Home Left

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି…

ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା

ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ…

ସଂଗରୋଧ ସରିବା ପରେ ଭୁଲିଗଲା ଗଞ୍ଜାମ ପ୍ରଶାସନ: ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ସ୍କୁଲ-କଲେଜ କୋଠା

ବ୍ରହ୍ମପୁର,୧୫।୮- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ସଂଗରୋଧ ଗୃହରେ ରଖାଯାଇଥିଲା। ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦ୍ୱାରା ମହାମାରୀ କରୋନାର ମୁକାବିଲା କରାଯାଇପାରିବ…

ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର ଦେଖାଯାଇଛି ଯେ, ଡାକ୍ତର କିମ୍ବା ମେଡିକାଲ କର୍ମଚାରୀମାନେ ଏହାକୁ ପିନ୍ଧି ଚେତାଶୂନ୍ୟ ହୋଇଯାଇଛନ୍ତି। ଏହି…

ଆଇପିଏଲ୍‌ ଟାଇଟଲ୍‌ ପ୍ରୟୋଜକ ଦୌଡ଼ରେ ଟାଟା ସାମିଲ

ନୂଆଦିଲ୍ଲୀ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ଟାଟା ଗ୍ରୁପ୍‌ ସାମିଲ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଟି୨୦ ଲିଗ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା…

ଅଭିଭାବକଙ୍କୁ ଆଶ୍ୱସ୍ତି, କରୋନା କମିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୫।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦିଲ୍ଲୀର ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ କମ୍‌ ହୋଇନାହିଁ ସେ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲାଯିବ…

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଅନେକ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ମଧ୍ୟ କରୋନା ମହାମାରୀ…

ତହସିଲଦାରଙ୍କ ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ହାଇଦ୍ରାବାଦ,୧୫।୮-ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲାର ରାଜସ୍ବ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ଶାଖା ଶୁକ୍ରବାର ରାତିରେ ଚଉାଉ କରି ନଗଦ ଏକ କୋଟି ୧୦ ଲକ୍ଷ ଟଙ୍କା ଜବତ କରିଛି। ରାଜସ୍ବ ଅଧିକାରୀ ଇରଭା ବାଲାରାଜୁ ନାଗାରାଜୁ ଏଏସ ରାଓ ନଗରସ୍ଥିତ…

ଖବରକାଗଜ ବିତରକ ଉଡାଇଲେ ତ୍ରିରଙ୍ଗା

ବରଗଡ଼ ଅଫିସ,୧୫।୮: ବରଗଡ଼ ଜିଲା ଖବରକାଗଜ ବିତରକ ସଂଘ ପକ୍ଷରୁ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀଛକସ୍ଥିତ ନବରତ୍ନ ମିଡିଆ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ…

ଜାଡେଜାଙ୍କ ପରେ ସିଏସ୍‌କେ କ୍ୟାମ୍ପ୍‌ରେ ଯୋଗ ଦେବେନି ଏହି କ୍ରିକେଟର୍‌

ଚେନ୍ନାଇ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଅଗଷ୍ଟ ୨୦ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ (ସିଏସ୍‌କେ) ଦଳ ୟୁଏଇ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଏଥିପୂର୍ବରୁ ସୁପର୍‌…

ଭାଜପା ଟିକେଟ ମିଳିଥିଲେ ବି ରାଜନୀତି କରିବାକୁ ଚାହୁଁ ନାହାନ୍ତି କଙ୍ଗନା

ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ। ଏହାର କାରଣ ହେଉଛି ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା। ଏହି ମାମଲାରେ ନିଜର ମତ ରଖି ଚର୍ଚ୍ଚାକୁ ଆସିଛନ୍ତି ନାୟିକା…

କରୋନା ଆକ୍ରାନ୍ତଙ୍କ ଘରୁ ଚୋରି

ଚୌଦ୍ୱାର,୧୫।୮(ଡି.ଏନ୍‌.ଏ.): ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଜଣେ କରୋନା ଆକ୍ରାନ୍ତଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଏହା ଚୌଦ୍ୱାର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଓଟିଏମ୍‌ କଲୋନୀ ସତ୍ୟନାରାୟଣ ମନ୍ଦିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri