Home Left

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨ ତାରିଖ ଶନିବାର ରାତ୍ରିର ନିଶାର୍ଦ୍ଧ ପରେ ଏବଂ ୨୩ ତାରିଖ ରବିବାର ସକାଳ ପୂର୍ବରୁ…

କୁକୁରକୁ କୋଳରେ ଧରି ଚୁମ୍ବନ ଦେଉଛି ସିମ୍ପାଞ୍ଜି: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ପୂର୍ବରୁ କୁକୁର ଓ ମାଙ୍କଡକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଛି। ତେବେ ନିକଟରେ ଏକ କୁକୁର ଛୁଆକୁ ମାଙ୍କଡ଼ ଗାତରୁ ଉଦ୍ଧାର କରିଥିବା ଭିଡିଓ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଥିଲେ।…

ମାଲକାନଗିରିରେ ୧୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି,୧୫ା୮: ଶନିବାର ମାଲକାନଗିରି ଜିଲାରେ ୭୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଜିଲାରେ ଆଜି ସୁଦ୍ଧା ମୋଟ୍‌ ୧୧୫୬ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଜିଲାରେ ପ୍ରବଳ ବର୍ଷା ଯୋଗୁ…

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ ଦେଖାଗଲେ କୋହଲି

ନୂଆଦିଲ୍ଲୀ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ ଡାଉନ୍‌ କାରଣରୁ ଗତ କିଛିଦିନ ହେବ ଘରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ କୋହଳ କରାଯିବା ପରେ କିଛି କ୍ରିକେଟର୍‌ ନିକଟରେ ସେମାନଙ୍କ…

ବିଉଟି ଉଇଥ୍‌ ବ୍ରେନ୍‌’ର ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା: ୟୁପିଏସ୍‌ସି ଉର୍ତ୍ତୀର୍ଣ୍ଣ ହେବା ପରେ ରହିଛି ଏଭଳି ସ୍ବପ୍ନ

ମିସ୍‌ ଇଣ୍ଡିଆ ପ୍ରତିଯୋଗୀରୁ ଆଇଏଏସ୍‌ ଅଫିସର ହେବାର ଯାତ୍ରା ସହଜ ନ ଥିଲା। ହେଲେ ଅସମ୍ଭବ ତ ବିଲକୁଲ୍‌ ନ ଥିଲା। ‘ବିଉଟି ଉଇଥ୍‌ ବ୍ରେନ୍‌’ର ଏଭଳି ଏକ ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା ଶୋରେନ୍‌। ଦୃଢ଼ ମନୋବଳ ସାଙ୍ଗକୁ କଠିନ ପରିଶ୍ରମ…

ଛୁଆଙ୍କୁ ଧରି ବୁଲୁଥିଲା ଜାତୀୟ ପକ୍ଷୀ: ପଛରୁ ଛକିଥିଲା ପଶୁ, ଆଉ ତାପରେ

ଜାତୀୟ ପଶୁ ଓ ପକ୍ଷୀକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ମୟୂର ତାର ଛୁଆକୁ ନେଇ ବୁଲୁଥିବା ବେଳେ ବାଘ ତାକୁ ଶିକାର କରିବାକୁ ଆସୁଛି।…

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ‘ସିମ୍ବା’ର ଏକ ଗୀତରେ ନାଚିଥିଲେ। ତାଙ୍କ ନାତି ଗୌରାବ ସାହା ଫେସ୍‌ବୁକରେ ଭିଡିଓ ପୋଷ୍ଟ…

ପାର୍ଥଙ୍କ ପରେ ଏକତା କପୁରଙ୍କ ଶୋ’ ଛାଡ଼ିବେ ଏହି ଲିଡ୍‌ ଅଭିନେତ୍ରୀ: ଜାଣନ୍ତୁ କାହିଁକି..

ବମ୍ବେ: ଏକତା କପୁରଙ୍କ ‘କସୌଟି ଜିନ୍ଦେଗୀ କି’ର ଲିଡ୍‌ ରୋଲ୍‌ରେ ଥିବା ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍‌ ଶୋ’କୁ ଅଲବିଦା କହିବାକୁ ଯାଉଛନ୍ତି। ପ୍ରଥମେ ପ୍ରେରଣା ଓରଫ ଏରିକା ଭିଡିଓ କଲ୍‌ ଜରିଆରେ ଶୁଟିଂ କରୁଥିଲେ। କିଛିଦିନତଳେ ସେ ଶୁଟିଂସେଟ୍‌କୁ ପୁଣି ଫେରିଥିଲେ।…

କୁକୁର ପିଠିରେ ଚଢ଼ିଗଲେ କୁକୁଡ଼ା ଛୁଆ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ବ୍ୟାୟାମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଜାଣନ୍ତୁ…

ନୂଆଦିଲ୍ଲୀ, ୧୫।୮: ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ଦିଲ୍ଲୀର ଜଣେ ୧୮ ବର୍ଷୀୟ ଯୁବକ ଲକ୍ଷ୍ୟ ପ୍ରତିଦିନ…

ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର,୧୫।୮-ଗଞ୍ଜାମ ଜିଲା ସୁନାପୁର ବେଳାଭୂମିରୁ ଶନିବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ ଯେ, ସୁନାପୁର ବେଳାଭୂମିରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକ…

ସୁଶାନ୍ତଙ୍କ ମୃତ୍ୟୁର ଦୁଇ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଏହି ନିର୍ଦ୍ଦେଶକ, ଶେୟାର କଲେ ଏଭଳି ପୋଷ୍ଟ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସରୁ ଅଧିକ ସମୟ ବିତିସାରିଛି। ଜୁନ୍‌ ୧୪ରେ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅପରପକ୍ଷେ ଅଭିନେତାଙ୍କ ମୃତ୍ୟୁର କାରଣ ନପୋଟିଜିମ୍‌(ବଂଶବାଦ) ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri