ଡିସିପିଙ୍କୁ କଲ…

ହିମାଳୟରେ ତରଳିବ ୮୫ ପ୍ରତିଶତ ବରଫ!

ଶ୍ରୀନଗର,୭।୮: ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଏହାର ପ୍ରଭାବ ଅନୁଭୁତ ହେବାକୁ ଯାଉଛି। ଏବେକାର ଜଳବାୟୁକୁ ଦେଖି ବିଶେଷଜ୍ଞମାନେ ଏହି ଅନୁମାନ ଲଗାଇଛନ୍ତି। ଯଦି ଏହା ଅପରିବର୍ତ୍ତିତ ରହିଲା ତେବେ ୨୧୦୦ ମସିହା ବେଳକୁ ଜମ୍ମୁ-କଶ୍ମୀର ଓ…

ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ କେସ। ସାଲିଆସାହିରୁ ଆଉ ୫ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩,…

ରିୟାଙ୍କ କଲ ଡିଟେଲ୍ସରେ ବାନ୍ଦ୍ରା ଡିସିପି

ମୁମ୍ବାଇ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ ଯାଞ୍ଚ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବହୁବାର…

ପୁଣିଥରେ ପାକିସ୍ତାନର ମନେ ପଡିଲା ପୂର୍ବ ପ୍ରକୃତି

ଶ୍ରୀନଗର,୭।୮: ପାକିସ୍ତାନ ସେନା ଦ୍ୱାରା ଶୁକ୍ରବାର ଜମ୍ମୁ-କଶ୍ମୀରର ନୌଗାମ ଓ ତାଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ପଟରୁ ହୋଇଥିବା ଗୁଳି ବର୍ଷଣ ଓ ମୋର୍ଟାର ମାଡ ସମୟରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି।…

ବାଣୀଙ୍କ ସହ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମକୁ ନେଇ କିଛି ଖବର ଆସିଛି। ଖୁବ୍‌ଶୀଘ୍ର ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମରେ ନଜର ଆସିବେ। ଆଉ ତାଙ୍କ ଅପୋଜିଟର ନାୟିକା ସାଜିବେ ବାଣୀ କପୁର। ଫିଲ୍ମର ଟାଇଟେଲ ଏପର୍ଯ୍ୟନ୍ତ ଜଣାପଡି…

ଆରମ୍ଭ ହେବ ‘କୌନ ବନେଗା କରୋଡ ପତି’ର ଶୁଟିଂ !

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କେବଳ ଜରୁରୀକାଳିନ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ କାର୍ଯ୍ୟ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏହାଦ୍ୱାରା ବଳିଉଡ୍‌ ଦୁନିଆରେ ମଧ୍ୟ ବେଶ୍‌ ପ୍ରଭାବ ପଡିଥିଲା। ଛୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri