ପ୍ରଦୀପ ଜୋଷୀ ୟୁପିଏସ୍ସି ଅଧ୍ୟକ୍ଷ
ନୂଆଦିଲ୍ଲୀ, ୮।୮(ପି.ଟି.):ଦେଶରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପରିଚାଳନା କରୁଥିବା ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସ୍ସି)ର ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍ ପ୍ରଫେସର ପ୍ରଦୀପ କୁମାର ଜୋଷୀଙ୍କୁ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ସେ ଅରବିନ୍ଦ ସାକ୍ସେନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ।…
ବୈଦ୍ୟୁତିକ ସମସ୍ୟାର ସମାଧାନ କରିବ ଟାଟା ପାଓ୍ବାର କଲ୍ ସେଣ୍ଟର
ଭୁବନେଶ୍ୱର, ୮।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଲ୍ୟାଣୀ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ବାର କଲ୍ ସେଣ୍ଟର ଉଦ୍ଘାଟିତ ହୋଇଛି। ଏହା ଉପଭୋକ୍ତା ଏବଂ କମ୍ପାନୀ ମଧ୍ୟରେ ସେତୁ ସାଜିବ। ବିଦ୍ୟୁତ୍ ସମସ୍ୟାର ତ୍ବରିତ ସମାଧାନ ଏହାର ମୁଖ୍ୟ…
ଭୂସ୍ଖଳନରେ ୧୮ ମୃତ, ୬୭ ନିଖୋଜ
ଥିରୁଭାନନ୍ତପୁରମ୍, ୮।୮: କେରଳର ଇଡୁକ୍କି ଜିଲାରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୁନ୍ନାରସ୍ଥିତ ଟାଟା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୬୭ ଜଣ…
ନାଳିଆସାହି, ଭେଙ୍କଟରାୟପୁର ଗାଁକୁ ମିଳିଲା ୟୁନେସ୍କୋ ପ୍ରମାଣପତ୍ର
ଭୁୂବନେଶ୍ୱର,୮।୮(ବ୍ୟୁରୋ): ଜଗତସିଂହପୁର ଜିଲାର ନୋଳିଆ ସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ (ଆଇଓସି) ପକ୍ଷରୁ ସୁନାମୀ ପ୍ରସ୍ତୁତ(ସୁନାମୀ ରେଡି) ଗ୍ରାମର ମାନ୍ୟତା ମିଳିଛି। ଶୁକ୍ରବାର ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ୟୁନେସ୍କୋ ପକ୍ଷରୁ ଓଏସଡିଏମଏକୁ ସ୍ବୀକୃତୀ…
କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ସାମିଲ ହେବ ୧୫ ଲକ୍ଷ ଗୋସମ୍ପଦ
ଭୁବନେଶ୍ୱର,୮।୮(ବ୍ୟୁରୋ): ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଲକ୍ଷ ଗୋସମ୍ପଦକୁ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ରୁ ଆରମ୍ଭ କରାଯିବ। ପ୍ରତ୍ୟେକ ଜିଲାରେ ୫୦୦ ଗ୍ରାମକୁ ଏଥିନିମନ୍ତେ ଚିହ୍ନଟ କରାଯିବ। ଏହାଛଡା ଡିପ୍ଲିଟର ପଦ୍ଧତିରେ ୫୦୦ କ୍ଷମତା…
ନଗଡ଼ାକୁ ପକ୍କାରାସ୍ତା ପାଇଁ ରିପୋର୍ଟ ବାଧକ
ଯାଜପୁର ଅଫିସ୍,୮ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାଜନିତ ଶିଶୁମୃତ୍ୟୁ ଘଟଣା ୨୦୧୬ ଜୁଲାଇରେ ସାରା ଦେଶରେ ଚହଳ ପକାଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସରକାର ନଗଡ଼ାକୁ…
ପ୍ରଥମ ଥର ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହେଲେ ଜୁକରବର୍ଗ
ନୂଆଦିଲ୍ଲୀ,୮।୮: ଫେସ୍ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରଥମ ଥର ୧୦୦ ବିଲିୟନ ଡଲାର ସମ୍ପତ୍ତିର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଫେସ୍ବୁକର ଇଙ୍କ୍ ଶେୟାରର ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁସାରେ,…
ସାମ୍ନାକୁ ଆସିଲା ରିୟାଙ୍କ କଲ୍ ଡିଟେଲ୍ସ: ଏଥିରେ ରହିଛି ଚାଞ୍ଚଲ୍ୟକର ଖୁଲାସା
ମୁମ୍ବାଇ: ବଲିଉଡ୍ ଭର୍ସାଟାଇଲ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ଯେମିତି ଯେମିତି ଆଗକୁ ବଢ଼ୁଛି ସେମିତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯାହା କେବଳ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ସମସ୍ୟା ବଢ଼ାଇନାହିଁ ବରଂ ମୁମ୍ବାଇ ପୋଲିସକୁ ମଧ୍ୟ…
ଆଶା ଆଶଙ୍କାରେ ୩ଶହ ମୂର୍ତ୍ତି କାରିଗର
ବଅଁରପାଳ,୮ା୮(ଡି.ଏନ.ଏ.) – ପୂଜାଋତୁ ଆସିବ। ମାସ ମାସ ଧରି ଗଢ଼ାଯାଇଥିବା ମୂର୍ତ୍ତିସବୁ ବିକ୍ରି ହୋଇଯିବ। ବର୍ଷକର ଖୋରାକ ଯୋଗାଡ଼ରେ ଆଉ ଅସୁବିଧା ହେବନି। ଏପରି ଭାବନା ନେଇ ମାଟି ସହ ମାଟି ହୋଇ ଖଟିଚାଲିଥିବା ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ମୂର୍ତ୍ତି…
ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ
ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ରିକେଟରୁ ଦୀର୍ଘଦିନଧରି ଦୂରେଇ ରହିଥିବା ଚେନ୍ନାଇ…
ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍
ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ…
ମନପ୍ରୀତ୍ଙ୍କ ସମେତ ୫ ହକି ଖେଳାଳିଙ୍କୁ କରୋନା
ନୂଆଦିଲ୍ଲୀ, ୮ା୮ (ପି.ଟି.)- ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ…
Archives


